ଉପ ରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବ ବିଜେଡି
ସମଦୂରତା ବଜାୟ ରଖିବ ଭୁବନେଶ୍ୱର:୮/୯- ଆସନ୍ତାକାଲି ଅନୁଷ୍ଠିିତ ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିଜୁ ଜନତା ଦଳ ବିରତ ରହିବ ବୋଲି ନିଷ୍ପତ୍ତି ନେଇଛି । ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଦଳର ପିଏସି ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ…
ସାକ୍ଷାତକାର ମାର୍କ ଦେବାକୁ ଓଡ଼ିଶା ଲୋକସେବା ଆୟୋଗକୁ ସୂଚନା କମିଶନଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:୮/୯-ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନ ଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ…
ଜିଏସଟି ହ୍ରାସ ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ
-୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ -ଦୁଗ୍ଧ ଏବଂ ପନିର ଉପରେ କୌଣସି ଜିଏସଟି ନାହିଁ, ବଟର ଏବଂ ଘିଅ ଉପରେ ୫% ଜିଏସଟି -ସୁଲଭ ଦୁଗ୍ଧ ଉତ୍ପାଦ ପୋଷଣ ସୁରକ୍ଷା ବୃଦ୍ଧି କରିବ ଏବଂ ଦୁଗ୍ଧ ସମବାୟ ସଂସ୍ଥାକୁ ଲାଭ ଦେବ -ପନିର, ପାସ୍ତା, ନମକିନ, ଜାମ୍, ଜେଲି, ଫଳ ପଲ୍ପ ଏବଂ ଜୁସ୍-ଆଧାରିତ ପାନୀୟ ଭଳି…
ଆସନ୍ତା ୨୦ ତାରିଖ ସୁଦ୍ଧା ସବୁ ରାସ୍ତାର ଖାଲଖମା ମରାମତି ପାଇଁ ନିର୍ଦ୍ଦେଶ
ଦୁଇଦିନ ମଧ୍ୟରେ ରାସ୍ତାର ସ୍ଥିତି ନେଇ ରିପୋର୍ଟ ଦେବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର:୬/୯- ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ସବୁ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ…
ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ ପାଳିତ
ନୟାହାଟ:୫/୯-ସର୍ବଧର୍ମ ସସମନ୍ୱୟ ପୀଠ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମକରଣ ଉତ୍ସବ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ୱାବଧାନରେ ମହା ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା। ଶ୍ରୀ କୃଷ୍ଣ ନାଟ ମନ୍ଦିରରୁ ଶହ ଶହ ଭକ୍ତ ପ୍ରଭୁ ବାଳ ଗୋପାଳଙ୍କୁ ହୁଳ ହୁଳି,…
ରାଜ୍ୟସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ
-ଝାରସୁଗୁଡା ଜିଲ୍ଲା ପ୍ରଥମ ପୁରସ୍କାର-୩ କୋଟି ଟଙ୍କା, -ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ପୁରସ୍କାର-୨ କୋଟି, ଜଗତସିଂହପୁର ଜିଲ୍ଲା ତୃତୀୟ ପୁରସ୍କାର-୧ କୋଟି -୭୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ପୁରସ୍କାର -ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ…
ଦେଶର ଆର୍ଥିକ ପ୍ରଗତିକୁ ତ୍ଵରାନ୍ଵିତ କରିବାର ଆବଶ୍ୟକତା ରହିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :4/9 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “2047 ସୁଦ୍ଧା ବିକଶିତ ଭାରତ” ପରିକଳ୍ପନାକୁ ସାକାର କରିବା ଲାଗି ଦେଶର ଆର୍ଥିକ ପ୍ରଗତିକୁ ତ୍ଵରାନ୍ଵିତ କରିବାର ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ହାସଲ ଲାଗି ଆମ ଦେଶରେ ପ୍ରଚଳିତ କର ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ। ସାଧାରଣ ଜନତାଙ୍କ ଉପରୁ…
ଉତ୍ପାଦନ ବୃଦ୍ଧି ପାଇଁଦୁଗ୍ଧ ଚାଷୀଙ୍କୁ ପିଏମ୍ଏମ୍ୱାଇ ସହ ସଂଯୋଗ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର:୨/୯– ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ…
ଓଡ଼ିଶା ଯାତ୍ରୀ ଆପ୍ ସହାୟତାରେ ଆମ ବସ୍ ଏବଂ ଚିଲିକା ବୋଟିଂ ଟିକେଟ କିଣିହେବ
ଭୁବନେଶ୍ବର: 1/9- ଓଡ଼ିଶା ଯାତ୍ରୀ ଆପ୍ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଏଣିକି ଏହି ଆପ୍ ମାଧ୍ୟମରେ ଆମ ବସ୍ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍ କିଣିହେବ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖଦ୍ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ…
‘ଗୋଟିପୁଅର ବିକାଶରେ ଅର୍ଥ ବାଧକ ସାଜିବ ନାହିଁ’
ଭୁବନେଶ୍ୱର:1/9-ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି।…



