ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ
-୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି-ସିଇଓ ଭୁବନେଶ୍ୱର:୧୫/୭-ଏସଆଇଆର ପ୍ରକିୟା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂତନ ଭୋଟର ନାମ ଯୋଡ଼ା (ଫର୍ମ-୬) ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ…
ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ
-ଘରେ ରହି ଶ୍ରୀମନ୍ଦିର ପାଇଁ ଅର୍ଥ ପଠାଇ ପାରିବେ ଶ୍ରଦ୍ଧାଳୁ ଭୁବନେଶ୍ୱର:୧୫/୭- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ସରକାର ଏକ ଭକ୍ତିପୂତ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୬ ପବିତ୍ର ରଥଯାତ୍ରାର ପୂର୍ବ ଦିନ ଜୁଲାଇ ୧୫ ତାରିଖରେ ପୁରୀସ୍ଥିତ…
ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ
ଭୁବନେଶ୍ୱର: ୧୪/୭-ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି। ମଙ୍ଗଳବାର କଟକ ସହିଦ ଭବନଠାରେ ଲୋକସେବକ ମଣ୍ଡଳ ଓ ‘ସମାଜ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…
ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ
-ରାଜ୍ୟର ଆର୍ଥିକ ସ୍ଥିତି ଏବଂ ମହାନଗର ନିଗମ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା -ଗବେଷଣା ପ୍ରବନ୍ଧ ପ୍ରତିଯୋଗିତା ଘୋଷଣା ଭୁବନେଶ୍ୱର: ୧୪/୭-ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଏବଂ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର)ଙ୍କ ମିଳିତ…
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ରାଜସ୍ୱ ବିଭାଗର ପ୍ରାଥମିକତା
-ଏବେ ନିଦ ଭାଙ୍ଗିଲା -ସମସ୍ତ ଜିଲ୍ଲାପାଳ, ଆରଡିସି, ଏବଂ ଡିଏଲଆରଏସଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ଭୁବନେଶ୍ୱର:୧୩/୭-ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ ରେକର୍ଡ ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…
ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବି- ସଂତୃପ୍ତ ମିଶ୍ର
ଭୁବନେଶ୍ୱର: ୧୨ା୭-ଓଡ଼ିଶାର ସ୍ୱାର୍ଥ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବେ ବୋଲି ବିଜେଡ଼ି ସାଂସଦ ସଂତୃପ୍ତ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପରାମର୍ଶ ଲୋଡ଼ିଥିଲେ। ସାମ୍ବାଦିକମାନେ ରାଜ୍ୟର ବିଭିନ୍ନ…
ରଥଯାତ୍ରା ସମୀକ୍ଷା-ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଆଇ.ପି.ଏସ ନିୟୋଜିତ
-୧୭୦୦ ବାୟୋ-ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନ୍, ୪୭୩ ସିସିଟିଭି କ୍ୟାମେରା ଓ ୧୬ ସ୍ଥାୟୀ ଟେଲିକମ ଟାୱାର ବ୍ୟବସ୍ଥା ଭୁବନେଶ୍ୱର:୧୦/୭- ପବିତ୍ର ରଥଯାତ୍ରା ପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ବୈଠକରେ…
ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଉପ ରାଷ୍ଟ୍ରପତି
‘ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ ଭୁବନେଶ୍ୱର:୯/୭-ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପ ରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତ, “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି ସତ,…
ଦୈନିକ ଚାଲିଲା ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ
-ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୩୦୦ ରୁ ଅଧିକ ସ୍ପେସାଲ ଟ୍ରେନ- ମୁଖ୍ୟମନ୍ତ୍ରୀ -ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇ ଖର୍ଚ୍ଚ ହେବ ୩୦୦ କୋଟି ଭୁବନେଶ୍ୱର:୬/୭- ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ…
କଳିଙ୍ଗ ଷ୍ଟାଡିୟମ-ରଘୁନାଥପୁର ପର୍ଯ୍ୟନ୍ତ ବିଭିନ୍ନ ଛକରେ ହେବ ପ୍ଲାଏଓଭର
୫୭୯କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ଭୁବନେଶ୍ୱର:୧/୭-କଳିଙ୍ଗ ଷ୍ଟାଡିୟମ ଠାରୁ ରଘୁନାଥପୁର ୯.୫୦୦ କିମି ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ସଡକର ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ ସହ ସଡ଼କର ଉନ୍ନତିକରଣ କରାଯିବ। ଏଥିପାଇଁ ୫୭୯କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇ ଟେଣ୍ଡର ଚୂଡାନ୍ତ ହୋଇଥିଲା। ଏହାକୁ…


