ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର :23/5-ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ…
କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ
ଭୁବନେଶ୍ୱର:୨୨/୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି। ସେ ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬…
ପି. ଏମ୍. ଜନମନ୍ ଯୋଜନାର ସମୀକ୍ଷା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ପି. ଏମ୍. ଜନମନ୍ ଯୋଜନାର ସମୀକ୍ଷା କରୁଛନ୍ତି
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ୱର :21/5-ବୁଧବାର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ…
ଭୁବନେଶ୍ୱର- କଟକ ପୋଲିସ କମିସନରେଟର ୧୭ ତମ ସ୍ଥାପନା ଦିବସ
ଭୁବନେଶ୍ୱର ସପ୍ତମ ବାଟାଲିଅନ ପରିସରେ ଆୟୋଜିତ ଭୁବନେଶ୍ୱର- କଟକ ପୋଲିସ କମିସନରେଟର ୧୭ ତମ ସ୍ଥାପନା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ମହିଳା ସରକାରୀ କର୍ମଚାରୀଙ୍କ ୧୮୦ ଦିନର ମାତୃତ୍ୱ ଛୁଟି ପାଇଁ ନିୟମ ସ୍ଥିରୀକୃତ
ଭୁବନେଶ୍ୱର:୨୧ /୫- ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ୱ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ…
ଧଉଳିସ୍ଥିତ କୁମାରଡିହରେ ମାଗଣା ଚିକିତ୍ସା କେନ୍ଦ୍ର
ଭୁବନେଶ୍ୱର:20/5- ଧଉଳି ସ୍ଥିତ କୁମାରଡ଼ିହ ଗ୍ରାମର ଛବି ନାରାୟଣ ମହାରଣାଙ୍କ ବ୍ୟୟ ବିହୀନ ମାନବ ସେବାରେ ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି।ବାର୍ଦ୍ଧକ୍ୟ ଅବସ୍ଥା ରେ ଲୋକମାନେ ଅନେକ ରୋଗରେ ପୀଡିତ ହୋଇ କଷ୍ଟ ଅନୁଭବ କରୁଥିବା ଅବସରରେ, ସମ୍ପୂର୍ଣ ମାଗଣାରେ ଚିକିତ୍ସା…
FORMER BDO, LEFRIPADA BLOCK CONVICTED IN DA CASE.
Bhubaneswar”20/5-Today Subash Chandra Mishra, Former BDO, OAS-1, Lefripada Block, Dist- Sundargarh (Retired), who was charge sheeted by Odisha Vigilance in a case U/s 13(2) r/w 13(1)(e) of PC Act, 1988 for possessing disproportionate assets (DA),…
FORMER JR. ACCOUNTANT OF DFO, (TERRITORIAL), BOLANGIR CONVICTED IN VIGILANCE TRAP CASE.
Bhubaneswar:20/5-Today Kalandi Charan Bhuyan, Former Jr. Accountant-cum-Lease Clerk, office of DFO, (Territorial), Bolangir (Retired), who was charge sheeted by Odisha Vigilance vide Sambalpur Vigilance PS case No.16 dt.27.06.2019 U/s 7 Prevention of…



