୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର:୨୨/୧-ଓଡ଼ିଶାର ସର୍ବ ବୃହତ ମହିଳା କୈନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର ସହାୟତା ରାଶି ପ୍ରାୟ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଦାନ କରିଛନ୍ତି। ସେ ୩୧୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ଡିବିଟି…
ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି
ଏଣିକି ପାଇବେ ୨,୫୦୦ ଟଙ୍କା ଭୁବନେଶ୍ୱର:୨୨/୧- ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀମାନେ ମାସିକ ଭତ୍ତା ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପାଇବେ। ଏଥି ସହିତ ସପ୍ତାହକୁ ଥରେ…
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଭୋଟ ଭୁବନେଶ୍ୱର:୨୨/୧-ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ଓଡ଼ିଶା ସମେତ ୧୦ଟି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତର ନିର୍ବାଚନ କମିଶନ ପ୍ରସ୍ତାବ ମାଗିଛନ୍ତି। ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ…
ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
ଭୁବନେଶ୍ୱର: ୨୧/୧-ବିଜେଡି ସରକାର ୨୦୨୩ ମେ ମାସ ୧୫ ତାରିଖରେ ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ୟୁଏଇରେ ଥିବା ୪୦,୦୦୦ରୁ ଅଧିକ ଓଡ଼ିଆଙ୍କ ପାଇଁ ସପ୍ତାହରେ ତିନିଥର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟନ, ବାଣିଜ୍ୟ ଏବଂ ସଂଯୋଗକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବିଜେପି…
ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ପୁରସ୍କୃତ
ଭୁବନେଶ୍ୱର-୨୧/୧- ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ (ଓଡିଶା ପାଇଁ ଏସଏଲବିସି ସଂଯୋଜକ) ଭାବେ ପୁରସ୍କୃତ ହୋଇଛନ୍ତି।…
ରାଜ୍ୟରେ ୧୬୬ଟି ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ସମୀକ୍ଷା
– ୯୬ ଟି ରେଲୱେ ଓଭର ବ୍ରିଜ୍ ନିଜ ଖର୍ଚ୍ଚରେ ନିର୍ମାଣ କରିବ ରେଳବାଇ – ଆପ୍ରୋଚ ରାସ୍ତା ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀ ମନୋନୀତ ଭୁବନେଶ୍ୱର:୨୦/୧-ରାଜ୍ୟର ସଡ଼କ ନେଟ୍ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜର ପ୍ରମୁଖ ଭୂମିକା ରହିଛି। ରେଲୱେ ଫାଟକ ବଦଳରେ ରେଲୱେ ଓଭର…
ଆମ ବସ୍ ଚଳାଇବେ ମହିଳା ଡ୍ରାଇଭର
-ପୁନେରେ ଦିଆଯିବ ତାଲିମ ଭୁବନେଶ୍ୱର: ୨୦/୧-କ୍ରୁଟର ଆମ ବସ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ କ୍ରୁଟ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା।…
ପ୍ରଥମ ପର୍ଯ୍ୟାୟ ଜନଗଣନା ଏପ୍ରିଲ ୧୬ରୁ
ଭୁବନେଶ୍ୱର:୨୦/୧-ଆସନ୍ତା ଏପ୍ରିଲ ମାସ ୧୬ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏହ ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ। ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ…
ଛାତ୍ରଛାତ୍ରୀ ଉଦ୍ୟମିତା, ନବସୃଜନ ଓ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରନ୍ତୁ: ରାଜ୍ୟପାଳ
ଭୁବନେଶ୍ୱର:୧୯/୧-ଛାତ୍ରଛାତ୍ରୀମାନେ ଉଦ୍ୟମିତା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ସେମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବା ଉଚିତ।। ସୋମବାର ଭୁବନେଶ୍ୱର ରେଲ ଅଡ଼ିଟୋରିଅମ ଠାରେ ଅନୁଷ୍ଠିତ…
ଜନ ଆରୋଗ୍ୟ ଯୋଜନାରେ ଆୟୁଷ ଚିକିତ୍ସା ପ୍ୟାକେଜ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ-ମନ୍ତ୍ରୀ
ଭୁବନେଶ୍ୱର:୧୯/୧- ସୁସ୍ଥ ଓଡ଼ିଶା – ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ସଂକଳ୍ପ ପୂରଣ କରିବା ଦିଗରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢୁଛି। ସମସ୍ତଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ଓଡ଼ିଶା ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ଆସିଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରଧାନମନ୍ତ୍ରୀ…



