CM Leaves for Delhi to Attend Odisha Investors Meet and MoU Signing Ceremony
MoUs to be Inked with IOCL, Petronet LNG, Indian Strategic Petroleum Reserves Ltd Bhubaneswar: 6th April 2025 Chief Minister Shri Mohan Charan Majhi has left for New Delhi, where he will hold significant discussions aimed at propelling…
ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟ ଖାଇଲେ ପ୍ରମୁଖ ସଚିବ
‘ମା’ମାନେ କେବଳ ପରିବାର ନୁହେଁ, ସମଗ୍ର ସମ୍ପ୍ରଦାୟକୁ ଖାଦ୍ୟ ଦିଅନ୍ତି’ ଭୁବନେଶ୍ବର, ୬/୪:ଭଦ୍ରକ ଜିଲ୍ଲା ଗସ୍ତ ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭଦ୍ରକ ସହରରେ ଅବସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ l ସେଠାରେ ସେ ସାଧାରଣ ଲୋକଙ୍କ ସହ…
ଭାରତ ସେବାଶ୍ରମ ସଂଘର ସେବା କାର୍ଯ୍ୟ
ଭୁବନେଶ୍ୱର:୫/୪-ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପରିପ୍ରେକ୍ଷୀରେ ଭାରତ ସେବାଶ୍ରମ ସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ସେବା କାର୍ଯ୍ୟ କରାଯାଇଥିଲା । ଭକ୍ତଙ୍କ ଭିଡ଼ ଏବଂ ପ୍ରଚଣ୍ଡ ଖରାରେ ସଂଘ ପକ୍ଷରୁ ହଜାର ହଜାର ସଂଖ୍ୟାରେ ସମାଗମ ହୋଇଥିବା ଲୋକମାନଙ୍କୁ ଜୁସ୍, ଗ୍ଲୁକୋନ ଆଦି ବଣ୍ଟନ…
କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଓଡିଶା ପାଇଁ ୨ଟି ରେଳ ପ୍ରକଳ୍ପ ମଞ୍ଜୁର
ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା ଭୁବନେଶ୍ୱର: ୪/୪-କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ, ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ଉଦ୍ଦିଷ୍ଟ । ଓଡିଶାର ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ…
ଖୋର୍ଦ୍ଧା ଜିଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ
୬ ହଜାର କୋଟି ଟଙ୍କା ବିନିଯୋଗରେ ହେବ ୧୪ଟି ଶିଳ୍ପ, ୩୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ଭୁବନେଶ୍ୱର:3/4 ନୂଆ ସରକାର ଆସିବା ପରେ ରାଜ୍ୟରେ ଶିଳ୍ପାୟନ ପାଇଁ ଯେତେ ସବୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ସେ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ଆମର କାର୍ଯ୍ୟ ଜାରି…
ପୁଣି ଥରେ ଶିକ୍ଷକ ହେଲେ ମୁଖ୍ୟମନ୍ତ୍ରୀ
-ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ -୨୦୨୫-୨୬ ଶିକ୍ଷା ବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯିବ ୫ରୁ ୬ ବର୍ଷ ବୟସର ପିଲାମାନେ ପାଠ ପଢ଼ିବେ ଭୁବନେଶ୍ୱର:୨/୪/-କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ…
ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:2/4-ଭୁବନେଶ୍ୱରର ବଡଗଡ ଗାଁ ବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ, ଖଡିଛୁଆଁ ଓ ଶିଶୁ ବାଟିକାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ
ରାଜ୍ୟବ୍ୟାପୀ ଓଡିଆ ଅସ୍ମିତାର ଉତ୍ସବ -ସ୍ଵାଧୀନତାର 77 ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:1/4- ଆଜି ଓଡିଶା ଦିବସ। ସାରା ରାଜ୍ୟରେ ଓଡିଆ ଅସ୍ମିତାର…
‘ସାରସ୍ୱତ ସମାଜ’ର ସାହିତ୍ୟ ଆସର
ଭୁବନେଶ୍ୱର:୩୦/୩-ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ‘ସାରସ୍ୱତ ସମାଜ’ର ମାସିକ କବିତା ଆସର ଏବଂ ଆଲୋଚନାଚକ୍ର ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କବି, ସ୍ତମ୍ଭକାର ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସର୍ବେଶ୍ୱର ମହାପାତ୍ର ଏବଂ…
ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ
-ଚଉଦ ଦିନଧରି ସରକାରଙ୍କ ପକ୍ଷରୁ ବ୍ଲକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ -ପାରମ୍ପରିକ ପୋଷାକରେ ପ୍ରଦର୍ଶିତ ହେବ ଆମ ଓଡ଼ିଆ ଅସ୍ମିତା, ଓଡ଼ିଆ ଖାଦ୍ୟକୁ ନେଇ ଆୟୋଜିତ ହେବ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ -ଓଡ଼ିଆ ଭାଷା ଓ ସାହିତ୍ୟର ପରିଚୟ ବର୍ଣ୍ଣବୋଧକୁ ନେଇ…


