ନାଟକ ଓ ନୃତ୍ୟ ମାଧ୍ୟମରେ କ୍ୟାନସର ସଚେତନତା
ଭୁବନେଶ୍ୱର:୨୫/୫-ସ୍ଥାନୀୟ ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗୃପ ଦ୍ୱାରା କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ କ୍ୟାନସର…
ସଡ଼କ ଦୁର୍ଘଟଣା ହ୍ରାସ ଓ ସୁରକ୍ଷିତ ପରିବହନ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୁବନେଶ୍ୱର : ୨୫।୫- ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ପରିବହନ କମିଶନର ଅମିତାଭ ଠାକୁର ଏବଂ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା ପରାମର୍ଶଦାତା ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ସଡ଼କ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା ଏବଂ ସମୀକ୍ଷା ସମ୍ପର୍କିତ…
ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ
ଭୁବନେଶ୍ୱର:24/5- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ ହୋଇଛନ୍ତି। ହିନ୍ଦୋଳ ବନାଞ୍ଚଳରେ ବନ୍ୟପ୍ରାଣୀ ଶିକାର କରିବାକୁ ଯୋଜନା ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ସଦଳବଳେ ଗତକାଲି ବିଳମ୍ବିତ ରାତି ୧୧ରୁ ୧୨ଟା ସମୟରେ ଚଢ଼ାଉ ପାଇଁ…
ଭୁବନେଶ୍ୱରରେ ଜଳ ପରିଚାଳନା ସମେତ ଜବରଦଖଲ ଉଚ୍ଛେଦ ଓ ଜଳାଶୟ ବିକାଶ ଉପରେ ଗୁରୁତ୍ୱ
ଗଙ୍ଗୁଆ ନାଳ ଓ ଦୟା ପଶ୍ଚିମ କେନାଲ ପରିଦର୍ଶନ କଲେ ପ୍ରମୁଖ ସଚିବ ଭୁବନେଶ୍ୱର:24/5- ସହରାଞ୍ଚଳ ବନ୍ୟା ଆହ୍ୱାନର ମୁକାବିଲା କରିବା ଏବଂ ଭୁବନେଶ୍ୱରରେ ଜଳାଶୟଗୁଡ଼ିକର ସ୍ଥାୟୀ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ…
ଏମିତି ଚାଲିଛି ସରକାର, ଏଭଳି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ
-ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ତଥ୍ୟ ଦେଉନାହାନ୍ତି ଅଫିସର -କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ପ୍ରଶାସନିକ ଅଧିକାରୀ -ଲୋକଙ୍କ ସମସ୍ୟା ପ୍ରତି ଦିଆଯାଉନି ଦୃଷ୍ଟି ଭୁବନେଶ୍ୱର:23/5-ଶୈଳଶ୍ରୀବିହାରର ଓଇଆରସି ଗୋଲେଇ ଛକରୁ ସାଇମନ୍ଦିର ପର୍ଯ୍ୟନ୍ତ ନୂଆ ପ୍ରଶସ୍ତ ରାସ୍ତା ନିର୍ମିତ ହେଲା। ଟ୍ରାଫିକ୍ ଭିଡ…
ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ
ଭୁବନେଶ୍ୱର:୨୩/୫-ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ SIT ଗଠନ କରାଯାଇଛି। ପୂର୍ବରୁ ଇସ୍ପାତ ଓ…
ଆଜିର ଗଳ୍ପ ସମାଜନିଷ୍ଠ ଅନୁଭବର ପ୍ରତିଲିପି : ବିଶ୍ୱଭୂଷଣ
ବିଜୟାନନ୍ଦଙ୍କ ‘ଅଶେଷ ଅନୁରାଗ’ ଉନ୍ମୋଚିତ ଭୁବନେଶ୍ୱର:୨୩/୫-‘ଓଡ଼ିଶା ବୁକ୍ ଷ୍ଟୋର୍’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ ‘ଅଶେଷ ଅନୁରାଗ’କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ସଂଧ୍ୟାରେ ଉନ୍ମୋଚନ କରିଛନ୍ତିି।…
ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର :23/5-ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ…
କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ
ଭୁବନେଶ୍ୱର:୨୨/୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି। ସେ ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬…
ପି. ଏମ୍. ଜନମନ୍ ଯୋଜନାର ସମୀକ୍ଷା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ପି. ଏମ୍. ଜନମନ୍ ଯୋଜନାର ସମୀକ୍ଷା କରୁଛନ୍ତି


