୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ
ସବୁ ପୁରୁଣା ଆମ୍ବୁଲାନ୍ସ ବଦଳାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୨୩/୧୨- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୪୨୮ଟି ନୂଆ ୧୦୮ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।…
ବଢିଲା ୫ମ୍ୟୁନିସିପାଲିଟି ଓ ୨୪ଟି ଏନଏସି
ଭୁବନେଶ୍ୱର:୨୨/୧୨-ରାଜ୍ୟରେ ମ୍ୟୁନିସିପାଲିଟି ଓ ଏନଏସି ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟ ସରକାର ୫ଟି ମ୍ୟୁନିସିପାଲିଟି ଓ ୨୪ଟି ଏନଏସି ବୃଦ୍ଧି କରିଛନ୍ତି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼କୁ ମ୍ୟୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର…
ଓଡିଶାରେ ଡିଫେନ୍ସ ମାନୁଫାକ୍ଚରିଂ ଇକୋ ସିଷ୍ଟମର ବିକାଶ କରାଯିବ-ମୁଖ୍ୟମନ୍ତ୍ରୀ
୨୦୨୬ ଜାନୁଆରୀରେ ହେବ ‘ଏଣ୍ଟରପ୍ରାଇଜ୍ ଓଡିଶା’ ଭୁବନେଶ୍ୱର:୨୨/୧୨-ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି।…
ବୋହୂ, ମ୍ୟାନେଜର ଓ ସହଯୋଗୀଙ୍କ ନାମରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ
ଭୁବନେଶ୍ୱର:୨୨/୧୨-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବାକୁ ଏତଲା ଦେଇଛନ୍ତି। ପୁଅକୁ ନିର୍ଯ୍ୟାତନା ଦିଆଯାଇଥିବା ସେ ଏହି ଏତଲାରେ ଦର୍ଶାଇଛନ୍ତି। ପୁଅର ମୃତ୍ୟୁ ରହସ୍ୟ ଘେରରେ ଥିବାରୁ ଘଟଣାର ନିରପେକ୍ଷ ତଦନ୍ତ…
ପାରିତ ବିଧେୟକକୁ ସ୍ୱୀକୃତି ନଦେବା ପାଇଁ ରାଜ୍ୟପାଳଙ୍କୁ ପ୍ରସାଦ ହରିଚନ୍ଦନଙ୍କ ଚିଠି
-ବଢିଲା ଭତ୍ତାକୁ ନା -ସମସ୍ତେ ସମ୍ପତି ତାଲିକା ଦିଅନ୍ତୁ ଭୁବନେଶ୍ୱର:୧୯/୧୨-ବର୍ଦ୍ଧିତ ଭତ୍ତା ନେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ନିକଟରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ବିଧେୟକ ପାରିତ ହୋଇଛି। ହେଲେ ପୂର୍ବତନ…
ଓଡିଶା ଏଆଇ ସମ୍ମିଳନୀ ଉଦ୍ଘାଟିତ
ଓଡିଶା କୁତ୍ରିମ ବୁଦ୍ଧିମତ୍ତା ମିସନ ପୋର୍ଟାଲ ଲୋକାର୍ପିତ ଭୁବନେଶ୍ୱର:୧୯/୧୨-ପ୍ରଶାସନ, ବିକାଶ ଏବଂ ସାର୍ବଜନୀନ ହିତ ପାଇଁ ଏଆଇକୁ ଆଗକୁ ବଢାଇବା ଉପରେ ଏକ ଉଚ୍ଚସ୍ତରୀୟ ଦୁଇ ଦିନିଆ କୁତ୍ରିମ ବୁଦ୍ଧିମତା ସମ୍ମିଳନୀ (ଓଡିଶା ଏଆଇ ସମ୍ମିଳନୀ) ଲୋକସଭା ଭବନ କନ୍ଭେନ୍ସନ ସେଣ୍ଟରରେ ଉଦଘାଟିତ ହୋଇଯାଇଛି ।…
ନିଜ ଦରମା ବଢ଼େଇ ବୁଦ୍ଧି ଶିଖିଲେ
ଭୁବନେଶ୍ୱର:୧୯/୧୨- ବିଧାୟକଙ୍କ ଦରମା ବଢ଼େଇ ମୋହନ ସରକାରକୁ ବେଜିତ୍ ହେବାକୁ ପଡ଼ିଛି । ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ବିଜେପି ବିଧାୟକ ଦଳ ବୈଠକ ବସି ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ବିଧାନସଭାର ଶୀତ ଅଧିବେଶନ ୧୮ଟି କାର୍ଯ୍ୟ…
ସର୍ଗି ଫୁଲ୍ ମହୋତ୍ସବ ୨୦୨୫
ଭୁବନେଶ୍ୱର:୧୮/୧୨-ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ । ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା…
କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର :୧୮/୧୨-ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁବାର ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଛାତ୍ର ବିଶ୍ୱ…
ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦଯାପିତ
-ସାହିତ୍ୟିକଙ୍କ ପ୍ରତି ପଛ ଗେଟରେ ଅଭଦ୍ରୋଚିତ ବ୍ୟବହାର ଅଭିଯୋଗ ପୁସ୍ତକ ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ: ଯଶୋଧରା ଭୁବନେଶ୍ୱର:୧୭/୧୨- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ…


