Hi, I’m Alex 👋
I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

Technologies

HTML 5

CSS3

JavaScript

ReacJS

WordPress

Gutenberg
Our Amazing Portfolio






News Banner
Ready to Start Your Journey with Us?
Lorem ipsum dolor sit amet, consectetur adipiscing elit.
Advertisement
-
ନବକୃଷ୍ଣ ଚୌଧୁରୀ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ
By
💬
ଭୁବନେଶ୍ୱର,୨୩/୧୧-ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ସେ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍ବିହୀନ ବ୍ୟକ୍ତିତ୍ୱ । ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ, ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ ଚୌଧୁରୀ ସେ ସବୁବେଳେ ଓଡ଼ିଆଙ୍କ ସ୍ୱାଭିମାନ,…
📆
-
ଲିଭିଂ ହ୍ୟୁମାନିଟି ଶାନ୍ତି ପାଇଁ ସରଳ ଓ ପରିବର୍ତ୍ତନକାରୀ ପଥ
By
💬
ଭୁବନେଶ୍ୱର: ୨୨/୧୧- ଲିଭିଂ ହ୍ୟୁମାନିଟି ଏକ ଦିବ୍ୟ ବାର୍ତ୍ତାରୁ ଜନ୍ମ ନେଇଛି। ଏହା ସୃଷ୍ଟିର ସାର୍ବଭୌମ ନିୟମ ଉପରେ ଆଧାରିତ ଅସ୍ତିତ୍ୱ ପାଇଁ ଏକ ଗଭୀର ସର୍ନ୍ଦଭ। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପୃଥିବୀରେ ଶାନ୍ତି ପୁନଃସ୍ଥାପନ କରିବା। ଏହାର ପ୍ରତିଷ୍ଠାତା ଚିନ୍ମୟ କୁମାର ମହାନ୍ତି ଏହି ସ୍ୱର୍ଗୀୟ ଜ୍ଞାନକୁ ଏକ ବ୍ୟବହାରିକ ଏବଂ ସୁଗମ ଆତ୍ମ-ସଂସ୍କାରକ ଉପକରଣରେ ଅନୁବାଦ କରିଥିଲେ ଯାହାକୁ ଯେକୌଣସି ବ୍ୟକ୍ତି ସହଜରେ ଗ୍ରହଣ କରିପାରିବେ।…
📆
-
ଓଡ଼ିଶା ରାଜ୍ୟ ଦିବସ ସମାରୋହ
By
💬
୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ୱ ଭୁବନେଶ୍ୱର:୨୨/୧୧-ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ୱାନ…
📆
-
ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ-ମୋହନ
By
💬
ଭୁବନେଶ୍ୱର :୨୧/୧୧ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଡକ୍ଟର ମହତାବ ଓଡ଼ିଶାବାସୀଙ୍କ ପାଇଁ କେବଳ ଏକ ନାମ ନୁହେଁ, ଏହା ବିକାଶ ପାଇଁ…
📆
-
ଡ଼ଃ ମହତାବ ଥିଲେ ଓଡ଼ିଆ ସ୍ୱାର୍ଥର ବିଚକ୍ଷଣ ନେତା – ଧର୍ମେନ୍ଦ୍ର ପ୍ରଧାନ
By
💬
-ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ବ୍ୟକ୍ତିତ୍ୱ ଏବଂ ଓଡ଼ିଶାର ଅବଦାନକୁ ମନେପକାଇଲେ-ମହତାବଙ୍କ ବିଚାରରେ ଆଞ୍ଚଳିକ ସ୍ୱାର୍ଥ ସହ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା-ଗୋଟିଏ ଜାତିକୁ ଅପମାନରୁ ଅସ୍ମିତାକୁ ନେବାର ଲୋକ ଥିଲେ ମହତାବ-ରାଜନୈତିକ ଦଳମାନେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ଏକ ହେବା ଦରକାର-ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା…
📆
-
କ୍ୟାବିନେଟ ବୈଠକରେ ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି
By
💬
ଭୁବନେଶ୍ୱର:21/11- ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟର ଜନସାଧାରଣଙ୍କ ସାମଗ୍ରିକ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ନୂତନ ଭାବେ ନିଆଯାଇଥିବା ଏହି ନିଷ୍ପତ୍ତି ଗୁଡ଼ିକ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ସହ ଜନସେବାକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
📆
-
ପାରମ୍ପରିକ କିସମ ପାଇଁ ନୀତିଗତ ସମର୍ଥନକୁ ସୁଦୃଢ଼ କରିବା ନେଇ ପରାମର୍ଶ
By
💬
ଭୁବନେଶ୍ୱର:୨୧/୧୧-ୱାଟର ସେଡ ସର୍ଭିସ ଆଣ୍ଡ ଆକ୍ଟିଭିଟିଜ୍ ନେଟୱାର୍କ (ୱାସନ) ଏବଂ କଞ୍ଜପସନ୍ ଅଫ୍ ରେସିଲିଏଣ୍ଟ ଅର୍ଫାନ କ୍ରପସ୍ ଆଣ୍ଡ ପ୍ରଡକ୍ଟ୍ ଫର ହେଲଦିଅର ଡାଏଟ (CROPS4HD) ପ୍ରକଳ୍ପର ମିଳିତ ସହଯୋଗରେ ପାରମ୍ପରିକ କିସମ ପାଇଁ ନୀତିଗତ ସମର୍ଥନକୁ ସୁଦୃଢ଼ କରିବା ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଡିନ୍ ରିସର୍ଚ୍ଚ, ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ,…
📆
-
ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ
By
💬
ଦେଶର ୯ କୋଟିରୁ ଉର୍ଦ୍ଧ୍ୱ ଚାଷୀ ପାଇଲେ ୧୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଓଡିଶାର ୩୪ ଲକ୍ଷ ୧୨ ହଜାର କୃଷକ ସାମିଲ ଭୁବନେଶ୍ୱର:୨୦/୧୧- ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ।…
📆
-
ନୂଆପଡ଼ାର ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ
By
💬
ଭୁବନେଶ୍ୱର:୨୦/୧୧-ଓଡ଼ିଶା ବିଧାନସଭାରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକତନ୍ତ୍ରର ଏହି ପବିତ୍ର ଗୃହର ଗରିମା, ପାରଦର୍ଶିତା ଓ ଜନସେବାର ଆଦର୍ଶକୁ ସଦା ସର୍ବଦା ଉଚ୍ଚରେ ରଖି ନୂଆପଡ଼ାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ସେ ନିଷ୍ଠା ସହ କାର୍ଯ୍ୟ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ।…
📆
-
କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ୪୧.୧୭ କୋଟି ଟଙ୍କାର ପ୍ୟାକେଜ ପ୍ରଦାନ
By
💬
ଭୁବନେଶ୍ୱର:୨୦/୧୧-କେନ୍ଦୁପତ୍ର ତୋଳାଳି, ବାଇଣ୍ଡର ଏବଂ ଋତୁକାଳୀନ କର୍ମଚାରୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠିରୁ ୨୦୨୪ ଫସଲ ବର୍ଷ ଏବଂ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ୪୧.୧୭ କୋଟି ଟଙ୍କା ବିତରଣ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ସହାୟତା ଭାବେ ଆଜି ସୁଦ୍ଧା ୮,୫୯,୭୨୭ ଜଣ କେନ୍ଦୁପତ୍ର ତୋଳାଳିଙ୍କୁ ଜଣଙ୍କ ପିଛା ଚପଲ–୧୬୦, କେରି ବହନକାରି…
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.

