GovernanceMediaMore ଦେଶର ୬ଟି ପ୍ରଦେଶ ଓ ରାଜ୍ୟର ୨୪ଟି ଜିଲାରେ ଶ୍ରୀଜଗନ୍ନାଥଙ୍କର ଜମି ଚିହ୍ନଟ କରାଯାଇଛି ଭୁବନେଶ୍ୱର:୨୯/୩-ଦେଶର ୬ଟି ପ୍ରଦେଶ ଓ ରାଜ୍ୟର ୨୪ଟି ଜିଲାରେ ଶ୍ରୀଜଗନ୍ନାଥଙ୍କର ଜମି ଚିହ୍ନଟ କରାଯାଇଛି । ରାଜ୍ୟର ୭ଟି ଜିଲାରେ ଜମି ଅବରୋଧ ଉଚ୍ଛେଦ ପାଇଁ ମାମଲା ଦାଏର ହୋଇଛି ।