‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କୁ ମୋହନଙ୍କ ପତ୍ର
ଭୁବନେଶ୍ୱର:6/5-ଦୀଘାର ନୂତନ ଜଗନ୍ନାଥ ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର ବିଷୟରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଜଗନ୍ନାଥ ଧାମ’ ନାମ ବ୍ୟବହାରରୁ ବିରତ ରହିବାକୁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି…
ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
1,164 ଏକର ଜମିରେ, 5,631 କୋଟି ଟଙ୍କା ବିନିଯୋଗରେ ବିକଶିତ ହେବ ଭୁବନେଶ୍ୱର:6/5- ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ…
ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ପର୍କରେ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ
-ବଳକା କାଠରେ ବିଗ୍ରହ ନିର୍ମାଣ ସମ୍ପୂର୍ଣ୍ଣ ମିଛ ବୋଲି ଆସିଛି ସ୍ପଷ୍ଟତା : ମନ୍ତ୍ରୀ -ଦିଘାରୁ “ଜଗନ୍ନାଥ ଧାମ” ଲେଖା ହଟାଇବା ପାଇଁ ହେବ ପ୍ରୟାସ -ମହାପ୍ରଭୁଙ୍କ ଦୈନିଦିନ କାର୍ଯ୍ୟ ସହ ନିଯୋଗଙ୍କ ଆଚରଣ ଓ ଉଚ୍ଚାରଣ ନେଇ ଜାରି ହେବ ମାର୍ଗଦର୍ଶିକା -୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର…
ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ଭୂମିକା ଅସ୍ପଷ୍ଟ
ଭୁବନେଶ୍ୱର:4/5-ଆଉ ଜଣେ ନେପାଳୀ ଛାତ୍ରୀ ପ୍ରିଶାଙ୍କ ହଷ୍ଟେଲରେ ଆତ୍ମହତ୍ୟାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟ ବିବାଦକୁ ଚାଲି ଆସିଛି। ତିନି ମାସ ମଧ୍ୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ବିସ୍ମିତ କରିଛି। ଗତ ଫେବୃୟାରୀରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ…
ସର୍ବ ଭାରତୀୟ ଭେଟରାନ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଖେଳାଳିଙ୍କ କୃତିତ୍ୱ
ଭୁବନେଶ୍ୱର:4/5-ଏପ୍ରିଲ 20 ତାରିଖରେ ମହୀଶୂରରେ ଶେଷ ହେଇଥିବା ସର୍ବଭାରତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡିଶାର ଭେଟରାନ୍ ଟେନିସ ଖେଳାଳି ଶଶାଙ୍କ ଶେଖର ରଥ 65 ବର୍ଷ ବୟସ ବର୍ଗରେ ସିଙ୍ଗଲସରେ ଚମ୍ପିୟାନ ହୋଇଛନ୍ତି। ତା ଛଡା 65 ବୟସ ବର୍ଗରେ ଡବଲ୍ସ ରେ ମଧ୍ୟ ସେ ରନର ଅପ ହୋଇଛନ୍ତି। ତତ୍ ସଙ୍ଗେ ସଙ୍ଗେ 55 ବୟସ…
ତଳ ପାହାଚରେ ଥିବା ଲୋକଙ୍କ ପାଇଁ ଆମ ସରକାର ସମର୍ପିତ-ମୁଖ୍ୟମନ୍ତ୍ରୀ
-ନୂଆ ସରକାର ଆସିବା ପରଠାରୁ ୪ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ, ୩୭୦ କୋଟି ଟଙ୍କା ସହାୟତା ପ୍ରଦାନ -ଆଜି ୩ ହଜାର ନୂଆ ନିର୍ମାଣ ଶ୍ରମିକ ପଞ୍ଜିକୃତ ହେଲେ, ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ପାଇଲେ -ସର୍ବନିମ୍ନ ମଜୁରୀ ଉପରେ ୧୦ ଟଙ୍କା ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ବୃଦ୍ଧି, ଏପ୍ରିଲ ୧ ରୁ…
ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦାରେ ଅକ୍ଷୟ ତୃତୀୟା ଉତ୍ସବ
ଭୁବନେଶ୍ୱର:30/4-ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦା ଠାରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବରପଦା ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ। ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚ ସଭାପତି ଶୁଭେନ୍ଦୁ…



