Hi, I’m Alex 👋
I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

Technologies

HTML 5

CSS3

JavaScript

ReacJS

WordPress

Gutenberg
Our Amazing Portfolio






News Banner
Ready to Start Your Journey with Us?
Lorem ipsum dolor sit amet, consectetur adipiscing elit.
Advertisement
-
ବିଜପିର କ୍ଷମତା ଚୋରି
By
💬
-ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ -ବିଧାନସଭା ଘେରିଲା ବିଜେଡି ଭୁବନେଶ୍ୱର:୨୩/୦୯- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ବିଜେପି ସରକାର ହତ୍ୟା କରିଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ୨୩ ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନଙ୍କ ସମେତ ହଜାର ହଜାର ନିର୍ବାଚିତ ପ୍ରତିନିଧି ଓ ବିଜେଡି କର୍ମୀ ଲୋୟର ପିଏମଜିରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ…
📆
-
ପୂଜା ପାଇଁ ଆଗୁଆ ମିଳିବ ଦରମା
By
💬
ଭୁବନେଶ୍ୱର:24/9-ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି…
📆
-
ବେଆଇନ ସାର ପରିବହନ, ପାକ୍ସ ସମ୍ପାଦକ ନିଲମ୍ବିତ
By
💬
ଭୁବନେଶ୍ୱର: ୨୩/୯- ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ । ସୂଚନାଯୋଗ୍ୟ, ବାସୁଦେବପୁର କୃଷି ସମବାୟ ସମିତିର ଲାଇସେନସ୍ ବା ସରକାରୀ ଅନୁମତି ପତ୍ର ନାହିଁ ।…
📆
-
ଜାତୀୟ ସରସ ମେଳା ହସ୍ତତନ୍ତ ଷ୍ଟଲ ବିଭାଗରେ ସୀମା ମେହେର ପୁରସ୍କୃତ
By
💬
ଭୁବନେଶ୍ୱର: ୨୩/୯-ଗତ ୫ ସେପ୍ଟେମ୍ବର ୫ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସରସ ମେଳା-୨୦୨୫ର ହସ୍ତତନ୍ତ ଷ୍ଟଲ ବିଭାଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି।
📆
-
ବିଜେଡିରୁ ଶ୍ରୀମୟୀ ନିଲମ୍ବିତ
By
💬
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୋସିଆଲ ମିଡିଆରେ କାହା ନାମ ନ ନେଇ ସେ ଦେଇଥିବା କିଛି ଟିପ୍ପଣୀ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ବେଶ…
📆
-
କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଖାରଜ
By
💬
ଭୁବନେଶ୍ୱର:୨୨/୯- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଛନ୍ତି । ଗୃହରେ ଅଚଳାବସ୍ଥା ଦୂର ହେଉନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନାହିଁ। ବିଧାନସଭାରେ ଏନେଇ ସେ ଘୋଷଣା କରିଛନ୍ତି ।ଏହାର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଗତ ୧୮ ତାରିଖରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ବିଧାନସଭା ସଚିବଙ୍କୁ ଏ ସମ୍ପର୍କରେ ଦଳ ପକ୍ଷରୁ ଚିଠି ଦିଆଯାଇଥିଲା…
📆
-
ମଦ ଦୋକାନ ଖୋଲିଲେ, ନିଶାମୁକ୍ତ ଭାରତ ଅଭିଯାନ କଲେ
By
💬
ଭୁବନେଶ୍ୱର:୨୨/୯-ଗୋଟିଏ ପାଖରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟ ପଟରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ କାର୍ଯ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାରଙ୍କ ଏଭଳି ନୀତି ବିସ୍ମିତ କରିଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ମଦ ଦୋକାନ ବନ୍ଦ କରାଯିବନି । ବନ୍ଦ ମଦ ଦୋକାନ ଖୋଲାଯିବ। ଏ ନେଇ ଅବକାରୀ ମନ୍ତ୍ରୀ…
📆
-
ଭୁଶୁଡ଼ିଲା ପଞ୍ଚସଖା ଶିକ୍ଷାସେତୁ
By
💬
ଭୁବନେଶ୍ୱର: ୨୧/୯- ଦାୟିତ୍ୱରେ ଥିବା ଗଣଶିକ୍ଷା ବିଭାଗର ଅଫିସରଙ୍କ ପାଇଁ ଅନେକ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡୁଛି। କୋର୍ଟ କଚେରୀରେ ମାମଲା ବଢ଼ିବାରେ ଲାଗିଛି। ଅପାରଗ ଅଧିକାରୀଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅପଦସ୍ତ ମଧ୍ୟ ହେଉଛନ୍ତି। ଜନସାଧାରଣ ବିଭାଗୀୟ ଯୋଜନାର ସୁଫଳ ନ ପାଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକଟ କରୁଛନ୍ତି। ଏସବୁ ବର୍ଷବର୍ଷ ଧରି ଚାଲିଥିଲେ ବି ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ନେଇ…
📆
-
ସମ୍ବାଦପତ୍ର ପ୍ରଭାବଶାଳୀ ହେଲେ ଜନତାଙ୍କ କଲ୍ୟାଣ ହେବ- ମୁଖ୍ୟମନ୍ତ୍ରୀ
By
💬
-ନିର୍ଭୟର ବାର୍ଷିକ ଉତ୍ସବ- -ବିରେନ୍ଦ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ ସାମ୍ବାଦିକଙ୍କୁ ପେନସନ ଦାବି ରଖିଲେ ନିର୍ଭୟର ସମ୍ପାଦକ ଭୁବନେଶ୍ୱର:୨୦/୯- କୌଣସି ଖବରକାଗଜ ଏକ ଜଡ଼ବସ୍ତୁ ନୁହେଁ। ବରଂ ଏହା ଭିତରେ ଜୀବନ୍ତସତ୍ତା ନିହିତ ଥାଏ। ସମାଜକୁ ଏହା ଦେଖାଇଥାଏ ପଥ। ସମ୍ବାଦପତ୍ର ଯେତେ ସକ୍ରିୟ ଓ ପ୍ରଭାବଶାଳୀ ହେବ ସମାଜ ଓ ଜନତାଙ୍କ ପାଇଁ ସେତିକି କଲ୍ୟାଣକାରୀ ହୋଇପାରିବ ବୋଲି ଦୈନିକ ନିର୍ଭୟର ୧୨ତମ ବର୍ଷ ପୂର୍ତ୍ତି ଉତ୍ସବରେ…
📆
-
ନିର୍ମିତ ହେବ ନୂଆ ଲୋକସେବା ଭବନ
By
💬
ଭୁବନେଶ୍ୱର:20/9-ଲୋକସେବା ଭବନର ନବକଳେବର ହେବ। ନୂଆ ଲୋକସେବା ଭବନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ନୂତନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶଦିଆଯାଇଛି । ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଖାରବେଳ ଭବନ ଓ କୃଷି ଭବନ ଆଦି ଅଂଚଳକୁ ମିଶାଇ ଏହି ନୂଆ ଲୋକସେବା ଭବନ କଂପ୍ଲେକ୍ସ କରାଯିବ। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.



