ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପାଇଲା ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର:୨୭/୧୧-ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ଇଣ୍ଡିଆନ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ))…
ନାଗରିକଙ୍କ ଆଶା ପୂରଣ କରିବା ଜନପ୍ରତିନିଧିଙ୍କ କର୍ତ୍ତବ୍ୟ: ରାଷ୍ଟ୍ରପତି
ଭୁବନେଶ୍ୱର:୨୭/୧୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ନଭେମ୍ବର ୨୦୨୫ରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧିତ କରିବା ସମୟରେ ଗୃହ ସହ ଜଡ଼ିତ ନିଜ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ସେ କହିଥିଲେ ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ…
‘ଏହି ଗୃହ ମୋତେ ସବୁ ଶିଖାଇଛି’
ଭୁବନେଶ୍ୱର:୨୭/୧୧-ଓଡ଼ିଶା ବିଧାନସଭା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିଛନ୍ତି। ସେ ବିଧାନସଭାରେ ତାଙ୍କର ସଦସ୍ୟତା ସମ୍ପର୍କରେ କହିବା ସହ ଭବିଷ୍ୟତ ଭାରତ ଗଠନ ଉପରେ ଅନେକ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଜନ୍ମଗ୍ରହଣ…
ଦେଶର ପ୍ରଥମ ଅଡିଟ ଅଦାଲତ ଉଦ୍ଘାଟିତ
ଭୁବନେଶ୍ୱର:୨୫ /୧୧-ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ଆଜି ଦେଶର ପ୍ରଥମ ଅଡିଟ ଅଦାଲତ ଓଡ଼ିଶାର ପ୍ରଧାନ ମହା ଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି। ଓଡିଶା ସରକାରଙ୍କ ଛଅଟି ବିଭାଗ- ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ…
ଦୁର୍ନୀତି ଠାରୁ ଦୂରରେ ରୁହନ୍ତ ଏହା କ୍ୟାରିଅର ପାଇଁ ବିପଦ:ମୁଖ୍ୟମନ୍ତ୍ରୀ
-୧୨ ଟି ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି -ସତର ମାସରେ ଚାକିରି ପାଇଛନ୍ତି ୩୭,୩୨୫ଜଣ ଭୁବନେଶ୍ୱର:୨୫/୧୧-ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି। ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ୱର:୨୪/୧୧-ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର୧୫ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ…
ନବକୃଷ୍ଣ ଚୌଧୁରୀ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ
ଭୁବନେଶ୍ୱର,୨୩/୧୧-ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ସେ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍ବିହୀନ ବ୍ୟକ୍ତିତ୍ୱ । ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ,…
ଲିଭିଂ ହ୍ୟୁମାନିଟି ଶାନ୍ତି ପାଇଁ ସରଳ ଓ ପରିବର୍ତ୍ତନକାରୀ ପଥ
ଭୁବନେଶ୍ୱର: ୨୨/୧୧- ଲିଭିଂ ହ୍ୟୁମାନିଟି ଏକ ଦିବ୍ୟ ବାର୍ତ୍ତାରୁ ଜନ୍ମ ନେଇଛି। ଏହା ସୃଷ୍ଟିର ସାର୍ବଭୌମ ନିୟମ ଉପରେ ଆଧାରିତ ଅସ୍ତିତ୍ୱ ପାଇଁ ଏକ ଗଭୀର ସର୍ନ୍ଦଭ। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପୃଥିବୀରେ ଶାନ୍ତି ପୁନଃସ୍ଥାପନ କରିବା। ଏହାର ପ୍ରତିଷ୍ଠାତା ଚିନ୍ମୟ କୁମାର ମହାନ୍ତି ଏହି ସ୍ୱର୍ଗୀୟ…
ଓଡ଼ିଶା ରାଜ୍ୟ ଦିବସ ସମାରୋହ
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ୱ ଭୁବନେଶ୍ୱର:୨୨/୧୧-ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି…
ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ-ମୋହନ
ଭୁବନେଶ୍ୱର :୨୧/୧୧ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ…



