Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ଅଚ୍ୟୁତଙ୍କ ‘ମୋ ମାଆ ମୋ ପ୍ରେରଣା’ ପୁସ୍ତକ ଉନ୍ମୋଚିତ

    ଭୁବନେଶ୍ୱର:୨/୧୨- କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ‘ମୋ ମାଆ ମୋ ପ୍ରେରଣା’ ପୁସ୍ତକ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ମେ ଫେୟାର ହୋଟେଲରେ ଆୟୋଜିତ ପୁସ୍ତକର ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପୂବର୍ତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ତାଙ୍କର ଅନ୍ୟ ପାଞ୍ଚଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।…

    , ,

    📆

  • ପୁଲିସ ପ୍ରତି ସାଧାରଣ ଧାରଣାକୁ ପରିବର୍ତ୍ତନ କରିବା ଉପରେ ମୋଦୀଙ୍କ ଗୁରୁତ୍ୱ

    ଭୁବନେଶ୍ୱର:୩୦/୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟଠାରେ ପୁଲିସ ମହା ନିର୍ଦ୍ଦେଶକ/ ମହା ନିରୀକ୍ଷକଙ୍କ ୬୦ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ବିକଶିତ ଭାରତ: ସୁରକ୍ଷା ପରିଦୃଶ୍ୟ’। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ପେସାଦାର ମନୋଭାବ, ସମ୍ବେଦନଶୀଳତା ଏବଂ ପ୍ରତିକ୍ରିୟାଶୀଳତା ବୃଦ୍ଧି କରି ପୁଲିସ ପ୍ରତି ସାଧାରଣରେ ରହିଥିବା ଧାରଣା ବଦଳାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।…

    , ,

    📆

  • ସାହିତ୍ୟ ନୈତିକ ଭାବନା ବିସ୍ତାର କରେ: ରାଜ୍ୟପାଳ

    ଭୁବନେଶ୍ୱର: ୨୯/୧୧-ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି। ଏହା କେବଳ ଏକ କଳାତ୍ମକ ରୂପ ନୁହେଁ ବରଂ ଏକ ଶକ୍ତି ଯାହା ଜୀବନ ଓ ମୂଲ୍ୟବୋଧକୁ ଆକାର ଦିଏ, ସହାନୁଭୂତିକୁ ପୋଷଣ କରେ ଏବଂ ନୈତିକ ଭାବନାକୁ ବିସ୍ତାର କରେ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି। ୨୯ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ସୋଆ ସାହିତ୍ୟ ମହୋତ୍ସବର ତୃତୀୟ ସଂସ୍କରଣକୁ ଉଦଘାଟନ କରି ଏହା…

    , ,

    📆

  • ବିଧାନସଭାରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ

      ଭୁବନେଶ୍ୱର:୨୮/୧୧-ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ୨୦୨୫-୨୬ ଆର୍ôଥକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଛି। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ଅତିରିକ୍ତ ୩,୩୮୯ କୋଟି ଟଙ୍କା ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ୧୩,୭୧୬କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୧୭୧କୋଟି, ଏବଂ ରାଜ୍ୟ ବଜେଟରୁ ୧୬୪କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି।ଏଥିରୁ କେନ୍ଦ୍ରୀୟ ଯୋଜନାରେ…

    , ,

    📆

  • ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପାଇଲା ସ୍ୱର୍ଣ୍ଣ ପଦକ

    ଭୁବନେଶ୍ୱର:୨୭/୧୧-ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (ଇଣ୍ଡିଆନ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ)) ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ୍ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ…

    , ,

    📆

  • ନାଗରିକଙ୍କ ଆଶା ପୂରଣ କରିବା ଜନପ୍ରତିନିଧିଙ୍କ କର୍ତ୍ତବ୍ୟ: ରାଷ୍ଟ୍ରପତି

      ଭୁବନେଶ୍ୱର:୨୭/୧୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ନଭେମ୍ବର ୨୦୨୫ରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧିତ କରିବା ସମୟରେ ଗୃହ ସହ ଜଡ଼ିତ ନିଜ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ସେ କହିଥିଲେ ବହୁ ବର୍ଷ ପରେ ଏହି ସ୍ଥାନର ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଛି। ଏହି ଗୃହରେ ସେ ଜଣେ ବିଧାୟକ ଭାବରେ ପ୍ରଶ୍ନ ପଚାରିଥିଲେ ଏବଂ ଜଣେ ମନ୍ତ୍ରୀ ଭାବରେ ବିଧାୟକମାନଙ୍କ…

    , ,

    📆

  • ‘ଏହି ଗୃହ ମୋତେ ସବୁ ଶିଖାଇଛି’

    ଭୁବନେଶ୍ୱର:୨୭/୧୧-ଓଡ଼ିଶା ବିଧାନସଭା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିଛନ୍ତି। ସେ ବିଧାନସଭାରେ ତାଙ୍କର ସଦସ୍ୟତା ସମ୍ପର୍କରେ କହିବା ସହ ଭବିଷ୍ୟତ ଭାରତ ଗଠନ ଉପରେ ଅନେକ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ତଥା ଓଡିଶା ବିଧାନସଭାର ପୂର୍ବତନ ବିଧାୟିକା ଓ ମନ୍ତ୍ରୀ ଶ୍ରୀମତୀ ମୁର୍ମୁ ଓଡିଶା ବିଧାନସଭାରେ ଅଭିଭାଷଣ ଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିକାଶର…

    , ,

    📆

  • ଦେଶର ପ୍ରଥମ ଅଡିଟ ଅଦାଲତ ଉଦ୍‍ଘାଟିତ

    ଭୁବନେଶ୍ୱର:୨୫ /୧୧-ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ଆଜି ଦେଶର ପ୍ରଥମ ଅଡିଟ ଅଦାଲତ ଓଡ଼ିଶାର ପ୍ରଧାନ ମହା ଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି। ଓଡିଶା ସରକାରଙ୍କ ଛଅଟି ବିଭାଗ- ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଅବକାରୀ ଏବଂ ଗ୍ରାମୀଣ ବିକାଶ ସହିତ ଜଡିତ ଦୀର୍ଘକାଳୀନ…

    , ,

    📆

  • ଦୁର୍ନୀତି ଠାରୁ ଦୂରରେ ରୁହନ୍ତ ଏହା କ୍ୟାରିଅର ପାଇଁ ବିପଦ:ମୁଖ୍ୟମନ୍ତ୍ରୀ

    -୧୨ ଟି ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି -ସତର ମାସରେ ଚାକିରି ପାଇଛନ୍ତି ୩୭,୩୨୫ଜଣ ଭୁବନେଶ୍ୱର:୨୫/୧୧-ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି। ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆୟୋଜିତ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ଅବସରରେ ନବନିଯୁକ୍ତମାନଙ୍କୁ କହିଛନ୍ତି। ଏହି…

    , ,

    📆

  • ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

      ଭୁବନେଶ୍ୱର:୨୪/୧୧-ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର୧୫ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି।

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.