ଓଡ଼ିଶା ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ବହନ କରୁଛି-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୨୦/୧୧-୩୭ତମ ସଂସଦୀୟ ଇଣ୍ଟର୍ଣ୍ଣର୍ସିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀସ୍ଥିତ ସଂସଦ ସଚିବାଳୟ ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ। ଉପସ୍ଥିତ ପ୍ରତିନିଧିମାନଙ୍କୁ…
ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ମାନଙ୍କୁ ୧୧୭ କୋଟି ଟଙ୍କା ସୁଧ ଫେରସ୍ତ
ଭୁବନେଶ୍ୱର, ୧୮/୧୧-ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମା ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ…
ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ
ପ୍ରତ୍ୟେକ ଶିଶୁର ପୁଷ୍ଟିସାଧନ ନିମନ୍ତେ ନିଆଯିବ ସମୁଚିତ ପଦକ୍ଷେପ-ଉପ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧୮/୧୧-ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି। ଉପ…
ମିଶନ ପାୱାର ଅଧିନରେ ୨୦୨୭ ସୁଦ୍ଧା ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ
ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ -କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବାକୁ ପରାମର୍ଶ -ସରକାରୀ ନଥିପତ୍ର, ନୋଟିସ, ବିବରଣୀ ଓ ବିଜ୍ଞାପନରେ ଓଡିଆ ଭାଷା ବ୍ୟବହାର କରନ୍ତୁ -ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଅନ୍ତୁ ସାଧାରଣ…
ହ୍ୟୁମାନ ସାଗରଙ୍କ ପରଲୋକ
ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର ମାତ୍ର ୩୪ ବର୍ଷ ବୟସରେ ପରଲୋକ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯ଟା ୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ଅକାଳ ମୃତ୍ୟୁକୁ ନେଇ ରାଜ୍ୟର ସଙ୍ଗୀତପ୍ରେମୀଙ୍କ…
ସରକାରୀ ବିଜ୍ଞାପନ ପାଇଁ ସଂଶୋଧିତ ଦର ଢାଞ୍ଚାକୁ ଅନୁମୋଦନ
-ମୁଦ୍ରିତ ଗଣମାଧ୍ୟମ ଇକୋସିଷ୍ଟମ ହେବ ସୁଦୃଢ଼ -ମୁଦ୍ରିତ ଗଣମାଧ୍ୟମର ବିଜ୍ଞାପନ ଦରରେ ୨୬% ବୃଦ୍ଧି ଘୋଷଣା -ରଙ୍ଗୀନ ବିଜ୍ଞାପନ ପାଇଁ ପ୍ରିମିୟମ ପ୍ରଚଳନ କଲା ମନ୍ତ୍ରଣାଳୟ ଭୁବନେଶ୍ୱର:୧୭/୧୧-ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନର ଦରକୁ ସଂଶୋଧନ କରି ୨୬% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।…
ଜନଗଣନାରେ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ
ଭୁବନେଶ୍ୱର:୧୭/୧୧-ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ ଓଡିଶାରେ ଥିବା ଜନଗଣନା ନିର୍ଦ୍ଦେଶାଳୟ ଦ୍ଵାରା ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ କରାଯାଉଛି। ରାଜ୍ୟର ନବରଙ୍ଗପୁର ଜିଲ୍ଲା…
Birth of Living Humanity
Bhubaneswar:16/11- Living Humanity was born from a divine message , a profound blueprint for existence based on the universal laws of creation, with the singular purpose of restoring peace on Earth. Its founder, Shri Chinmaya Kumar Mohanty, translated…
ଭ୍ରମାତ୍ମକ ଖବର ପ୍ରେସ୍ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ
ଭୁବନେଶ୍ୱର:୧୬/୧୧-ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ। ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ…
ନୂଆପଡ଼ା ଉପ ନିର୍ବାଚନରେ ବିଜେପିର ବିଜୟ
ବିକାଶ ହିଁ ବିଶ୍ୱାସ ଓ ପ୍ରଗତିର ନନ୍ଦିଘୋଷ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୧୫/୧୧-ଐତିହାସିକ ବିଜୟ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ତାଙ୍କର ପୁରା ଟିମ୍ର କଠିନ ପରିଶ୍ରମକୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ…



