ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୫/୧୧- ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ…
ନୂଆପଡାରେ ବିଜେପି ବାଣ୍ଟିଲା ଶାଢ଼ି ଓ ଟଙ୍କା
ସିଇଓଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ ଭୁବନେଶ୍ୱର: ୫/୧୧- ନୂଆପଡା ଉପ ନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗେସ ପକ୍ଷରୁ ଏକ ୫ ଜଣିଆ ମହିଳା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ…
ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ: ମୁଖ୍ୟମନ୍ତ୍ରୀ
କଳିଙ୍ଗ ବାଲିଯାତ୍ରା ୨୦୨୫ର ଉଦଘାଟନୀ ଉତ୍ସବ ଭୁବନେଶ୍ୱର:୪/୧୧-ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର…
ବିଜେପି ସରକାରଙ୍କ ବିଶ୍ୱାସଘାତକତାର ଜବାବ ଭୋଟରେ ଦେବେ ନୂଆପଡ଼ାବାସୀ:ନବୀନ
-ବିଜେପି ମିଛ ପ୍ରଚାରରେ ହିରୋ, କାମରେ ଜିରୋ -୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ -ପାଣିର ଗାର ହୋଇଛି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି -ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି -ମିଶନ ଶକ୍ତି ମା’ ମାନଙ୍କ ଆଖିରୁ ଲୁହ ଝରୁଛି -ଭୋଟ ଚୋରି କରି ସରକାର ଗଢ଼ିଥିଲେ, ଏବେ ପ୍ରାର୍ଥୀ ଚୋରି…
ଏକ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ
ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ -ଆମେ ଗବେଷଣାର ସହଜତା ଉପରେ ଧ୍ୟାନ ଦେଉଛୁ ଯାହା ଦ୍ୱାରା ଭାରତରେ ଏକ ଆଧୁନିକ ନବସୃଜନ ଇକୋସିଷ୍ଟମ ବିକଶିତ ହୋଇପାରିବ: ପ୍ରଧାନମନ୍ତ୍ରୀ-ଯେତେବେଳେ ବିଜ୍ଞାନ ବିଶାଳତା ସହ ମିଶେ, ନବସୃଜନ ସମାବେଶୀ ହୁଏ, ଯେତେବେଳେ ପ୍ରଯୁକ୍ତି ପରିବର୍ତ୍ତନର ବାହକ…
ସୁଭଦ୍ରା ଶକ୍ତି ମେଳା, ଦର୍ଶକଙ୍କୁ ଆକୃଷ୍ଟ କଲା ଲାଇଭ୍ ଡେମୋ ଷ୍ଟଲ୍
ଭୁବନେଶ୍ୱର:୨/୧୧- ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ-ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ। ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ…
ନୂତନ ପଞ୍ଜିକରଣ ପାଇଁ ଖୋଲଲା ସୁଭଦ୍ରା ପୋର୍ଟାଲ
-୨୧ବର୍ଷ ହୋଇଥିଲେ ଆବେଦନ କରିପାରିବେ ଭୁବନେଶ୍ୱର:୧/୧୧-ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇ ରାଜମହଲ ଛକ…
ପ୍ରତିଷ୍ଠା ହେଲା ୪୪ଟି ନୂଆ ସବ-ରେଜିଷ୍ଟ୍ରେସନ ଅଫିସ
-ସାଧାରଣ ଲୋକଙ୍କୁ ସମ୍ମାନର ସହ ଉତ୍ତମ ସେବା ଯୋଗାଇଦେବାକୁ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ -ପର୍ଯ୍ୟାୟକ୍ରମେ ସବୁ ତହସିଲରେ ସବ-ରେଜିଷ୍ଟ୍ରେସନ ଅଫିସ ପ୍ରତିଷ୍ଠା କରାଯିବ -ଟେକ୍ନୋଲୋଜିର ବ୍ୟବହାର ଜରିଆରେ ରାଜସ୍ୱ ସେବାକୁ ମଧ୍ୟସ୍ଥି ମୁକ୍ତ, ଦୁର୍ନୀତି ମୁକ୍ତ କରାଯାଉଛି …
ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:୩୦/୧୦-ଓଡ଼ିଶାର ଖ୍ୟାତନାମା ରାଜନେତା ଏବଂ ଲେଖକ ଶଙ୍କର ପରିଡାଙ୍କ ବିୟୋଗରେ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍
ଭୁବନେଶ୍ୱର:୩୦/୧୦-ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍ର ନିର୍ମାଣ କରାଯିବ। ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାର ଆବଶ୍ୟକ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍ ପାଇଁ ୫୦:୫୦…



