ବିମାନବନ୍ଦର ଅଞ୍ଚଳରେ ବାଘ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘଟଣା ଜଣାପଡ଼ିବା ପରେ ବାଘକୁ ଖୋଜା ଚାଲିଛି। ଏ ପର୍ଯ୍ୟନ୍ତ ବାଘର ପତ୍ତା ମିଲିନାହିଁ।ବିମାନବନ୍ଦର ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ…




