ବିଜେପି ସରକାରଙ୍କ ବର୍ଷକର ବିଫଳତା, ଅଭିନବ ଉପାୟରେ ବିଜେଡିର ପ୍ରଦର୍ଶନ
ଭୁବନେଶ୍ୱର:୧୨/୦୬/-ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକମାନଙ୍କ…
ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
ପୁରୀରେ ମୁଖ୍ୟମନ୍ତ୍ରୀ। ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ। କନଭେନସନ ସେଣ୍ଟରରେ ଆୟୋଜିତ ସମାରୋହରେ ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭାବ ବିନିମୟ କରୁଛନ୍ତି ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ବିକାଶ ମେଳା-୨୦୨୫ର…
ନବୀନ କହିଲେ ଲମ୍ବା ଭାଷଣ ଓ ବଡ଼ ବଡ଼ ବିଜ୍ଞାପନରେ ବିକାଶ ଆସେନି
ଭୁବନେଶ୍ୱର:10/6-ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ…
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ……….
ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଲୋକସେବା ଭବନରେ ଆୟୋଜିତ ‘ସୁଶାସନ ଓ ବିକଶିତ ଓଡ଼ିଶା’ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ Chief Minister in a discussion with Selected Media Persons at State Guest…
IAS OFFICER DHIMAN CHAKMA , SUB-COLLECTOR, DHARAMGARH ARRESTED
VIGILANCE DIRECTORATE ODISHA, CUTTACK. PRESS RELEASE Bhubaneswar:9.6.2025-Today, Dhiman Chakma, IAS (2021 batch), Sub-Collector, Dharamgarh, Dist-Kalahandi was arrested by Odisha Vigilance for demanding and taking bribe Rs.10,00,000/- (Rupees Ten Lakhs)…
ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ
ଭୁବନେଶ୍ୱର:9/6-ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU) ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ…
ବର୍ଷ ଏକ, ଉପଲବ୍ଧି ଅନେକ
ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଭୁବନେଶ୍ୱର:8/6- ମୁଁ ଖୁସି ଓ ଗଭୀର କୃତଜ୍ଞତାର ସହ ଆପଣମାନଙ୍କୁ ଆମ ରାଜ୍ୟର ସେବାରେ ଆମ ସରକାରଙ୍କ ଏକ ସଫଳ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ପ୍ରଥମେ ମୁଁ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତର…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ
ମାସ ମାସ ଧରି ପଡ଼ିରହୁଛି ଚିଠି
ଚର୍ଚ୍ଚାରେ ପିନାକୀ ମହୁଆଙ୍କ ବାହାଘର
ଭୁବନେଶ୍ୱର:5/6- ଦ୍ୱିତୀୟ ବିବାହ କରିଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ୬୫ ବର୍ଷୀୟ ପିନାକୀ ମିଶ୍ର ୫୦ ବର୍ଷୀୟା ସାଂସଦ ମହୁଆ ମୋଇତ୍ରଙ୍କୁ ବାହା ହୋଇଛନ୍ତି। ଗତ ମେ ମାସ ୩୦ ତାରିଖରେ ଜର୍ମାନୀର ବର୍ଲିନଠାରେ ଦୁହେଁ ବିବାହ କରିଛନ୍ତି । ଏ ନେଇ ଉଭୟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନ…


