ଆତ୍ମସମର୍ପଣ ପରେ ଜଗନ୍ନାଥ ପ୍ରଧାନ ଗିରଫ
ଭୁବନେଶ୍ୱର:3/7- ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ସେ ଗୁରୁବାର ରାତିରେ ନାଟକୀୟ ଢ଼ଙ୍ଗରେ ତାଙ୍କ ସମର୍ଥକଙ୍କ ଗହଣରେ ଡିସିପି ଅଫିସ ଆସି ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ ଦର୍ଶାଯାଇଥିଲା।…
ଆସନ୍ତା ୩/୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ନିର୍ଦ୍ଦେଶ
ଭୁବନେଶ୍ୱର:2/7- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲାସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ଏହା ଦ୍ୱାରା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ…
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବନ୍ୟା ପରିସ୍ଥିତି
ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ ଭବନେଶ୍ୱର:2/7-ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ…
ଆମ ରାଜଧାନୀ ଭୁବନେଶ୍ୱର
1-ଉପରେ ବିଜୁଳି ତାର ତଳେ ରାସ୍ତାକୁ ଛୁଇଁଲାଣି ଗଛ ଡାଳ 2- ଡ୍ରେନ ଅବରୋଧର ପରବର୍ତ୍ତୀ ଅବସ୍ଥା 3- ବର୍ଷା ବେଳେ ଯା’ ଆସ ପାଇଁ…
ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର:30/6-ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହା ଫେଲ୍ ମାରୁଛି ବୋଲି ବିଜେଡି…
ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା, ଜିଲାପାଳ, ଏସପିଙ୍କ ବଦଳି, ୨ ନିଲମ୍ବିତ
ଭୁବନେଶ୍ୱର:୨୯/୬- -ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ ପାଇଁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦାବି -ରଥଯାତ୍ରାରେ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ -ମୃତ ଭକ୍ତଙ୍କ ପରିବାରକୁ ୨୫ଲକ୍ଷ ଲେଖାଏଁ ସହାୟତା -ପୁରୀ ଜିଲାପାଳ ଓ ଏସପିଙ୍କ ବଦଳି -ଚଂଚଳ ରାଣା ନୂଆ ଜିଲାପାଳ, ପିନାକ ମିଶ୍ର ଏସପି…
ଜଗନ୍ନାଥଙ୍କ ପାଖରେ ଗର୍ବ ଓ ଅଂହକାରର ସ୍ଥାନ ନାହିଁ: ବିଜେଡି
-ଶରଧାବାଲି ଅଘଟଣରେ ମୃତ୍ୟୁ ଘଟିଥିବା ତିନିଜଣଙ୍କ ପରିବାର ସହିତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଥା ହୋଇ ସମବେଦନା ଜଣାଇଛନ୍ତି -ଅଘଟଣ ସମୟରେ କୌଣସି ପ୍ରଶାସନିକ ବା ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ନ ଥିଲେ -ପ୍ରଶାସନିକ ଅବ୍ୟବସ୍ଥା ଓ ସମନ୍ୱୟ ଅଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି…
ଆଦାନୀଙ୍କ ପାଇଁ ଅଟକିଲା ରଥଟଣା
ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ ଜିଲା ଦୌରାଜଜ ତଦନ୍ତ କରନ୍ତୁ – ପ୍ରସାଦ ଭୁବନେଶ୍ୱର: ୨୮/୬- ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା। ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା। ପ୍ରଶାସନ ପକ୍ଷରୁ ସବୁ…


