ସର୍ବାଧିକ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟିକରି ନୟାଗଡ ଜିଲ୍ଲା ରାଜ୍ୟରେ ପ୍ରଥମ
ଭୁବନେଶ୍ୱର:29/5- ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି। ଏହା କେବଳ ରୋଜଗାରର କଥା ନୁହେଁ। ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ…
ସାକ୍ଷୀଗୋପାଳରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ
ଭୁବନେଶ୍ୱର :୨୯/୫-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାକ୍ଷୀଗୋପାଳ ଠାରେ ଚାରା ରୋପଣ ଓ ପଦଯାତ୍ରାରେ ଯୋଗ ଦେଇଛନ୍ତି ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ…
ସରକାରୀ ଚାକିରି ପାଇଁ ବୟସସୀମା ବୃଦ୍ଧି
ଭୁବନେଶ୍ୱର:୨୮/୫-ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ବୟସ ସୀମାକୁ କୋହଳ କରିଛନ୍ତି। କେବଳ ୟୁନିଫର୍ମ ସର୍ଭିସକୁ ବାଦ ଦେଇ ଅନ୍ୟ ବିଭିନ୍ନ ମୂଳ ପଦବୀ ଓ ସେବାରେ ପ୍ରବେଶ ପାଇଁ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି…
ଅଙ୍କୁର ଆରମ୍ଭ
୨୦୩୬ ସୁଦ୍ଧା ସ୍ଥିର ଏବଂ ନାଗରିକ-କୈନ୍ଦ୍ରିକ ସହର ନିର୍ମାଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର, ୨୮/୫-ଓଡ଼ିଶାରେ ସହର ବିକାଶର ଭବିଷ୍ୟତକୁ ପୁନଃ ପରିଭାଷିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଆଜି ଅଙ୍କୁର-ଅଟଳ ନେଟୱାର୍କ ଫର ନଲେଜ୍, ସହରୀକରଣ ଏବଂ…
ଏଡବ୍ଲ୍ୟୁୟୁଏଫ୍ ୨୦୨୫: ଓଡିଶା ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ରଣନୀତି ପ୍ରଦର୍ଶନ କରିଛି
ରାଜ୍ୟ ସରକାର ଅନ୍ତର୍ଭୁକ୍ତ ସହରାଞ୍ଚଳ ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର: ୨୮/୫-ଫିଲିପାଇନ୍ସର ମାନିଲାରେ ADB ମୁଖ୍ୟାଳୟରେ ଅନୁଷ୍ଠିତ ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ (AWUF) ୨୦୨୫ ସହରାଞ୍ଚଳରେ ସୁଲଭ ଗୃହ ସମାଧାନର ଜରୁରୀ ଆବଶ୍ୟକତା ପ୍ରତି ବିଶ୍ୱବ୍ୟାପୀ…
ଅନଲାଇନ ଗେମରେ କ୍ରିକେଟ ବେଟିଂ, ୧ କୋଟି ୮ ଲକ୍ଷ ଠକେଇ, ୨ ଗିରଫ
ଭୁବନେଶ୍ୱର: ୨୮/୫- ଅନଲାଇନ ଗେମରେ କ୍ରିକେଟ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ପଶ୍ଚିମବଙ୍ଗର ବାସିନ୍ଦା ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର…
ମାଓବାଦୀ ବିଜୟ ପୁନେମର ଆତ୍ମସମର୍ପଣ
ଭୁବନେଶ୍ୱର:27/5-ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି।ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ 8 ରାଉଣ୍ଡ ଗୁଳି ସହିତ…
ଫିଲିପାଇନ୍ସରେ ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ ବୈଠକ, ଯୋଗଦେଲେ ଓଡିଶାର ଦୁଇ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ୨୭/୫-ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (AWUF) ୨୦୨୫ ରେ ଅଂଶଗ୍ରହଣ କରିଛନ୍ତି। ‘ଜଳର…
ସିଏମ୍ ଟ୍ରଫି, ଲୋଗୋ ଓ ଆନ୍ଥେମ୍ ଉନ୍ମୋଚିତ
ଭୁବନେଶ୍ୱର:୨୫/୫- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍ସିପ୍-୨୦୨୫ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ସିଏମ୍ ଟ୍ରଫି ଫୁଟବଲ…


