ସାତଦିନ ଭିତରେ କ୍ଷତିପୂରଣ
ଭୁବନେଶ୍ୱର: ସାତଦିନ ଭିତରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବ। ବାତ୍ୟା ସମୀକ୍ଷା ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରବିବାରରୁ କ୍ଷେତ୍ର କର୍ମଚାରୀ କ୍ଷୟକ୍ଷତି ଆକଳନ କରିବେ। ରାଜସ୍ୱ, କୃଷି, ପରିସଂଖ୍ୟାନ ଏବଂ ସମବାୟ ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ…




