ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ
ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଭୁବନେଶ୍ୱର, ୧୩/୭-ଲୋକଙ୍କ ସରକାର କହୁଥିବା ବିଜେପି ଶାସନରେ ସାଧାରଣ ଜନତା ଅସୁରକ୍ଷିତ। ବର୍ଷ ଏକ ଉପଲବ୍ଧି ଅନେକର ନାରା ଦେଉଥିବା ସରକାରରେ ମହିଳା ଓ ଛାତ୍ରୀ ସଂପୂର୍ଣ୍ଣ ଅସୁରକ୍ଷିତ। ବାଲେଶ୍ୱର ଫକୀର ମୋହନ…
ଗପର ଚରିତ୍ରରେ ଭିଜିଗଲେ ଗପ କାଳଜୟୀ ହୋଇଥାଏ
-ସମରେନ୍ଦ୍ର ବଳିଆରସିଂହଙ୍କ ଗଳ୍ପ ସଂକଳନ ‘ମତେ ନାୟିକା କରିନିଅ’ ଲୋକାର୍ପିତ -ଅବଧୂତଙ୍କ ୨୪ ଗୁରୁ ଭଳି ସାଧାରଣ କଥାରୁ ଗପର ପ୍ଲଟ୍ ମିଳେ ଖୋର୍ଦ୍ଧା: ୧୩/୭-ଗପର କିଛି ଭାଗ ମାପ ନ ଥାଏ। ଅବଧୂତଙ୍କ ଚବିଶ ଗୁରୁ ଭଳି ସାଧାରଣ କଥାରୁ ବି ଗପର ଖିଅ ବା ପ୍ଲଟ୍ ମିଳିଥାଏ । ଏଥିରେ ଦୃଷ୍ଟିକୋଣ ହେଉଛି…
ମନମୋହନ ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପି ସଭାପତି, ନାମ ଘୋଷଣା ମଙ୍ଗଳବାର
ଭୁବନେଶ୍ଵର:7/7- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଦଳର ସଭାପତି ହେବାକୁ ଯାଉଛନ୍ତି । ଏହି ସଭାପତି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ଭୋଟ ଗ୍ରହଣ ହେବନାହିଁ । ସେ ବିଜେପି ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ…
ମିନାକ୍ଷୀ ବହିନୀପତି ପୁନର୍ବାର ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ୱର:6/7-ଅଖିଳ ଭାରତ କଂଗ୍ରେସ କମିଟି ଦ୍ଵିତୀୟ ଥର ପାଇଁ ମିନାକ୍ଷୀ ବହିନୀପତିଙ୍କୁ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ସେ ହେଉଛନ୍ତି କଂଗ୍ରେସର ଟାଣୁଆ ବିଧାୟକ ତାରା ବହିନୀପତିଙ୍କ…
ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ସଫଳତା
ଭୁବନେଶ୍ୱର:୫/୭-ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ…
ପୁରୀ ପୌରପାଳିକାକୁ ମହାନଗର ନିଗମ ଘୋଷଣା
ଭୁବନେଶ୍ୱର :4/7- ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ପୁରୀ ଜଗନ୍ନାଥ…
ପୁରୀରେ ହେବ ବିଶ୍ଵସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ
ଭୁବନେଶ୍ୱର:3/7- ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା। ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି। ଏହାକୁ ଛାଡିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ,…
ବାହୁଡ଼ାଯାତ୍ରାକୁ ଭିଭିଆଇପି, କର୍ମୀକୈନ୍ଦ୍ରିକ ନ କରି ଭକ୍ତ ଓ ଭଗବାନ କୈନ୍ଦ୍ରିକ କଲେ ଶୃଙ୍ଖଳିତ ହୋଇପାରିବ:ଭକ୍ତ
ଭୁବନେଶ୍ୱର :୪/୭- ବଢି ଚାଲିଥିବା ନାରୀ ନିର୍ଯାତନା ଠାରୁ ହଇଜା ମହାମାରୀ ଯାଏ; ରଥଯାତ୍ରା ମହାବିଭ୍ରାଟ ଠାରୁ ଆରମ୍ଭ କରି ବିଏମ୍ସିରେ ଦଳୀୟ ଗୁଣ୍ଡାରାଜ ଯାଏ, ଗତ ବର୍ଷେ ହେଲା ବିଜେପି ସରକାର ଗୋଟିଏ ପରେ ଗୋଟିଏ ଅକ୍ଷମଣୀୟ ଅପରାଧ କରିଚାଲିଛନ୍ତି। ନିଜକୁ ମହାପ୍ରଭୁଙ୍କ ଠାରୁ ଉପରେ ରଖି ସରକାର ବୁଦ୍ଧି…


