ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଦୁର୍ନୀତିରେ ଭର୍ତ୍ତି: କଂଗ୍ରେସ
ଭୁବନେଶ୍ୱର:୧୨/୬- ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି, ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ପ୍ରତାରଣାର ପ୍ରତିଛବି ପାଲଟିଛି ଏବଂ ଏହା ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।…
ବିଜେପି ସରକାରଙ୍କ ବର୍ଷକର ବିଫଳତା, ଅଭିନବ ଉପାୟରେ ବିଜେଡିର ପ୍ରଦର୍ଶନ
ଭୁବନେଶ୍ୱର:୧୨/୦୬/-ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକମାନଙ୍କ…
ନବୀନ କହିଲେ ଲମ୍ବା ଭାଷଣ ଓ ବଡ଼ ବଡ଼ ବିଜ୍ଞାପନରେ ବିକାଶ ଆସେନି
ଭୁବନେଶ୍ୱର:10/6-ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ…
IAS OFFICER DHIMAN CHAKMA , SUB-COLLECTOR, DHARAMGARH ARRESTED
VIGILANCE DIRECTORATE ODISHA, CUTTACK. PRESS RELEASE Bhubaneswar:9.6.2025-Today, Dhiman Chakma, IAS (2021 batch), Sub-Collector, Dharamgarh, Dist-Kalahandi was arrested by Odisha Vigilance for demanding and taking bribe Rs.10,00,000/- (Rupees Ten Lakhs)…
ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ
ଭୁବନେଶ୍ୱର:9/6-ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU) ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ…
ବର୍ଷ ଏକ, ଉପଲବ୍ଧି ଅନେକ
ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଭୁବନେଶ୍ୱର:8/6- ମୁଁ ଖୁସି ଓ ଗଭୀର କୃତଜ୍ଞତାର ସହ ଆପଣମାନଙ୍କୁ ଆମ ରାଜ୍ୟର ସେବାରେ ଆମ ସରକାରଙ୍କ ଏକ ସଫଳ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ପ୍ରଥମେ ମୁଁ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତର…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ
ମାସ ମାସ ଧରି ପଡ଼ିରହୁଛି ଚିଠି
ଚର୍ଚ୍ଚାରେ ପିନାକୀ ମହୁଆଙ୍କ ବାହାଘର
ଭୁବନେଶ୍ୱର:5/6- ଦ୍ୱିତୀୟ ବିବାହ କରିଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ୬୫ ବର୍ଷୀୟ ପିନାକୀ ମିଶ୍ର ୫୦ ବର୍ଷୀୟା ସାଂସଦ ମହୁଆ ମୋଇତ୍ରଙ୍କୁ ବାହା ହୋଇଛନ୍ତି। ଗତ ମେ ମାସ ୩୦ ତାରିଖରେ ଜର୍ମାନୀର ବର୍ଲିନଠାରେ ଦୁହେଁ ବିବାହ କରିଛନ୍ତି । ଏ ନେଇ ଉଭୟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନ…
ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି
ସରକାର କହିଲେ ତହସିଲଦାର ହେଉଛନ୍ତି ତୃଣମୂଳସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ ଭୁବନେଶ୍ୱର:୪/୬-ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ ଲୋକଙ୍କ…
ASI NABBED BY VIGILANCE
Bhubaneswar: 4/6-Today Smt Babita Suna, ASI, Mahila P.S. Berhampur has been apprehended by Odisha Vigilance while demanding and taking bribe Rs.10,000/- from a complainant to help him and his mother involved in a case registered earlier in Mahila PS, of…


