ଖଣି ବିଭାଗ ଉପ ନିର୍ଦେଶକଙ୍କ ଘରୁ ନଗଦ ୪କୋଟି ୨୭ଲକ୍ଷରୁ ଅଧିକ ଟଙ୍କା ଜବତ
ଭୁବନେଶ୍ୱର:୨୬/୨-ଦେବବ୍ରତ ମହାନ୍ତି ହେଉଛନ୍ତି ଖଣି ବିଭାଗ ଉପ ନିର୍ଦେଶକ। କୋଇଲା ଡିପୋରୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଧରିଲା। ଏହି…
ଟେଟ୍ରା ପ୍ୟାକ ମଦ ବିକ୍ରି ନିଷ୍ପତ୍ତି ପ୍ରତ୍ୟାହାର କର: ବିଜେଡି
-ମଦମୁକ୍ତ ନୁହେଁ, ମଦଯୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି -ବିଜେପି ଓଡ଼ିଶାର ପ୍ରତ୍ୟେକ ଘରକୁ ମଦ ପହଞ୍ଚାଇବାକୁ ଦୃଢ଼ ପ୍ରତିଜ୍ଞ -ପ୍ରଥମଥର ପାଇଁ ଓଡ଼ିଶାରେ ମଦରୁ ରାଜସ୍ୱ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି -ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଭୁବନେଶ୍ୱର:…
ଲୋକେ ସେବା ଚାହାନ୍ତି, ନେତାଙ୍କ ପ୍ରବଚନ ନୁହେଁ-ନବୀନ
ଚାଷୀ ସୁରକ୍ଷା ସମାବେଶରେ ବିରୋଧୀଦଳ ନେତା ଭୁବନେଶ୍ୱର:୨୪/୨-ରାଜ୍ୟରେ ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜଧାନୀର ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ ଆୟୋଜନ କରି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି…
‘ବିରୋଧୀଦଳ ନେତା ରାଜ୍ୟର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ’
ବଜେଟର ସାଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଭୁବନେଶ୍ୱର:୨୪/୨- ବଜେଟର ସାଧାରଣ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ୨୦ ତାରିଖରେ ୨୦୨୬-୨୭ ଆର୍ôଥକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲି। ୨୩ ତାରିଖ ଠାରୁ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ତାହା ଅନ୍ତିମ…
ଭଗତ ସମ୍ବର୍ଦ୍ଧିତ
ପ୍ରଖ୍ୟାତ ପାରା ଅଲିମ୍ପିକସ କ୍ରୀଡାବିତ୍ ବାହାରିନ ଠାରେ ଷଷ୍ଠ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ଐତିହାସିକ ସଫଳତା ଅର୍ଜନ କରିବା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ କ୍ରୀଡା…
ନିର୍ବାଚନ କମିଶନଙ୍କ ଜାତୀୟ ଗୋଲ ଟେବୁଲ ସମ୍ମିଳନୀ
ଯୋଗଦେଲେ ରାଜ୍ୟ ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର:୨୪/୨-ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ…
ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ୱ ରେକର୍ଡ
-ପୂର୍ବ ରେକର୍ଡ ଭାଙ୍ଗିଲେ ୭ଜଣ କାରିଗର ଭୁବନେଶ୍ୱର:୨୪ /୨-ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ୱ ରେକର୍ଡ଼ କରିଛି ଓଡ଼ିଶା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ‘ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି’ ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍” ଲିପିବଦ୍ଧ…
ଓଡ଼ିଶାକୁ ଆସିବ ଅଧିକ ଇ-ବସ୍
ଭୁବନେଶ୍ୱର : ୨୩।୦୨-ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି। ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍…
ସତ ଲୁଚେଇଲେନି ରାଜସ୍ୱ ମନ୍ତ୍ରୀ, କିଛି କହିଲେ କିଛି ଗୋପନ ରଖିଲେ
ଭୁବନେଶ୍ୱର:୨୩/୨-ଆମର ‘ଅନ୍ନଦାତା’ କୃଷକ ଭାଇଭଉଣୀଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଇଁ ସ୍ୱଚ୍ଛତା, ସୁନିଶ୍ଚିତ ଆୟ ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାର ପ୍ରଦାନ କରିବା ଆମର ପ୍ରାଥମିକତା ବୋଲି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ…
ଓଡ଼ିଶା ଠିକାଦାର ମହାସଂଘର ଆନ୍ଦୋଳନ ଅବ୍ୟାହତ
ଭୁବନେଶ୍ୱର:୨୩/୨-ଟେଣ୍ଡର ନିୟମରେ ଚଞ୍ଚକତା ସହ ଆଠଦଫା ଦାବି ନେଇ ମିଳିତ ମଞ୍ଚ, ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଅବ୍ୟାହତ…



