କାର୍ଯ୍ୟକ୍ରମ ଓ ପୁଞ୍ଜି ବ୍ୟୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
-ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା -2023-24 ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ଥିଲା 81 ପ୍ରତିଶତ -ଚଳିତ ଆର୍ଥିକ ବର୍ଷରେ (2024-25) 85 ପ୍ରତିଶତ ଖର୍ଚ୍ଚ କରିବାକୁ ପରାମର୍ଶ ଭୁବନେଶ୍ୱର:27/2- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ…
ଦୁର୍ଘଟଣାଗ୍ରସ୍ତ ସେବାୟତଙ୍କ ଚିକତ୍ସା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୬./୨-ଜାଗର ଯାତ୍ରା ସମୟରେ ଦୁର୍ଘଟଣାଗ୍ରସ୍ତ ସେବାୟତ ଯୋଗେନ୍ଦ୍ର ସମର୍ଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଅବସ୍ଥା ଓ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି। ସେବାୟତଙ୍କ ସହିତ ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ମଧ୍ୟ ସେ…
ଆତ୍ମାର ଜାଗୃତି ହିଁ ଜାଗର-ମୁଖ୍ୟମନ୍ତ୍ରୀ
ଲିଙ୍ଗରାଜ ମହାପ୍ରଭୁଙ୍କ ମହା ଶିବରାତ୍ରି ଉତ୍ସବ ଭୁବନେଶ୍ୱର: ୨୬./୨-ଆତ୍ମାର ଜାଗୃତି ହିଁ ଜାଗର ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଆତ୍ମାର ଜାଗରଣରେ ଜାଗର ପର୍ବର ସୁଫଳ ମିଳି ପାରିବ। ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟିତ। କେବଳ ଲିଙ୍ଗରାଜ ମନ୍ଦିର…
ୱାଟକୋକୁ ପ୍ରଯୁକ୍ତିବିଦ୍ୟା ସଭା ପୁରସ୍କାର ୨୦୨୫
ଭୁବନେଶ୍ୱର, ୨୪/୨- ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜଳ ନିଗମ (ୱାଟକୋ) କୁ ଏହାର ଅଗ୍ରଣୀ ଜଳ ଗୁଣବତ୍ତା ତଥ୍ୟ ସଂଗ୍ରହ ଏବଂ ମନିଟରିଂ ସିଷ୍ଟମ ପାଇଁ ଏଣ୍ଟରପ୍ରାଇଜ୍ ଆପ୍ଲିକେସନ୍ ବର୍ଗରେ ସମ୍ମାନଜନକ “ପ୍ରଯୁକ୍ତିବିଦ୍ୟା ସଭା ପୁରସ୍କାର ୨୦୨୫” ରେ ସମ୍ମାନିତ…
ଗ୍ରାହକଙ୍କୁ ତିନିଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଏୟାରଟେଲକୁ ଖାଉଟି ଅଦାଲତର ନିର୍ଦେଶ
ସେବା ପ୍ରଦାନରେ ଅସାଧୁ କାରବାର ଭୁବନେଶ୍ୱର: 23/2- ଏୟାରଟେଲ ଉପଯୁକ୍ତ ସେବା ନଦେଇ ଗ୍ରାହକଙ୍କୁ ଅଯଥା ମାନସିକ ଯନ୍ତ୍ରଣା ଦେଇ ହଇରାଣ ହରକତ କରିବା ସଂକ୍ରାନ୍ତ ଅଭିଯୋଗର ଶୁଣାଣି କରି ନୟାଗଡ଼ ଜିଲା ଖାଉଟି ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ଅଭିଯୋଗକାରୀ ଅମାଭଞ୍ଜନ…
କିଟ୍ ବିଶ୍ୱବିଦ୍ୟାଳୟ ଘଟଣା
-ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ -ଦୃଢ କାର୍ଯ୍ୟାନୁଷ୍ଠାନ ସହ ପିଲାଙ୍କ ଭରସା ଫେରାଇ ଆଣିବା ପାଇଁ ଦେଲେ ପ୍ରତିଶୃତି ଭୁବନେଶ୍ୱର:22/2- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍ଜୁ ରାନା…
खोज: एनआईटी रायपुर में सिरियम ऑक्साइड माइक्रोट्यूब्स (CeO₂-MT) की निर्माण पद्धति का
आविष्कार पेटेंट किया गया रायपुर, छत्तीसगढ़:22/02/2025 — राष्ट्रीय प्रौद्योगिकी संस्थान (एनआईटी) रायपुर के जैव प्रौद्योगिकी विभाग के शोधकर्ताओं ने सिरियम ऑक्साइड माइक्रोट्यूब्स (CeO₂-MT) बनाने का एक नया तरीका विकसित करते हुए एक नई उपलब्धि हासिल की है। इसे…
Novel Cerium Oxide Microtubes (CeO₂-MT) Fabrication Process Patented
at NIT Raipur Raipur, Chhattisgarh —22 February 2025 Researchers from the Department of Biotechnology at the National Institute of Technology (NIT) Raipur have developed and patented a new way to make Cerium Oxide Microtubes (CeO₂-MTs). This innovation,…
ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ-ବିନା ଭୟ, ପକ୍ଷପାତରେ ଗଠନମୂଳକ ସମାଲୋଚନା କରନ୍ତୁ
ସମସ୍ତଙ୍କୁ ‘ଉତ୍କର୍ଷର ଉପାସକ’ ହେବା ପାଇଁ ସୌମ୍ୟଙ୍କ ପରାମର୍ଶ -ସମୃଦ୍ଧ ଓଡ଼ିଶା ଗଠନରେ ସମାଜର ସବୁ ବର୍ଗର ଲୋକଙ୍କ ସହିତ ଗଣମାଧ୍ୟମର ସହାୟତା କାମନା କଲେ ମୁଖ୍ୟମନ୍ତ୍ରୀ ମାଟି ଓ ପାର୍ଟି ଭିତରେ ସୌମ୍ୟବାବୁ ମାଟିକୁ ହିଁ ବାଛିଛନ୍ତି, ଓଡ଼ିଆ ଅସ୍ମିତାର ଲଢ଼େଇରେ ସେ ଥିଲେ ଅଗ୍ରଣୀ ସେନାପତି-…
୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ ୨୦୨୫-୨୬-ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର:1/2-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା…



