ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପ୍ରସ୍ତୁତି ସଂପର୍କରେ ବୈଠକ
ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସଂଖ୍ୟା ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ପରାମର୍ଶ ଭୁବନେଶ୍ୱର :୮/୫-ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲଡିଫେନ୍ସ ସ୍ୱେଚ୍ଛାସେବୀଙ୍କ…
ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପୂର୍ବ ସରକାରଙ୍କ ଐତିହାସିକ ଭୁଲକୁ ପ୍ରମାଣିତ କରିଛି : ମନ୍ତ୍ରୀ
ଭୁବନେଶ୍ୱର:8/5- ଓଡ଼ିଶାରେ ବିଶ୍ୱବିଦ୍ୟାଳୟମାନଙ୍କରେ କୁଳପତି ଓ ଅଧ୍ୟାପକ ନିଯୁକ୍ତିକୁ ନେଇ ଲାଗିଥିବା ରୋକ୍କୁ ସୁପ୍ରିମ କୋର୍ଟ ହଟାଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହୋଇଥିବା ମାମଲାର ଗତକାଲି ଶୁଣାଣିକରି ସୁପ୍ରିମକୋର୍ଟ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ…
ଏମିତି ଚାଲିଛି ସରକାର, ଛୁଟି ସଂକ୍ରାନ୍ତ ସରକାରୀ ନିର୍ଦେଶ ପାଳନ କରିନାହାନ୍ତି ଅନେକ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର:8/5- ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୫ ଅପ୍ରେଲ ୨୨ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଇତି ମଧ୍ୟରେ 17 ଦିନ ବିତି ଯାଇଥିବା ବେଳେ କେତେକ ଶିକ୍ଷାନୁଷ୍ଠାନ ସରକାରୀ ନିର୍ଦେଶ ପାଳନ କରି ନ ଥିବା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଛନ୍ତି।…
‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କୁ ମୋହନଙ୍କ ପତ୍ର
ଭୁବନେଶ୍ୱର:6/5-ଦୀଘାର ନୂତନ ଜଗନ୍ନାଥ ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି…
ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
1,164 ଏକର ଜମିରେ, 5,631 କୋଟି ଟଙ୍କା ବିନିଯୋଗରେ ବିକଶିତ ହେବ ଭୁବନେଶ୍ୱର:6/5- ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ…
ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ
-ବଳକା କାଠରେ ବିଗ୍ରହ ନିର୍ମାଣ ସମ୍ପୂର୍ଣ୍ଣ ମିଛ ବୋଲି ଆସିଛି ସ୍ପଷ୍ଟତା : ମନ୍ତ୍ରୀ -ଦିଘାରୁ “ଜଗନ୍ନାଥ ଧାମ” ଲେଖା ହଟାଇବା ପାଇଁ ହେବ ପ୍ରୟାସ -ମହାପ୍ରଭୁଙ୍କ ଦୈନିଦିନ କାର୍ଯ୍ୟ ସହ ନିଯୋଗଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଜାରି ହେବ ମାର୍ଗଦର୍ଶିକା -୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର…
ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ଭୂମିକା ଅସ୍ପଷ୍ଟ
ଭୁବନେଶ୍ୱର:4/5-ଆଉ ଜଣେ ନେପାଳୀ ଛାତ୍ରୀ ପ୍ରିଶାଙ୍କ ହଷ୍ଟେଲରେ ଆତ୍ମହତ୍ୟାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟ ବିବାଦକୁ ଚାଲି ଆସିଛି। ତିନି ମାସ ମଧ୍ୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ବିସ୍ମିତ କରିଛି। ଗତ ଫେବୃୟାରୀରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ…
ସର୍ବ ଭାରତୀୟ ଭେଟରାନ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଖେଳାଳିଙ୍କ କୃତିତ୍ୱ
ଭୁବନେଶ୍ୱର:4/5-ଏପ୍ରିଲ 20 ତାରିଖରେ ମହୀଶୂରରେ ଶେଷ ହେଇଥିବା ସର୍ବଭାରତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡିଶାର ଭେଟରାନ୍ ଟେନିସ ଖେଳାଳି ଶଶାଙ୍କ ଶେଖର ରଥ 65 ବର୍ଷ ବୟସ ବର୍ଗରେ ସିଙ୍ଗଲସରେ ଚମ୍ପିୟାନ ହୋଇଛନ୍ତି। ତା ଛଡା 65 ବୟସ ବର୍ଗରେ ଡବଲ୍ସ ରେ ମଧ୍ୟ ସେ ରନର ଅପ ହୋଇଛନ୍ତି। ତତ୍ ସଙ୍ଗେ ସଙ୍ଗେ 55 ବୟସ…



