ନୂଆପଡ଼ା ଉପ ନିର୍ବାଚନ ପାଇଁ ଗେଜେଟ ବିଜ୍ଞପ୍ତି ପ୍ରକାଶିତ
-ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ -ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ -୮ ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିବା ପାଇଁ ହେଲିକପ୍ଟର ବ୍ୟବସ୍ଥା ଭୁବନେଶ୍ୱର:୧୩/୧୦-ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି…
ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଗଢ଼ି ତୋଳାଯିବ-ମୁଖ୍ୟମନ୍ତ୍ରୀ
ଆସନ୍ତା ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ଡିଜିଟାଲ ପଞ୍ଜୀକରଣ ବ୍ୟବସ୍ଥା ଭୁବନେଶ୍ୱର:୧୩/୧୦-ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ ଏବଂ…
ଭାରତୀୟ ଜ୍ଞାନ ପରମ୍ପରା ହେଉ ନୂଆ ଶିକ୍ଷା ଯୁଗର ଆଧାର-ମୁଖ୍ୟମନ୍ତ୍ରୀ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାନୀତି ଆଲୋଚନାଚକ୍ର ଭୁବନେଶ୍ୱର:୧୩/୧୦-ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭ’ରେ ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଭାଷା ସାହିତ୍ୟର ରକ୍ଷକ ରକ୍ଷକ ନାୟକ, କଳିିଙ୍ଗ ଟିଭିର କ୍ରିଏଟିଭ ଏଡିଟର
ଭୁବନେଶ୍ୱର:୧୧/୧୦-ଓଡ଼ିଆ ଭାଷା ସାହିତ୍ୟକୁ ଜୀବନଠୁ ଅଧିକ ଭଲ ପାଉଥିବା ଲୋକଙ୍କ ଭିତରେ କବି ରକ୍ଷକ ନାୟକ ଏକ ପରିଚିତ ନାଁ। କବିତା କ’ଣ ଜାଣିବା ପୂର୍ବରୁ ସେ କବିତା ଲେଖିବା ଆରମ୍ଭ କରିସାରିଥିଲେ। ଶ୍ରୀ ନାୟକ ଦୀର୍ଘବର୍ଷ ଧରି ସାହିତ୍ୟ ସାଧନାରେ ବ୍ରତୀ। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଠାରୁ ଆରମ୍ଭ କରି…
ପ୍ରତିଷ୍ଠା ଦିବସ ପାଇଁ କଳିଙ୍ଗସେନାର ପ୍ରସ୍ତୁତି ବୈଠକ
-୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ -ପ୍ରଧ୍ୟାପକ ଅଶୋକ ନାୟକଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ ଭୁବନେଶ୍ୱର:୧୦/୧୦-ଆସନ୍ତା ନଭେମ୍ବର ୭ ତାରିଖରେ କଳିଙ୍ଗସେନା ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେନା ସୁପ୍ରିମୋ ହେମନ୍ତ…
ନୂଆପଡ଼ାରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ
-ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ -ପ୍ରାର୍ଥୀଙ୍କ ଅପରାଧିକ ବିବରଣୀର ଘୋଷଣାନାମା ଜରୁରୀ -ତାରକା ପ୍ରଚାରକଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର:୯/୧୦-ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର…
ସମସ୍ତ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀଙ୍କ ଉପରେ କଡା ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
କଟକ ସହର ସ୍ଥିତି ପ୍ରାୟତଃ ସ୍ୱଭାବିକ, ପୋଲିସକୁ ସତର୍କ ରହିବାକୁ ପରାମର୍ଶ ଭୁବନେଶ୍ୱର: ୮ ଅକ୍ଟୋବର ୨୦୨୫-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ…
ନୂଆପଡାବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା-ମୁଖ୍ୟମନ୍ତ୍ରୀ
-ନୂଆପଡାରେ ୧୧୦୦ରୁ ଅଧିକ କୋଟି ଟଙ୍କାର ୯୫୭ ପ୍ରକଳ୍ପର ଶୁଭାରମ୍ଭ -ଖରିଆର୍ ରୋଡ୍କୁ ମୁନିସିପାଲିଟି ଘୋଷଣା -କୋମନା ଏବଂ ସିନାପାଲି ନୂତନ ଏନ୍.ଏ.ସି -ରାଜ୍ୟର ସବୁ ତହସିଲରେ ଖୋଲିବ ସବ୍ ରେଜିଷ୍ଟ୍ରେସନ ଅଫିସ, ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୭ଟି, ନୂଆପଡାରେ ୩, ମାଲକାନଗିରିରେ ୪ ଭୁବନେଶ୍ୱର:6/10-…
ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣା
ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:7/10-ଗତକାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ…
ପୂର୍ତ୍ତ ବିଭାଗର ଆଁ
ଭୁବନେଶ୍ୱର:୭/୧୦-ଶୈଳଶ୍ରୀବିହାର ସାଇ ମନ୍ଦିର ଛକରୁ ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ ମାତ୍ର ୪୦୦ ମିଟରର ପ୍ରମୁଖ ରାସ୍ତା ଅବସ୍ଥା ଏମିତି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାରିମାସ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି ଡ୍ରେନ କାମ । ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା…



