GovernanceMediaMore ବାମାପଦ ତ୍ରିପାଠୀ ଦ୍ୱିତୀୟ ଥର ପାଇଁ ‘ସମାଜ’ର ସମ୍ପାଦକ ଭୁବନେଶ୍ୱର:୧୭/୮- ରାଜ୍ୟର ଅନ୍ୟତମ ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ ଦ୍ୱିତୀୟ ଥର ପାଇଁ ଦୈନିକ ସମ୍ବାଦପତ୍ର ‘ସମାଜ’ର ସମ୍ପାଦକ ଭାବେ ରବିବାର ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ସେ ଏହି ପଦରେ ଦାୟିତ୍ୱ ତୁଲାଇଥିଲେ। ଜଣେ ଦକ୍ଷ ସାମ୍ବାଦିକ ଭାବେ ଶ୍ରୀ ତ୍ରିପାଠୀଙ୍କ ସୁନାମ ରହିଛି। Share this... Facebook Twitter Whatsapp