GovernanceMore ଓଡ଼ିଶା ବିଧାନସଭାରେ ଜାତୀୟ ଇ ବିଧାନ ଆପ୍ଲିକେସନ ଅଧୀନରେ ‘ଡିଜିଟାଲ ହାଉସ’ ର ଶୁଭାରମ୍ଭ ବାଚସ୍ପତି ସୁରମା ପାଢୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନସଭାରେ ଜାତୀୟ ଇ ବିଧାନ ଆପ୍ଲିକେସନ ଅଧୀନରେ ‘ଡିଜିଟାଲ ହାଉସ’ ର ଶୁଭାରମ୍ଭ କରୁଛନ୍ତି।