ମାସେହେଲା ଖୋଳି ପକେଇଦେଲେ, କାମ ହେଉନି
ମାସେ ହେଲା ଖୋଳା ହେଇ ପଡିଛି ରାଜଧାନୀରେ ଥିବା ଓଇଆରସି କାର୍ଯ୍ୟାଳୟ ଏବଂ ପାଖ କଲୋନୀକୁ ଯାଇଥିବା ରାସ୍ତା, ଲୋକେ ନାହିଁ ନଥିବା ଦୁର୍ଦଶା…
ଫଳକରେ ରାସ୍ତା
ଶୈଳଶ୍ରୀ ବିହାର ୱାର୍ଡ ନମ୍ବର -7 ରେ 2022 ସ୍ୱାୟତ୍ତ ଶାସନ ଦିବସରୁ ରାସ୍ତା ଓ ନାଳର ଉନ୍ନତିକରଣ ପାଇଁ ଫଳକ ଲାଗିଛି ହେଲେ କାମ ଘର ଶୂନ୍ୟ…
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’
ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ୨୨ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଆୟୋଜିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ
ଭୁବନେଶ୍ୱର: ୨୨/୧୧/୨୦୨୪ ଭୁବନେଶ୍ୱରସ୍ଥିତ ମେ ଫେୟାର କନଭେନସନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିହାର, ଛତିଶଗଡ଼, ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ମିଳନୀରେ…
ଦାଦନ ସମସ୍ୟା ସମାଧାନରେ ସରକାର ବିଫଳ
କାମକରିବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ୱର : ୨୦/୧୧/୨୦୨୪ ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି l କେତେ ଲୋକ ଦାଦନ ଭାବେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ତାର ହିସାବ ମଧ୍ୟ ଶ୍ରମ ବିଭାଗ କି ଜିଲା ପ୍ରଶାସନ ନିକଟରେ ଉପଲବ୍ଧି ହେଉ ନାହିଁ l ବର୍ଷବର୍ଷ ଧରି…
ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ
ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱର:୨୧/୧୧/୨୦୨୪: ମହାନ ଜନନାୟକ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ…
ଅଧ୍ୟକ୍ଷ ଓ ୪ ସୂଚନା କମିସନର ପଦ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର:20.11.2024 ରାଜ୍ୟ ସରକାର ସୂଚନା କମିଶନ ଅଧ୍ୟକ୍ଷ ଓ ୪ସୂଚନା କମିସନର ପଦ ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ୱର ୨୪ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ପ୍ରାର୍ଥୀଙ୍କୁ ସର୍ବାଧିକ ୫ ବର୍ଷ କିମ୍ୱା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ…
ଇନ୍ଦିରା ଗାନ୍ଧୀ ଥିଲେ ଜଣେ ବିଶ୍ୱବିଦିତା ଅନନ୍ୟା ନାରୀନେତ୍ରୀ
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଅଭିରାମ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତାଗାନ୍ଧୀଙ୍କ ବଳିଷ୍ଠ ଜୀବନୀ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା…
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ହାତ ତିଆରି ଉତ୍ପାଦର ଚାହିଦା
କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ ନୂଆଦିଲ୍ଲୀ: ୧୮ ନଭେମ୍ବର ୨୦୨୪: ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ…
ଜୟଦେବ ଭବନ ଓ ଲୋକସମ୍ପର୍କ ଭବନରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ
ଭୁବନେଶ୍ୱର : 16.11-ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ -2024 ଆଜି ପୂର୍ବାହ୍ନରେ ଜୟଦେବ ଭବନ ଏବଂ ଲୋକସମ୍ପର୍କ ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଅଛି l ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏବଂ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ସହଯୋଗରେ ସର୍ବ ପୁରାତନ,…



