ପୂଜା ପାଇଁ ଆଗୁଆ ମିଳିବ ଦରମା
ଭୁବନେଶ୍ୱର:24/9-ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ…
ବେଆଇନ ସାର ପରିବହନ, ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର: ୨୩/୯- ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ ।…
ଜାତୀୟ ସରସ ମେଳା ହସ୍ତତନ୍ତ ଷ୍ଟଲ ବିଭାଗରେ ସୀମା ମେହେର ପୁରସ୍କୃତ
ଭୁବନେଶ୍ୱର: ୨୩/୯-ଗତ ୫ ସେପ୍ଟେମ୍ବର ୫ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସରସ ମେଳା-୨୦୨୫ର ହସ୍ତତନ୍ତ ଷ୍ଟଲ ବିଭାଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ…
ବିଜେଡିରୁ ଶ୍ରୀମୟୀ ନିଲମ୍ବିତ
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ…
କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଖାରଜ
ଭୁବନେଶ୍ୱର:୨୨/୯- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଛନ୍ତି । ଗୃହରେ ଅଚଳାବସ୍ଥା ଦୂର ହେଉନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନାହିଁ। ବିଧାନସଭାରେ ଏନେଇ ସେ ଘୋଷଣା କରିଛନ୍ତି ।ଏହାର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । ରାଜ୍ୟ…
ମଦ ଦୋକାନ ଖୋଲିଲେ, ନିଶାମୁକ୍ତ ଭାରତ ଅଭିଯାନ କଲେ
ଭୁବନେଶ୍ୱର:୨୨/୯-ଗୋଟିଏ ପାଖରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟ ପଟରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ କାର୍ଯ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାରଙ୍କ ଏଭଳି ନୀତି ବିସ୍ମିତ କରିଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ…
ଭୁଶୁଡ଼ିଲା ପଞ୍ଚସଖା ଶିକ୍ଷାସେତୁ
ଭୁବନେଶ୍ୱର: ୨୧/୯- ଦାୟିତ୍ୱରେ ଥିବା ଗଣଶିକ୍ଷା ବିଭାଗର ଅଫିସରଙ୍କ ପାଇଁ ଅନେକ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡୁଛି। କୋର୍ଟ କଚେରୀରେ ମାମଲା ବଢ଼ିବାରେ ଲାଗିଛି। ଅପାରଗ ଅଧିକାରୀଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅପଦସ୍ତ ମଧ୍ୟ ହେଉଛନ୍ତି। ଜନସାଧାରଣ ବିଭାଗୀୟ ଯୋଜନାର ସୁଫଳ ନ ପାଇ ସରକାରଙ୍କ…
ସମ୍ବାଦପତ୍ର ପ୍ରଭାବଶାଳୀ ହେଲେ ଜନତାଙ୍କ କଲ୍ୟାଣ ହେବ- ମୁଖ୍ୟମନ୍ତ୍ରୀ
-ନିର୍ଭୟର ବାର୍ଷିକ ଉତ୍ସବ- -ବିରେନ୍ଦ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ ସାମ୍ବାଦିକଙ୍କୁ ପେନସନ ଦାବି ରଖିଲେ ନିର୍ଭୟର ସମ୍ପାଦକ ଭୁବନେଶ୍ୱର:୨୦/୯- କୌଣସି ଖବରକାଗଜ ଏକ ଜଡ଼ବସ୍ତୁ ନୁହେଁ। ବରଂ ଏହା ଭିତରେ ଜୀବନ୍ତସତ୍ତା ନିହିତ ଥାଏ। ସମାଜକୁ ଏହା ଦେଖାଇଥାଏ ପଥ। ସମ୍ବାଦପତ୍ର ଯେତେ ସକ୍ରିୟ ଓ…
ନିର୍ମିତ ହେବ ନୂଆ ଲୋକସେବା ଭବନ
ଭୁବନେଶ୍ୱର:20/9-ଲୋକସେବା ଭବନର ନବକଳେବର ହେବ। ନୂଆ ଲୋକସେବା ଭବନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ନୂତନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶଦିଆଯାଇଛି । ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଖାରବେଳ ଭବନ ଓ କୃଷି…
କୋଣାର୍କ – ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ସ୍ଥାନ ନିରୂପଣ ନେଇ ହେବ ସର୍ଭେ
ଭୁବନେଶ୍ଵର:୨୦/୯- କୋଣାର୍କ–ଭୁବନେଶ୍ୱର ରେଳପଥକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳିଛି। ଏଥିପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ…



