ଅତିରିକ୍ତ ସିକ୍ୟୁରିଟି ଦେବାକୁ ଟାଟା ପାୱାରର ଧମକ
ଭୁବନେଶ୍ୱର-୨୬ ଅକ୍ଟୋବର ୨୦୨୪ ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ନୂଆ ନିୟମ ଲାଗୁ କରି ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କାମ ଆରମ୍ଭ କରିଛି। ଦୁଇ ବର୍ଷର ବିଦ୍ୟୁତ୍ବିଲ୍ ହିସାବକୁ ନେଇ ଅଧିକ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ନୋଟିସ୍ ପଠେଇ ଚାଲିଛି । ଯେଉଁମାନେ ଧାର୍ଯ୍ୟ…



