ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର:26/6-ପୂର୍ବରୁ ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ ସେମାନଙ୍କୁ ଏକକାଳୀନ ୧.୫ ଲକ୍ଷ ଟଙ୍କା ମିଳୁଥିଲା। ଏହି ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ସେ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…
ଓଡିଶା ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ ହେବା ଆବଶ୍ୟକ: ରାଜସ୍ୱ ମନ୍ତ୍ରୀ ଶ୍ରୀ ପୁଜାରୀ
-ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଏବଂ ରାଜସ୍ୱ ବିଭାଗ ସଫଳତାର ପୁସ୍ତିକା ଉନ୍ମୋଚିତ -ବର୍ଷକରେ ୨୦,୩୮୫ ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା, ବସୁନ୍ଧରା ଯୋଜନାରେ ୧୬,୭୨୭ ବାସଗୃହ ବିହୀନଙ୍କୁ ଘରବାଡି ପଟ୍ଟା ଭୁବନେଶ୍ୱର: 25/6- ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ…
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟପାଳ
ଏକ ବର୍ଷର ସଫଳତା ପାଇଁ ପ୍ରଶଂସା କଲେ ଭୁବନେଶ୍ୱର:24/6-ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ…
ସାମ୍ବାଦିକ ବୀରୁ ସାହୁଙ୍କ ପରଲୋକ
ଭୁବନେଶ୍ୱର:22/6-ଇଷ୍ଟର୍ଣ୍ଣ ପ୍ରେସ ଏଜେନସିରୁ ପ୍ରକାଶ ପାଉଥିବା ଓଡ଼ିଆ ସାପ୍ତାହିକୀ ଇପିଏ ଉଇକ୍ଲି ସମ୍ବାଦପତ୍ରର ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କର ଦେହାନ୍ତ ହୋଇଛି। ସେ କିଛିଦିନ ହେଲା ଅସୁସ୍ଥତା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ। ଗତକାଲି ରାତିରେ ଖାଇ ସାରି ଶୋଇଥିଲେ। ସକାଳ ହେବା ପରେ ସେ ଉଠି…
‘ଗୁଣାତ୍ମକ ଲେଖା ଲେଖି ପୁରସ୍କାର ପାଇଁ ଆଶା କରିବା ଉଚିତ’
କବିତା ଲେଖିବାରେ ନୂତନତାର ପ୍ରୟୋଗ ଆବଶ୍ୟକ ଭୁବନେଶ୍ୱର:୨୩/୬- ସାହିତ୍ୟରେ ସମାଜର ଚିତ୍ରକୁ ଉପସ୍ଥାପନ କରିବା ସହିତ କବିତା ଲେଖିବା ସମୟରେ ନୂତନତାର ପ୍ରୟୋଗ ନିହାତି ଆବଶ୍ୟକ ବୋଲି ‘ଦୟା ସାହିତ୍ୟ ସଂସଦ’ର ପଞ୍ଚମ ବାର୍ଷିକ ସାରସ୍ୱତ ସମାରୋହରେ ଯୋଗଦେଇ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି । ଉପସ୍ଥିତ…
ଯୋଗକୁ ବିଦ୍ୟାଳୟ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:21/6-ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା…
ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି: ପ୍ରଧାନମନ୍ତ୍ରୀ
● ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ● ବିଗତ ବର୍ଷଗୁଡ଼ିକରେ ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ଏକ ନୂତନ ମାର୍ଗରେ ନେବା ପାଇଁ କାମ କରିଛୁ ଭୁବନେଶ୍ୱର 20/6-ପ୍ରଧାନମନ୍ତ୍ରୀ…
କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର
ଭୁବନେଶ୍ୱର:19/6- ଓଡ଼ିଶାର ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତି ଯଥାକ୍ରମେ ୨୦୨୫ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ…



