ଜନ୍ମ ମାଟିରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୩୧ ଅକ୍ଟୋବର ୨୦୨୪
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ଦୀପାବଳୀ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ କାଳୀଙ୍କ ଆରାଧନା ନିମନ୍ତେ ନିଜ ଜନ୍ମମାଟି ରାଇକଳାଠାରେ ସୋହରାଇ ପୂଜାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ମିଶି ପାରମ୍ପରିକ ବାଦ୍ୟ ମାଦଳ ବଜାଉଛନ୍ତି ।


