ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ
ଭୁବନେଶ୍ୱର: 17/3-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ବିଭିନ୍ନ ଦଳର ବହୁ ରାଜନେତା, ବିଜେପିର କାର୍ଯ୍ୟକର୍ତ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ…
ଓଡ଼ିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଭୂମି : ହେମାମାଳିନୀ
-ବୃନ୍ଦାବନ ମହୋତ୍ସବରେ ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ -ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ପର୍ଯ୍ୟବେସିତ ହେମାଙ୍କ ନୃତ୍ୟ ରହିଥିଲା ମୁଖ୍ୟ ଆକର୍ଷଣ -ଦର୍ଶକ ଓ ଅତିଥିମାନଙ୍କ ସହ ରଙ୍ଗ ଖେଳିଲେ ହେମାମାଳିନୀ ଭୁବନେଶ୍ୱର:୧୪/୩-ଭୁବନେଶ୍ୱର ରବୀନ୍ଦ୍ର…
ନୂଆ ସଡ଼କ ନୀତି ଖୁବ ଶୀଘ୍ର
-ସଡ଼କ ଯୋଗୋଯାଗ ବ୍ୟବସ୍ଥାର ଉନ୍ନତି ପାଇଁ ନୂଆ ପଦକ୍ଷେପ-ଗଠନ ହେବ ରାଜ୍ୟ ରାଜପଥ ପ୍ରାଧିକରଣ-ଓଡ଼ିଶାରେ ହେବ ରୋଡ କଂଗ୍ରେସ ବୈଠକ ଭୁବନେଶ୍ୱର:୧୨ା୩: ଉନ୍ନତ ସଡ଼କ ମାଧ୍ୟମରେ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ପୂର୍ବ ସରକାର ଅମଳେର ଯେଉଁ ସବୁ ପ୍ରକଳ୍ପ ଆରମ୍ଭ ହୋଇଥିଲା ସେଗୁଡିକ…
ପୁସ୍ତକ “ନିର୍ବାଚନ ୨୦୨୪” ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ – ଧର୍ମେନ୍ଦ୍ର ପ୍ରଧାନ
-ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ, ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି-ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି-ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି-ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା ଭୁବନେଶ୍ୱର, ମାର୍ଚ୍ଚ ୦୭ – କେନ୍ଦ୍ର…
ଲେଖକ, ସାମ୍ବାଦିକ ସୁଭାଷ ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର:୭/୨-ରସ୍କିନ୍ ବଣ୍ଡ୍ଙ୍କ ଇଂରାଜୀରେ ଲିଖିତ ଆତ୍ମଜୀବନୀ ‘ଲୋନ୍ ଫକ୍ସ ଡ୍ୟାନ୍ସିଂ’ର ଓଡ଼ିଆ ଅନୁବାଦ କରିଥିବା ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ସୁଭାଷ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୪ ପାଇଁ ଶ୍ରୀ ଶତପଥୀଙ୍କୁ‘ଲୋନ୍ ଫକ୍ସ…
KIITରେ ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ
ଭୁବନେଶ୍ୱର:6/2- କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ଏହାର ପରବର୍ତ୍ତୀ ସମସ୍ୟାକୁ ନେଇ ଜାତୀୟ ମାନବାଧିକାର କମିସନ ତଦନ୍ତ ଆରମ୍ଭ କରିଛନ୍ତି। ଯୋଗୀନ୍ଦର ସିଂଙ୍କ ନେତୃତ୍ୱରେ କମିସନଙ୍କ ଦୁଇ ଜଣ ପ୍ରତିନିଧି ବିଶ୍ୱବିଦ୍ୟାଳୟକୁ ଆସି ମାମଲାର ତଦାରଖ କରୁଛନ୍ତି। ପ୍ରଥମ ଦିନରେ ସେମାନେ…
ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ଲାଗୁ କଲେ ରାଜ୍ୟ ସରକାର
-ପଦୋନ୍ନତିରେ ସଂରକ୍ଷଣ -ସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ ଭୁବନେଶ୍ୱର:5/3- ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମକୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା…
‘ପିପୁଲସ୍ ସିଏମ୍’ ଗୀତ ଉନ୍ମାଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :୨/୩: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍ ମୁକ୍ତିଲାଭ କରିଛି l ‘ପିପୁଲସ୍ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉନ୍ମୋଚନ କରିଛନ୍ତି। ରାଇକଳାଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ…
ଖିଚିଂ ମହୋତ୍ସବ ସାରା ରାଜ୍ୟର ମନ ମୋହିଛି-ମୁଖ୍ୟମନ୍ତ୍ରୀ
-ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ମଂଜୁର -ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ ଟି ପ୍ରକଳ୍ପର ଉଦ୍ଘାଟନ ଭୁବନେଶ୍ୱର:୧/୩-ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ଵରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ…



