ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଉଦ୍ୟମ ହେବ-ରାଜ୍ୟପାଳ
-ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ -୭ଜଣଙ୍କୁ ସ୍ମାରକୀ ସମ୍ମାନ ଓ ୩୩ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଭୁବନେଶ୍ୱର,୧୬.୧୧ : ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଓଡ଼ିଶାରେ ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟପାଳଙ୍କୁ ସରକାର ପ୍ରସ୍ତାବ ଦେଲେ ତାହା କାର୍ଯ୍ୟକାରୀ କରାଯିବ। ଆସନ୍ତାବର୍ଷ…
ଆରମ୍ଭ ହେଲା କଟକ ବାଲିଯାତ୍ରା
-୧୪ଟି ଦେଶର ଆମ୍ବାସାଡର ଓ ହାଇକମିଶନରଙ୍କ ଯୋଗଦାନ -ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ ସବୁ ଦୃଷ୍ଟିକୋଣରୁ ବାଲିଯାତ୍ରାର ବୈଶିଷ୍ଟ୍ୟ ରହିଛି -କଟକବାସୀ ଯେପରି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳୁନାହିଁ -ମହାନଦୀ ରିଭର ଫ୍ରଣ୍ଟ ବିକାଶ ପାଇଁ ଆଉ ଅଧିକ ୧୫୦…
ଜନଜାତୀୟ ଗୌରବ ଦିବସ
-ବିହାରର ଜାମୁଇ ଠାରେ ମୁଖ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ -ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ -୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ -ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ -ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧୫…
କଟକର ଐତିହାସିକ ବାଲିଯାତ୍ରା ଉଦଘାଟିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଐତିହାସିକ ବାଲିଯାତ୍ରାର ଶୁଭ ଉଦଘାଟନ କରିଛନ୍ତି
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା
ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଭୁବନେଶ୍ୱର :୧୪/୧୧- ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ୨୦୨୦,୨୦୨୧ ଏବଂ ୨୦୨୨ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ…
ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ଵିତ କରାଯାଉ
ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ବହୁ ପ୍ରତୀକ୍ଷିତ ସୋନପୁରର ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଦାବି ହେଉଛି। ଗତବର୍ଷ ଅଗଷ୍ଟ ୨୩ ତାରିଖରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସୋନପୁର ରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏବଂ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ
ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟାହ୍ନ ଭୋଜନ ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ବର:୧୪ ନଭେମ୍ବର ୨୦୨୪ ଭୁବନେଶ୍ୱର ୟୁନିଟ-୩ ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ…
ଓଡିଶାର ୨୪ ଟି ତଟବର୍ତ୍ତୀ ସୁନାମି ପ୍ରବଣ ଗ୍ରାମ ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ଵାରା ମାନ୍ୟତା
ଭୁବନେଶ୍ୱର : 14.11.2024 ଓଡିଶାର ଛଅଟି ତଟବର୍ତ୍ତୀ ଜିଲା (ବାଲେଶ୍ଵର, ଭଦ୍ରକ,କେନ୍ଦ୍ରପଡା,ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ)ର ୨୪ ଟି ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ଵାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଅଛି। ଏହି ମାନ୍ୟତା ଇଣ୍ଡୋନେସିଆ ଠାରେ ଚଳିତ ନଭେମ୍ବର…
ପୂର୍ତ୍ତ ବିଭାଗର “ଆଁ”………
ଶୈଳଶ୍ରୀ ବିହାର ଟ୍ରାଇଡେଣ୍ଟ କଲେଜ ସାମ୍ନା ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏଭଳି । ନିକଟସ୍ଥ ସ୍କୁଲ, କଲେଜ ଓ ମୁଖ୍ୟରାସ୍ତାକୁ ଯିବାପାଇଁ ଅଂଚଳର ସମସ୍ତେ ଏହା ଉପରେ ନିର୍ଭର କରିଥାନ୍ତି । ଦୀର୍ଘଦିନ ଧରି ଏଇମିତି ଅବସ୍ଥାରେ ଅଛି ଏ…



