ଖୁବଶୀଘ୍ର ନିଯୁକ୍ତି ପାଇବେ ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ
ଭୁବନେଶ୍ୱର:୧୮ ଅଗଷ୍ଟ ୨୦୨୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି…
ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ
-ଓଡିଶାରୁ ସମୁଦାୟ ୩୯ଟି ରୁଟ୍ରେ ବିମାନ ଚଳାଚଳ କରୁଛି -ଭୁବନେଶ୍ୱର ବିମାନ ବନ୍ଦରରେ Maintenance, Repairing and Operation(MRO) ବ୍ୟବସ୍ଥା ବିକଶିତ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: 16/8-ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଝାରସୁଗୁଡା…
ଅଣାଅଶୀତମ ସ୍ଵାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:15/8-ସ୍ଵାଧୀନତା ଦିବସରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ସ୍ଵାଧୀନତା ପରବର୍ତ୍ତୀ ଭାରତର ଗୌରବମୟ ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡିହୋଇ ଏହାକୁ ଆହୁରି ଋଦ୍ଧିମନ୍ତ କରିଛି।…
ବିଭାଜନ ବିଭୀଷିକା ଆଗରେ ଭାରତୀୟ ଜାତୀୟତା ହାର ମାନି ନଥିଲା
ଭୁବନେଶ୍ୱର:14/8- ଜୟଦେବ ଭବନ ଠାରେ ଭାରତୀୟ ଇତିହାସ ସଂକଳନ ସମିତି ପକ୍ଷରୁ ଆୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ବିଭାଜନ ଆମକୁ ଯେତିକି କଷ୍ଟ ଦେଇଛି, ତାଠାରୁ ଅଧିକ ଜୀବନ ସଂଗ୍ରାମ ପାଇଁ ଶିକ୍ଷା ଦେଇଛି। ସାମ୍ପ୍ରଦାୟିକ…
ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ–ରାଜ୍ୟପାଳ
ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭୁବନେଶ୍ୱର:୧୪/୮-ଆମ ଦେଶ ଭାରତର ବିଭାଜନ ଦୃଶ୍ୟପଟ୍ଟରେ ଘୃଣାକୁ ପ୍ରତ୍ୟାଖାନ କରି କରୁଣା, ସହନଶୀଳତାର ସହ ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ…
ଦର୍ଶକ ଓ ଶ୍ରୋତାଙ୍କୁ ଭିଜେଇଲା ଅରୁଣଙ୍କ ବେହାଲ ବର୍ଷା… ମତୁଆଲା ମନ …..
ଭୁବନେଶ୍ୱର:୧୩/୮- ରାଜଧାନୀର ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟର ଅତିଥି ଭାବେ…
ଡିଏଭିରେ ‘ଅଟଳ ଟିଙ୍କରିଂ ଲାବ୍’ର ଅଷ୍ଟମ ବାର୍ଷିକ ପୂର୍ତ୍ତି
ଭୁବନେଶ୍ୱର:୧୩//୮- ଡିଏଭି ପୋଖରୀପୁଟରେ ‘ଅଟଳ ଟିଙ୍କରିଂ ଲାବରେଟୋରି’ର ଅଷ୍ଟମ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ଅନେକ ଗବେଷଣାତ୍ମକ କାର୍ଯ୍ୟ ଏହା ମାଧ୍ୟମରେ କରିବାରେ ସମର୍ଥ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା…
ସରକାରଙ୍କ ରଙ୍ଗ ବଦଳ କାମ
-ମୁଣ୍ଡପିଛା ଋଣ ଭାର ୨୦,୧୭୭ଟଙ୍କା -ଗେରୁଆ ରଙ୍ଗ ପାଇଁ ତିରିଶ ହଜାର କୋଟି ଟଙ୍କା ଅନୁମୋଦନ ଭୁବନେଶ୍ୱର: ୧୩/୮- ବିଜେପି ସରକାର ଗୋଟିଏ ବର୍ଷ ତଳେ ଶପଥ ନେଲା ବେଳକୁ ପ୍ରତିଜ୍ଞା କରିଥିଲା ଆମ ସରକାର ଉତ୍ତରଦାୟୀ ସରକାର ହେବ। ଆମ ସରକାର ଲୋକଙ୍କ ସୁଖ ଦୁଃଖର ସରକାର ହେବ । କିନ୍ତୁ ଆଜି ରାଜ୍ୟର…
ବିରଳ ସହସ୍ରଦଳ ପଦ୍ମ
ଢେଙ୍କାନାଳ ଜିଲା ଗଡ଼ଖଙ୍କିରା ଗ୍ରାମର ଅଂଶୁମାନ ମର୍ଦ୍ଦରାଜ ଭୂୟାଁ ଲଗାଇଥିବା ସହସ୍ରଦଳ ପଦ୍ମ କନ୍ଦାରୁ ଫୁଟିଥିବା ବିରଳ ସହସ୍ରଦଳ ପଦ୍ମ…


