ଚାରିଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର: ୨୬/୧-ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦ୍ର ସରକାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ ୧୩୧ଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ଚାରିଜଣ ଓଡ଼ିଆ ଅଛନ୍ତି । କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସମୁଦାୟ ୧୩୧ ଜଣ ପୁରସ୍କୃତ ହେବେ । ୫ଜଣ ପଦ୍ମ…
କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜମୁଦାରଙ୍କ ପରଲୋକ
ଭୁବନେଶ୍ୱର: ୨୬/୧-ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜମୁଦାରଙ୍କ ପରଲୋକ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୪ ବର୍ଷୀୟ ଅଭିଜିତ ମଜୁମଦାରଙ୍କୁ ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସ ୪ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ…
ଲୋକସେବା ଭବନରେ ଅନ୍ଲାଇନ ସେବା
ଭୁବନେଶ୍ୱର:୨୩/୧-ରାଜ୍ୟରେ ଅନ୍ଲାଇନ ସେବା କିପରି ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ଲୋକସେବା ଭବନ ସ୍ଥିତ ଗୃହ ବିଭାଗ । ଲୋକସେବା ଭବନରେ ଏହି ସେବା କିଭଳି ଉପଲବ୍ଧ ହେଉଛି ତାହା ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଖବର ପ୍ରକାଶନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖୋଜା ପଡ଼ୁଛି ଅଥଚ…
ରାଜ୍ୟରେ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ କଟକଣା
ଭୁବନେଶ୍ୱର:୨୨/୧-ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ। ଏହାର ଉତ୍ପାଦନ, ବିକ୍ରି ଉପର କଟକଣା କରାଯାଇଛି। ଗତ ୨୧ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି। ଗୁଟଖା ବିକ୍ରି…
୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର:୨୨/୧-ଓଡ଼ିଶାର ସର୍ବ ବୃହତ ମହିଳା କୈନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର ସହାୟତା ରାଶି ପ୍ରାୟ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଦାନ କରିଛନ୍ତି। ସେ ୩୧୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ଡିବିଟି…
ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି
ଏଣିକି ପାଇବେ ୨,୫୦୦ ଟଙ୍କା ଭୁବନେଶ୍ୱର:୨୨/୧- ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀମାନେ ମାସିକ ଭତ୍ତା ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପାଇବେ। ଏଥି ସହିତ ସପ୍ତାହକୁ ଥରେ…
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଭୋଟ ଭୁବନେଶ୍ୱର:୨୨/୧-ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ଓଡ଼ିଶା ସମେତ ୧୦ଟି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତର ନିର୍ବାଚନ କମିଶନ ପ୍ରସ୍ତାବ ମାଗିଛନ୍ତି। ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ…
ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
ଭୁବନେଶ୍ୱର: ୨୧/୧-ବିଜେଡି ସରକାର ୨୦୨୩ ମେ ମାସ ୧୫ ତାରିଖରେ ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ୟୁଏଇରେ ଥିବା ୪୦,୦୦୦ରୁ ଅଧିକ ଓଡ଼ିଆଙ୍କ ପାଇଁ ସପ୍ତାହରେ ତିନିଥର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟନ, ବାଣିଜ୍ୟ ଏବଂ ସଂଯୋଗକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ବିଜେପି…
ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ପୁରସ୍କୃତ
ଭୁବନେଶ୍ୱର-୨୧/୧- ଖରିଫ ୨୦୨୪ ଓ ରବି ୨୦୨୪-୨୫ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ, ଓଡ଼ିଶା ୟୁନିଟ (ଓଡିଶା ପାଇଁ ଏସଏଲବିସି ସଂଯୋଜକ) ଭାବେ ପୁରସ୍କୃତ ହୋଇଛନ୍ତି।…
ରାଜ୍ୟରେ ୧୬୬ଟି ରେଲୱେ ଓଭର ବ୍ରିଜ ନିର୍ମାଣ ନେଇ ସମୀକ୍ଷା
– ୯୬ ଟି ରେଲୱେ ଓଭର ବ୍ରିଜ୍ ନିଜ ଖର୍ଚ୍ଚରେ ନିର୍ମାଣ କରିବ ରେଳବାଇ – ଆପ୍ରୋଚ ରାସ୍ତା ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀ ମନୋନୀତ ଭୁବନେଶ୍ୱର:୨୦/୧-ରାଜ୍ୟର ସଡ଼କ ନେଟ୍ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜର ପ୍ରମୁଖ ଭୂମିକା ରହିଛି। ରେଲୱେ ଫାଟକ ବଦଳରେ ରେଲୱେ ଓଭର…


