Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ତସଲିମାଙ୍କୁ ଓଡ଼ିଆ ବହି ଉପହାର

    ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକାଙ୍କୁ ଭେଟିଲେ ସାହିତ୍ୟିକ ସମରେନ୍ଦ୍ର ଖୋର୍ଦ୍ଧା-୨୮/୯- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନଙ୍କ ଓଡ଼ିଶା ଗସ୍ତ ଅବସରରେ ତାଙ୍କୁ ଭେଟିଛନ୍ତି ଖୋର୍ଦ୍ଧା ଅଂଚଳର ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ । ଏହି ଅବସରରେ ଶ୍ରୀ ବଳିୟାରସିଂହ ତାଙ୍କର ‘ସମୟର ସତ୍ୟପାଠ ଓ ମତେ ନାୟିକା କରିନିଅ’ ଦୁଇଟି ବହି ତସଲିମାଙ୍କୁ ଉପହାର ଦେଇଛନ୍ତି । ବହି ଦୁଇଟିକୁ ଆନନ୍ଦର ସହ ଗ୍ରହଣ କରି ସେ ପଢିବେ ବୋଲି କହିଥିଲେ…

    , , ,

    📆

  • ବିଜେଡିର ଏକ ମାସର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ

    -ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ରଖିବ ବିଜେଡି -ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ -ମଦମୁକ୍ତ ଓଡିଶା ଗଠନ ନାରା ଏବେ ପ୍ରହସନରେ ପରିଣତ -ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଚୋରି କରିଛି ବିଜେପି ସରକାର   ଭୁବନେଶ୍ୱର:୨୮/୯-ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା…

    , ,

    📆

  • ଭୋଟ୍ ଚୋର ଗାଦି ଛାଡ-ଦସ୍ତଖତ ଅଭିଯାନ ତ୍ୱରାନ୍ୱିତ ହେବ: କଂଗ୍ରେସ

    ଭୁବନେଶ୍ୱର: ୨୮/୯-ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏଣୁ ରାଜ୍ୟରେ ଗତ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଭୋଟ୍ ଚୋର ଗାଦି ଛାଡ-ଦସ୍ତଖତ ଅଭିଯାନ ତ୍ୱରାନ୍ୱିତ ହେବ ବୋଲି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ରବିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଦେଶବ୍ୟାପୀ…

    , ,

    📆

  • ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝାରସୁଗୁଡାଠାରେ 60 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

    କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ ଭୁବନେଶ୍ୱର: 27/9-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି ।…

    , ,

    📆

  • ତାଳୁରୁ ତଳିପା ଯାଏ ଦୁର୍ନୀତିରେ ବୁଡି ରହିଥିଲା ବିଜେଡି ସରକାର: କଂଗ୍ରେସ

    -ସିଏଜି ରିପୋର୍ଟରେ ଦୁର୍ନୀତିର ଖୁଲାସା -ଦୋଷୀ ଅଧିକାରୀ, କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଭୁବନେଶ୍ୱର: ୨୬/୯- ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକଙ୍କ ମାର୍ଚ୍ଚ ୨୦୨୩ ଅବଧି ଯାଏ ରିପୋର୍ଟ ପ୍ରକାଶ ପାଇଛି। ଆଳୁ ଖୋଳାରୁ ମହାଦେବ ମିଳିବା ଭଳିଆ ଉକ୍ତ ରିପୋର୍ଟରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବିଗତ ବିଜେଡି ସରକାରରେ ବିଭିନ୍ନ ଯୋଜନା ନାମରେ କିଭଳି ହରିଲୁଟ…

    , ,

    📆

  • ‘ଆମସାଥୀ’-ଏକୀକୃତ ହ୍ୱାଟସ୍‌ଆପ୍‌ ୯୪୩୭୨୯୨୦୦୦ ଚାଟ୍‍ବଟ୍‍ର ଶୁଭାରମ୍ଭ

    – ୯୪୩୭୨୯୨୦୦୦ ଏକୀକୃତ ହ୍ୱାଟସ୍‌ଆପ୍‌ ନମ୍ବର କାର୍ଯ୍ୟକାରୀ – ‘ମେଟା’ ସହଭାଗିତାରେ ‘ଆମ ସାଥୀ ’ ହ୍ୱାଟସ୍‌ଆପ୍‌ ସହାୟତା ଆରମ୍ଭ କରିବାରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ – ସ୍ୱର ଶୁଣି ଆବଶ୍ୟକତା ଅନୁସାରେ ସେବା ପ୍ରଦାନ କ୍ଷମତା ରଖୁଛି ଏହି ଆପ୍ – ଏବେ ୧୨୦ରୁ ଅଧିକ ନାଗରିକ ସେବା ପ୍ରଦାନ କରୁଛି – ଆଗାମୀ କିଛି ମାସରେ ଏହା ୫୦୦ରୁ ଅଧିକ ସେବା ପ୍ରଦାନକୁ ସଂପ୍ରସାରିତ କରିବ…

    , ,

    📆

  • ସାଧାରଣ ପ୍ରଶାସନରୁ ଶସ୍ତାରେ ଜାଗା ନେଲେ-ଡ୍ରେନ, ରାସ୍ତା ଜବରଦଖଲ କଲେ

    ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ବିଏମସିକୁ ପତ୍ର ଦେଲା ବିଡିଏ ଭୁବନେଶ୍ୱର :୨୫/୯- ସାଧାରଣ ପ୍ରଶାସନ ବିଭାଗରୁ ଶସ୍ତାରେ ଜାଗା ନେଇ ଅନେକ ବ୍ୟକ୍ତି ଏହି ଜାଗାର ସୀମା ବାହାରେ ବେନିୟମ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏପରିକି ରାସ୍ତା ଉପରେ ମଧ୍ୟ ଘର ନିର୍ମାଣ କରାଯାଉଛି। ଫଳରେ ରାସ୍ତା ପ୍ରଶସ୍ତ କରାଯିବା, ଡ୍ରେନ ଖୋଳିବା ବେଳେ ମହାନଗର ନିଗମ ସମସ୍ୟାର ସମ୍ମୁଖୀନ ହେଉଛି। ବିଡ଼ିଏ ଏବଂ ହାଉସିଂବୋର୍ଡ଼ ଘର ସମ୍ମୁଖରେ ବି…

    , ,

    📆

  • ରେଜିଷ୍ଟ୍ରେସନ ବେଳେ ଅନ୍ୟ କାହାର ସର୍କୁଲାର ବା ନିର୍ଦେଶ ନ ମାନିବାକୁ ସବ-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ

    ଭୁବନେଶ୍ୱର: 25/9-କାହିଁକି ଧନ୍ଦି ହେଉଛନ୍ତି ସବ ରେଜିଷ୍ଟ୍ରାର ଓ ଲୋକଙ୍କୁ ନାନା ଆଇନର ଆଳରେ ଛନ୍ଦି ହଇରାଣ କରୁଛନ୍ତି। କାହିଁକି ସବ ରେଜିଷ୍ଟ୍ରାରଙ୍କ ପାଖରେ ନାହିଁ ସ୍ପଷ୍ଟତା। ଦ୍ୱନ୍ଦ୍ୱ କିଏ ବଢ଼ାଉଛି। ପାର୍ଟ ଚାଷଜମିର ପଞ୍ଜୀକରଣ ବେଳେ ଅନେକ ଦ୍ୱନ୍ଦ୍ୱକୁ ଦେଖି ଏହା ପଛର କାରଣକୁ ଅନୁଧ୍ୟାନ କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ। ଶେଷରେ ଆଇଜିଆରଙ୍କ ସମେତ ସମସ୍ତ ଡିଏସଆରଙ୍କୁ ଏ ସମ୍ପର୍କରେ…

    , ,

    📆

  • ଦିନକ ଆଗରୁ ମୌସୁମି ଅଧିବେଶନ ଶେଷ

    ଭୁବନେଶ୍ୱର:୨୪/୯-ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଧାର୍ଯ୍ୟ ସମୟ ଅବଧିର ଦିନକ ଆଗରୁ ଶେଷ ହୋଇଛି । ବିଧାନସଭାରେ ଓଡ଼ିଶା ଓ ଦ୍ରବ୍ୟ ସେବାକର ବିଧେୟକ ପାରିତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମୌସୁମି ଅଧିବେଶନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ୨୪ ତାରିଖରେ ମୁଲତବୀ ଘୋଷଣା କରାଯାଇଛି…

    , ,

    📆

  • ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ

    ଭୁବନେଶ୍ୱର :25/9- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ନେଇ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ କରାଯାଇଛି । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଝାରସୁଗୁଡା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି । ମୋଦି ୨୭ ତାରିଖ ଦିନ ୧୧ଟା ୧୦ ମିନିଟ ସମୟରେ ସ୍ବତନ୍ତ୍ର ବିମାନ ଯୋଗେ ଆସି…

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.