ଆଦାନୀଙ୍କ ପାଇଁ ଅଟକିଲା ରଥଟଣା
ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ ଜିଲା ଦୌରାଜଜ ତଦନ୍ତ କରନ୍ତୁ – ପ୍ରସାଦ ଭୁବନେଶ୍ୱର: ୨୮/୬- ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା। ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା। ପ୍ରଶାସନ ପକ୍ଷରୁ ସବୁ…
ରଥଯାତ୍ରାରେ ସାମ୍ୱାଦିକଙ୍କୁ ପୁଲିସ ମାଡ ମାରିବା ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା
-ସାମ୍ୱାଦିକଙ୍କୁ ନିମନ୍ତ୍ରଣ କରି ପୁଲିସ ଦ୍ୱାରା ମାଡ ଖୁଆଇଲେ ସରକାର -କର୍ଡନ ପାସ୍ ଥାଇ ଛାଡିଲେନି, 7ରୁ ଅଧିକ ଆହତ ଭୁବନେଶ୍ୱର:୨୭/୦୬-ପବିତ୍ର ରଥଯାତ୍ରାରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ ପୁରୀ ନିମନ୍ତ୍ରଣ କରି ପୋଲିସ ଦ୍ୱାରା ଆକ୍ରମଣ କରାଯିବ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିଛି ।…
ସାମୁଦ୍ରିକ ବାଣିଜ୍ୟର ବିକାଶ ରାଜ୍ୟ ସରକାରଙ୍କ ଏକ ମୁଖ୍ୟ ଫୋକସ- ମୁଖ୍ୟମନ୍ତ୍ରୀ
ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ଭୁବନେଶ୍ୱର:26/6- ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଆଜି…
ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର:26/6-ପୂର୍ବରୁ ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ସେ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…
ଓଡିଶା ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ ହେବା ଆବଶ୍ୟକ: ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ
-ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଏବଂ ରାଜସ୍ୱ ବିଭାଗ ସଫଳତାର ପୁସ୍ତିକା ଉନ୍ମୋଚିତ -ବର୍ଷକରେ ୨୦,୩୮୫ ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬,୭୨୭ ବାସଗୃହ ବିହୀନଙ୍କୁ ଘରବାଡି ପଟ୍ଟା ଭୁବନେଶ୍ୱର: 25/6- ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ…
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟପାଳ
ଏକ ବର୍ଷର ସଫଳତା ପାଇଁ ପ୍ରଶଂସା କଲେ ଭୁବନେଶ୍ୱର:24/6-ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ…
ସାମ୍ବାଦିକ ବୀରୁ ସାହୁଙ୍କ ପରଲୋକ
ଭୁବନେଶ୍ୱର:22/6-ଇଷ୍ଟର୍ଣ୍ଣ ପ୍ରେସ ଏଜେନସିରୁ ପ୍ରକାଶ ପାଉଥିବା ଓଡ଼ିଆ ସାପ୍ତାହିକୀ ଇପିଏ ଉଇକ୍ଲି ସମ୍ବାଦପତ୍ରର ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କର ଦେହାନ୍ତ ହୋଇଛି। ସେ କିଛିଦିନ ହେଲା ଅସୁସ୍ଥତା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ଖାଇ ସାରି ଶୋଇଥିଲେ। ସକାଳ ହେବା ପରେ ସେ ଉଠି…



