ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି
ବଢ଼ିଲା ପେନସନ୍ଭୋଗୀଙ୍କ ଟି. ଆଇ ଭୁବନେଶ୍ୱର:11/4-ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜାନୁଆରୀ…
Four Information Commissioners appointed
RTI COMMISSIONERS APPOINTMENT Chief Information Commissioner- Manoj Kumar Parida, IAS, Retd.- (AGMUT) Information Commissioner 1. Pranabindu Acharya, IPS, Retd. 2. Kalpana Pattnaik, Advocate, High Court 3. Pabitra Mandal, IAS, Retd.
ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ନୂଆଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ
ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଭୁବନେଶ୍ୱର:୯ ଏପ୍ରିଲ- ନୂଆଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ଏପ୍ରିଲ 7 ଓ 8, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା…
ବିଜେଡିରେ ବିଦ୍ରୋହ ସତ୍ତ୍ୱେ ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଥିବା କହିଲେ ନବୀନ
ଭୁବନେଶ୍ୱର:୯/୪- ବିଜୁ ଜନତା ଦଳରେ ବିଦ୍ରୋହର ନିଆଁ ଜଳୁଥିବା ବେଳେ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଦଳ ସଭାପତି ନବୀନ ପଟ୍ଟନାୟକ ଗୋଟିଏ ବି ଶବ୍ଦ ନ କହିବା ସମସ୍ତଙ୍କୁ ବିସ୍ମିତ କରିଛି। ୱକଫ୍ ବିଲ୍କୁ ନେଇ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ବଦଳିବ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳରେ ବିଦ୍ରୋହ…
ସମ୍ବଲପୁର ଜିଲା ଉପ-ନିବନ୍ଧକ ନିଲମ୍ବିତ
ଭୁବନେଶ୍ୱର, ୦୮/୦୪/- ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜିକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଶ୍ରୀ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ। ସେ ଗତ ମାର୍ଚ୍ଚ ୨୮ ତାରିଖ ଦିନ…
ଓଡିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ
୧୩ ଏମ୍.ଓ.ୟୁ ସ୍ୱାକ୍ଷରିତ, ୧୫ଟି ନିବେଶ ପ୍ରସ୍ତାବ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜିନିବେଶ, ୯୫,୯୧୫ଟି ନିଯୁକ୍ତି ସୁଯୋଗ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆଇ.ଓ.ସି.ଏଲ୍ ସହିତ ଚୁକ୍ତିନାମା ଏକ ଯୁଗାନ୍ତକାରୀ ପଦକ୍ଷେପ ଭୁବନେଶ୍ୱର:୮ ଏପ୍ରିଲ-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଆୟୋଜିତ…
ନବୀନ ନିବାସରେ ପାଣ୍ଡିଆନ ଗୋ ଵ୍ୟାକ ନାରା
ଭୁବନେଶ୍ୱର:7/4-ୱକଫ ବିଲ୍କୁ ନେଇ ବିଜୁ ଜନତା ଦଳରେ ଦେଖାଦେଇଥିବା ବିଦ୍ରୋହର ସ୍ୱର କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି। ବିଜେଡିର ସାଂସଦମାନେ ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରୁଛନ୍ତି। ୱକଫ୍ ବିଲ ଉପରେ ପାଣ୍ଡିଆନଙ୍କ ଭୂମିକାକୁ ସନ୍ଦେହ ଘେରକୁ ନେଇ ଦଳୀୟ…
CM Leaves for Delhi to Attend Odisha Investors Meet and MoU Signing Ceremony
MoUs to be Inked with IOCL, Petronet LNG, Indian Strategic Petroleum Reserves Ltd Bhubaneswar: 6th April 2025 Chief Minister Shri Mohan Charan Majhi has left for New Delhi, where he will hold significant discussions aimed at propelling…
ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟ ଖାଇଲେ ପ୍ରମୁଖ ସଚିବ
‘ମା’ମାନେ କେବଳ ପରିବାର ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଖାଦ୍ୟ ଦିଅନ୍ତି’ ଭୁବନେଶ୍ବର, ୬/୪:ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭଦ୍ରକ ସହରରେ ଅବସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ସେ ସାଧାରଣ ଲୋକଙ୍କ ସହ…
ଭାରତ ସେବାଶ୍ରମ ସଂଘର ସେବା କାର୍ଯ୍ୟ
ଭୁବନେଶ୍ୱର:୫/୪-ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପରିପ୍ରେକ୍ଷୀରେ ଭାରତ ସେବାଶ୍ରମ ସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ସେବା କାର୍ଯ୍ୟ କରାଯାଇଥିଲା । ଭକ୍ତଙ୍କ ଭିଡ଼ ଏବଂ ପ୍ରଚଣ୍ଡ ଖରାରେ ସଂଘ ପକ୍ଷରୁ ହଜାର ହଜାର ସଂଖ୍ୟାରେ ସମାଗମ ହୋଇଥିବା ଲୋକମାନଙ୍କୁ ଜୁସ୍, ଗ୍ଲୁକୋନ ଆଦି ବଣ୍ଟନ…



