ଲିଭିଂ ହ୍ୟୁମାନିଟି ଶାନ୍ତି ପାଇଁ ସରଳ ଓ ପରିବର୍ତ୍ତନକାରୀ ପଥ
ଭୁବନେଶ୍ୱର: ୨୨/୧୧- ଲିଭିଂ ହ୍ୟୁମାନିଟି ଏକ ଦିବ୍ୟ ବାର୍ତ୍ତାରୁ ଜନ୍ମ ନେଇଛି। ଏହା ସୃଷ୍ଟିର ସାର୍ବଭୌମ ନିୟମ ଉପରେ ଆଧାରିତ ଅସ୍ତିତ୍ୱ ପାଇଁ ଏକ ଗଭୀର ସର୍ନ୍ଦଭ। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପୃଥିବୀରେ ଶାନ୍ତି ପୁନଃସ୍ଥାପନ କରିବା। ଏହାର ପ୍ରତିଷ୍ଠାତା ଚିନ୍ମୟ କୁମାର ମହାନ୍ତି ଏହି ସ୍ୱର୍ଗୀୟ…
ଓଡ଼ିଶା ରାଜ୍ୟ ଦିବସ ସମାରୋହ
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ୱ ଭୁବନେଶ୍ୱର:୨୨/୧୧-ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି…
ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ-ମୋହନ
ଭୁବନେଶ୍ୱର :୨୧/୧୧ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ…
ଡ଼ଃ ମହତାବ ଥିଲେ ଓଡ଼ିଆ ସ୍ୱାର୍ଥର ବିଚକ୍ଷଣ ନେତା – ଧର୍ମେନ୍ଦ୍ର ପ୍ରଧାନ
-ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ବ୍ୟକ୍ତିତ୍ୱ ଏବଂ ଓଡ଼ିଶାର ଅବଦାନକୁ ମନେପକାଇଲେ-ମହତାବଙ୍କ ବିଚାରରେ ଆଞ୍ଚଳିକ ସ୍ୱାର୍ଥ ସହ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା-ଗୋଟିଏ ଜାତିକୁ ଅପମାନରୁ ଅସ୍ମିତାକୁ ନେବାର ଲୋକ ଥିଲେ ମହତାବ-ରାଜନୈତିକ ଦଳମାନେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଏକ ହେବା…
କ୍ୟାବିନେଟ ବୈଠକରେ ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି
ଭୁବନେଶ୍ୱର:21/11- ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟର ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ନୂତନ ଭାବେ ନିଆଯାଇଥିବା ଏହି ନିଷ୍ପତ୍ତି ଗୁଡ଼ିକ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ସହ ଜନସେବାକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି…
ପାରମ୍ପରିକ କିସମ ପାଇଁ ନୀତିଗତ ସମର୍ଥନକୁ ସୁଦୃଢ଼ କରିବା ନେଇ ପରାମର୍ଶ
ଭୁବନେଶ୍ୱର:୨୧/୧୧-ୱାଟର ସେଡ ସର୍ଭିସ ଆଣ୍ଡ ଆକ୍ଟିଭିଟିଜ୍ ନେଟୱାର୍କ (ୱାସନ) ଏବଂ କଞ୍ଜପସନ୍ ଅଫ୍ ରେସିଲିଏଣ୍ଟ ଅର୍ଫାନ କ୍ରପସ୍ ଆଣ୍ଡ ପ୍ରଡକ୍ଟ୍ ଫର ହେଲଦିଅର ଡାଏଟ (CROPS4HD) ପ୍ରକଳ୍ପର ମିଳିତ ସହଯୋଗରେ ପାରମ୍ପରିକ କିସମ ପାଇଁ ନୀତିଗତ ସମର୍ଥନକୁ ସୁଦୃଢ଼ କରିବା ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ…
ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ
ଦେଶର ୯ କୋଟିରୁ ଉର୍ଦ୍ଧ୍ୱ ଚାଷୀ ପାଇଲେ ୧୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଓଡିଶାର ୩୪ ଲକ୍ଷ ୧୨ ହଜାର କୃଷକ ସାମିଲ ଭୁବନେଶ୍ୱର:୨୦/୧୧- ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ…
ନୂଆପଡ଼ାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର:୨୦/୧୧-ଓଡ଼ିଶା ବିଧାନସଭାରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକତନ୍ତ୍ରର ଏହି ପବିତ୍ର ଗୃହର ଗରିମା, ପାରଦର୍ଶିତା ଓ ଜନସେବାର ଆଦର୍ଶକୁ ସଦା ସର୍ବଦା…
କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ୪୧.୧୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ
ଭୁବନେଶ୍ୱର:୨୦/୧୧-କେନ୍ଦୁପତ୍ର ତୋଳାଳି, ବାଇଣ୍ଡର ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି।…
ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର:୨୦/୧୧-ଚଳଚ୍ଚିତ୍ର ଆମ ସାମାଜିକ ସାଂସ୍କୃତିକ ଜୀବନର ବାସ୍ତବ ପ୍ରତିଛବି। ଏହାର ସଂରକ୍ଷଣ ଦ୍ୱାରା ଆମ ସ୍ମୃତିରୁ ହଜି ଯାଉଥିବା ଲୋକପ୍ରିୟ ସିନେମା ପୁଣି ଜୀବନ୍ତ ହୋଇଉଠିବ। କଳାଭୂମି ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ଏହା…



