କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍
ଭୁବନେଶ୍ୱର, (୪/୧୨): ଆସନ୍ତା ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦ କ୍ରୀଡ଼ାବିତ ଭାଗ ନେଉଥିବାର ସୂଚନା ମିଳିଛି। ହରିୟାଣାରୁ ସର୍ବାଧିକ…
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି
ଆୟୁର୍ବେଦ କ୍ଷେତ୍ରରେ ଅସ୍ପର୍ଶ ହୋଇ ରହିଥିବା ଦିଗ ଉପରେ ଗବେଷଣା ଆବଶ୍ୟକ ଭୁବନେଶ୍ୱର :4/12/2024-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀଠାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ବିଜ୍ଞାନ ଓ…
ପୁରୀରେ ଆୟୋଜିତ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତି
-ନାରୀ ଶକ୍ତିକୁ ସୁଯୋଗ ପ୍ରଦାନ କରିବାରେ ନୌସେନାର ଅଗ୍ରଣୀ ପ୍ରୟାସକୁ ପ୍ରଶଂସା -ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି ଭୁବନେଶ୍ୱର: 4/12/2024- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ…
ରାୟଗଡ଼ା ରେଳ ମଣ୍ଡଳକୁ ମଞ୍ଜୁରୀ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:3/12/2024-ପ୍ରସ୍ତାବିତ ରାୟଗଡ଼ା ରେଳ ମଣ୍ଡଳକୁ ମୋଦୀ ସରକାର ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି I ସୂଚନାଯୋଗ୍ୟ ଯେ ଏହି ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର…
Ekta Kapoor thanks Chief Minister for making her movie ‘Sabarmati Report’ tax free’
Bhubaneswar:3/12/2024-Indian Film & Television Producer Ekta Kapoor calls on Chief Minister Shri Mohan Charan Majhi at OLA chamber on 3 December 2024, and thanks him for making her movie ‘Sabarmati Report’ tax free’
ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଦାବି, ଉପଦେଷ୍ଟା କମିଟି ଗଠିତ
ଭୁବନେଶ୍ୱର:3/12/2024- ବିଧାନସଭାରେ ବିଧାୟକମାନେ ଦରମା ଓ ଭତ୍ତା ବଢାଇବାକୁ ଦାବି କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ସେମାନଙ୍କ ଦାବିକୁ ବିଚାରକୁ ନେଇ ଉପଦେଷ୍ଟା କମିଟି ମଧ୍ୟ ଘୋଷଣା କରିଛନ୍ତି । ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏନେଇ ରିପୋର୍ଟ…
ଆଦିବାସୀ ଦେବସ୍ଥଳୀରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା
ଭୁବନେଶ୍ୱର:3/12/2024- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ନୀଳାଦ୍ରି ବିହାର ଠାରେ ଆଦିମ ଅୱାର୍ ଜାରପା (ଆଦିବାସୀ ଦେବସ୍ଥଳୀ ) ରେ ପାରମ୍ପରିକ ପୂଜାର୍ଚ୍ଚନା କରୁଛନ୍ତିI ନିକଟରେ ରାଜ୍ୟପାଳ ରଘୁବର ଦାସ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ…
President unveiling the statue of Pandit Raghunath Murmu
President of India Droupadi Murmu unveiling the statue of Pandit Raghunath Murmu at Niladri Vihar, Bhubaneswar on 3 December 2024. Governor Shri Raghubar Das, Chief Minister Shri Mohan Charan Majhi and Ministers of Odisha Govt are present.
ରାଷ୍ଟ୍ରପତିଙ୍କୁ ସ୍ୱାଗତ
ଭୁବନେଶ୍ୱର:3/12/2024-ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସ୍ୱାଗତ କରୁଛନ୍ତି…
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର:ଭୁବନେଶ୍ୱର: 3/12/2024- ସର୍ବ ଭାରତୀୟ ଆରକ୍ଷୀ ମହା ନିର୍ଦ୍ଦେଶକ ସମ୍ମିଳନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ କରିବା ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବାରୁ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ଓଡ଼ିଶା ବିଧାନସଭାରେ…



