ରାଜନଗରରେ ଦଳିତ ନାବାଳିକା ଗଣଦୁଷ୍କର୍ମ
ମହିଳା ଅସୁରକ୍ଷିତ, ଓଡ଼ିଶା ନିନ୍ଦିତ-ବିଜେଡି ଭୁବନେଶ୍ୱର:୧୨/୮-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକା ପ୍ରତି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା…
ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ସୀମାହୀନ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି
ଭୁବନେଶ୍ୱର:୧୨I୮-ଓଡ଼ିଶା ସାମୁଦ୍ରିକ ବୋର୍ଡ (ଓଏମବି ) ରାଜ୍ୟର ନୀଳ ଅର୍ଥ ବ୍ୟବସ୍ଥା ଏବଂ ସାମୁଦ୍ରିକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେବା ଦିଗରେ ଏକ ଉଚ୍ଚାଭିଳାଷୀ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ନବଗଠିତ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟାଳୟ…
ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ପୋଲିସ ସମସ୍ତ ଉପାୟ ଅବଲମ୍ୱନ କରୁ
ଭୁବନେଶ୍ୱର:୧୨I୮-ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ…
ପିସିସିର ତିନିଟି ତଥ୍ୟ ଅନୁଧ୍ୟାନ କମିଟି ଗଠନ
ଭୁବନେଶ୍ୱର:୧୧/୮-ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ନର୍ସିଂ ଛାତ୍ରୀଙ୍କୁ ନିର୍ଯ୍ୟାତନା ଏବଂ ତଦଜନିତ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଦୀର୍ଘ ୧୪ଦିନ ଧରି ଜୀବନ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା…
ସାମ୍ବାଦିକ ଓ ସମ୍ବାଦପତ୍ରର ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ସ୍ମାରକପତ୍ର ପ୍ରଦାନ
ସରକାରଙ୍କ ସହ ଆଲୋଚନା ନେଇ ମିଳିଲା ପ୍ରତିଶ୍ରୁତି ଭୁବନେଶ୍ୱର୧୧/୮- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସମ୍ବାଦପତ୍ରଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ‘ଅଲ ଓଡ଼ିଶା ମିଡିଆ ଆସୋସିଏସନ’ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଘ ପକ୍ଷରୁ ଆଜି ସୂଚନା ଓ…
ଅନିଲ ମିଶ୍ର ଥିଲେ ସ୍ୱାଭିମାନୀ ସାମ୍ବାଦିକ
ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୁବନେଶ୍ୱର:୧୧/୮- କେବଳ ରାଜ୍ୟରେ ନୁହେଁ ଦେଶ ବିଦେଶରେ ଜଣେ ପ୍ରତିଷ୍ଠିତ ଫଟୋ ସାମ୍ବାଦିକ ଭାବେ ପରିଚୟ ହାସଲ କରିଥିବା ତଥା ସମ୍ବାଦ, ଫଟୋ ଓ ଫଟୋ ଫିଚର ପାଇଁ ସୁନାମ ହାସଲ କରିଥିବା ସଂସ୍ଥା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଏବଂ ଇପିଏ ଉଇକ୍ଲି’ର ପ୍ରତିଷ୍ଠାତା ସ୍ୱର୍ଗତ ଅନିଲ…
କେନ୍ଦ୍ରାପଡ଼ା ବିଭବର ଉପଯୁକ୍ତ ପ୍ରଚାର ପ୍ରସାର ଆବଶ୍ୟକତା ରହିଛି
-ଜିଲାର ଇତିହାସ ଓ ଭୂଗୋଳକୁ ସଜାଡ଼ି ଉନ୍ନତିର ଚିନ୍ତା କରିବାକୁ ହେବ -ଆକର୍ଷଣ ସାଜିଥିଲା ରସାବଳୀ, ପୋଟଳି ପିଠା ଷ୍ଟଲ ଭୁବନେଶ୍ୱର:10/8-କୃଷି ପ୍ରଧାନ ଜିଲା ହେଉଛି କେନ୍ଦ୍ରାପଡ଼ା। ଏବେ ବି ଏହି ଜିଲାର ଅଧିକାଂଶ ଲୋକେ ପାରମ୍ପରିକ କୃଷି ଉପରେ ନିର୍ଭର କରନ୍ତି । ଆଧୁନିକ କୃଷି ଓ ପର୍ଯ୍ୟଟନ ହିଁ ଜିଲ୍ଲାକୁ…
ମୁଖ୍ୟମନ୍ତ୍ରୀଙ୍କ ରକ୍ଷା ବନ୍ଧନ ଉତ୍ସବ ପାଳନ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜୟପୁରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପୂଜା କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନ…
କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି
୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା ଭୁବନେଶ୍ୱର:9/8 “ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ…
ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦଘାଟିତ
-ରାଜ୍ୟର ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲା ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ -ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ କରାଯିବ ଭୁବନେଶ୍ୱର:10/8-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ…


