୧୨ ଟି ଜିଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
-୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ ଶିଳ୍ପ ପ୍ରକଳ୍ପ -୫୨ ହଜାରରୁ ଅଧିକ ଯୁବକ ଯୁବତୀ ପାଇବେ ନିଯୁକ୍ତି -୧୫ ମାସରେ ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର, ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା -‘ଏକ୍ ପେଡ୍ ମା କେ ନାମ୍…
ନିଯୁକ୍ତି ମେଳାରେ ୭ ବିଭାଗରେ ୧୬୮୬ ଜଣଙ୍କୁ ନିଯୁକ୍ତି
୧୫ ମାସରେ ୧,୦୭,୯୨୬ ଜଣଙ୍କୁ ମିଳିଛି ସରକାରୀ ଓ ବେସରକାରୀ ନିଯୁକ୍ତି ଭୁବନେଶ୍ୱର:୧୫/୯-ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ…
ଇଞ୍ଜିନିୟର୍ସ ଡେ ପାଳିତ
ଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଭୁବନେଶ୍ୱର: ୧୫/୯- ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗ। ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳ। ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ଯଥେଷ୍ଟ…
ଭୋଟ ଚୋର, ଗାଦି ଛାଡ ପ୍ରସଙ୍ଗରେ ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ
ଭୁବନେଶ୍ୱର:୧୫/୯-ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସରେ ‘ଭୋଟ୍ ଚୋର ଗାଦି ଛାଡ’ ସ୍ଲୋଗାନ ଦେଇ ମଶାଲ ଶୋଭାଯାତ୍ରା ଓ ରାଲି ପରି କାର୍ଯ୍ୟକ୍ରମମାନ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ବଳରେ ପ୍ରାୟ ସବୁ ଜିଲ୍ଲାରେ ସଫଳ ହୋଇଛି।…
କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ
-ତିନିବର୍ଷ ପାଇଁ ଦାୟିତ୍ୱ ତୁଲାଇବେ -ଖୁବ୍ଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ୱର:୧୪/୯-ଓଡିଶାର ଅନ୍ୟତମ ରାଜନୈତିକ ଦଳ କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଉପ ସଭାପତି ଭାବେ ଅଧିବକ୍ତା ସବ୍ୟସାଚୀ ମହାପାତ୍ର, ଅବ୍ଦୁଲ କୟୁମ୍ ଖାନ,…
ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ ଏହି ଚଢ଼ାଉ ହୋଇଛି । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ।ପ୍ରଭାବଶାଳୀ…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଏସ ଟପ୍ପର ବାମରା ତହସିଲଦାର ଏବଂ ନୟାଗଡ଼ ଶ୍ରମ ଅଧିକାରୀ
ଭୁବନେଶ୍ୱର: 13/9-ଲାଞ୍ଚ ନେବା ସମୟରେ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ହେଉଛନ୍ତି ୨୦୧୯ରେ ଓଏଏସ ଟପ୍ପର ହୋଇଥିବା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ଏବଂ ଅନ୍ୟ ଜଣେ ହେଉଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ। ବାମରା ବ୍ଲକ ଗୋବିନ୍ଦପୁର…
ମୋହନ ସରକାରରେ ଏମିତି ଚାଲିଛି କାମ
ବର୍ଷେ ବିତିଲାଣି, ପୁରସ୍କୃତ ଛାତ୍ରୀଙ୍କୁ ମିଳିଲାନି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅର୍ଥ ଭୁବନେଶ୍ୱର:୧୧/୯-ବର୍ଷେ ବିତିଲାଣି । ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ୨୦୨୪ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ନିମାପଡ଼ା ଜଗବନ୍ଧୁ ରାୟତସିଂ ସରକାରୀ ଉଚ୍ଚ ବିଦ୍ୟାଳୟର…
ଚାଲିଛି ମେଣ୍ଢା ଲଢେଇ, ତାଳିମାରୁଛନ୍ତି ଜନତା
-ବିଜଡିରୁ ଭାସ୍କର ରାଓ, ଲାଲବିହାରୀ ଓ ଗଙ୍ଗାଧରଙ୍କ ଇସ୍ତଫା ଭୁବନେଶ୍ୱର:୧୧/୯- ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲା। ଯେଉଁ ପ୍ରମୁଖ କାରଣ ପାଇଁ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା ତାହା ସମସ୍ତେ ଜାଣନ୍ତି। ତେବେ ଏହାକୁ…
ସିପି ରାଧାକ୍ରିଷ୍ଣନ ଉପ ରାଷ୍ଟ୍ରପତି ନିର୍ବାଚିତ
ଭୁବନେଶ୍ୱର: ୯/୯-ଭାରତର ନୂଆ ଉପ ରାଷ୍ଟ୍ରପତି ଭାବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଭୋଟରେ ହରାଇଛନ୍ତି।…


