ଭୁବନେଶ୍ୱରରେ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର:୧/୪- ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଭିଏଫଏସ ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ…
ବିରୋଧୀଙ୍କ କକ୍ଷତ୍ୟାଗ ଭିତରେ ବ୍ୟୟମଞ୍ଜୁରୀ ବିଲ-୨୦୨୬ ପାରିତ
ବିଶେଷ ବାବୁଙ୍କ ଦ୍ୱାରା ପରିଚାଳିତ ହେଉଛି ବିରୋଧୀଦଳ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୩୧/୩- ମୁଖ୍ୟମନ୍ତ୍ରୀ ଚଳିତ ଅଧିବେଶନରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ୩୧ ତାରିଖରେ ବିରୋଧୀ ଦଳ ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ଏହାଉପରେ ବ୍ୟୟମଞ୍ଜୁରୀ ବିଲ-୨୦୨୬’ ଗୃହରେ…
କ୍ଷତିରେ ଚାଲିଛି ୮ଟି ସରକାରୀ ସଂସ୍ଥା
ପୋଷଣ ଓ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଭୁବନେଶ୍ୱର:୩୧/୩-ରାଜ୍ୟରେ ସରକାରୀ ସଂସ୍ଥାଗୁଡ଼ିକର ଲାଭକ୍ଷତି ଉପରେ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ଖଣି ନିଗମ ଲାଭରେ ଥିବା ବେଳେ ଗ୍ରୀଡକୋ, ଓଏସଆରଟିସି ସମେତ ୮ଟି ସରକାରୀ ସଂସ୍ଥା ୯ହଜାର ୪୪୯ କୋଟି ୩୮ଲକ୍ଷ ଟଙ୍କା କ୍ଷତିରେ ଚାଲିଛି। ୨୦୨୨-୨୩ରେ ରାଜ୍ୟର ୨୯ଟି ସରକାରୀ…



