Hi, I’m Alex 👋
I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

Technologies

HTML 5

CSS3

JavaScript

ReacJS

WordPress

Gutenberg
Our Amazing Portfolio






News Banner
Ready to Start Your Journey with Us?
Lorem ipsum dolor sit amet, consectetur adipiscing elit.
Advertisement
-
ଧରା ପଡିଲା ସରକାରଙ୍କ ମିଛ
By
💬
ଭୁୁବନେଶ୍ୱର: 4.11.2024 (ଆମ ପ୍ରତିନିଧି) ଦାରିଙ୍ଗିବାଡ଼ି ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜନିତ ମୃତ୍ୟୁକୁ ନେଇ ସରକାର ଓ ଜିଲା ପ୍ରଶାସନ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହି ଗାଁ କୁ ଯାଇ ଲୋକଙ୍କୁ ଭେଟିବା ପରେ ଅନେକ ତଥ୍ୟ ପଦାକୁ ଅସିଛି l ଆମ୍ବଟାକୁଆ ଖାଇ ଲୋକ ମରିବା ଘଟଣାରେ ମୁଖ୍ୟମନ୍ତ୍ରୀ,…
📆
-
ଧଉଳି କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ
By
💬
ସମନ୍ୱିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: 3 ନଭେମ୍ବର 2024 ଧଉଳି ପାହାଡ ଏକ ସାଧାରଣ ପାହାଡ ନୁହେଁ, ଏହା ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ହେଉଛି ଧଉଳି।ଓଡିଆ ବୀର ସନ୍ତାନଙ୍କ ଲୁହ ଆଉ ରକ୍ତରେ ଏକାକାର ହୋଇଥିବା ତ୍ୟାଗର ତୀର୍ଥସ୍ଥଳୀ ଏହି ଧଉଳି ବୋଲି…
-
କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା
By
💬
–ଡାକ୍ତର ଦଳ ରିପୋର୍ଟ ଅନୁଯାୟୀ ଫୁଡ ପଏଜନିଙ୍ଗ ଯୋଗୁଁ ମୃତ୍ୟୁ ଘଟିଛି-ସମସ୍ତ ଆକ୍ରାନ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ,ନିୟମିତ ଭାବେ ଚାଉଳ ପାଉଛନ୍ତି ଭୁବନେଶ୍ୱର,କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ…
-
ମଧ୍ୟାହ୍ନ ଭୋଜନରେ ଦିଆଯାଉଥିଲା ଭାତ ସହ ଲୁଣ
By
💬
ଅନିୟମତା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ ଭୁବନେଶ୍ୱର ;୨ ନଭେମ୍ବର ୨୦୨୪ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଦାନଗଦି…
📆
-
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାଟଣାଗଡ଼ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ
By
💬
ଭୁବନେଶ୍ୱର ୨ ନଭେମ୍ବର ୨୦୨୪ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l
📆
-
ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
By
💬
ଭୁବନେଶ୍ୱର: ୦୧ .୧୧. ୨୦୨୪ ଆସନ୍ତା ନଭେମ୍ବର ୪ ତାରିଖ ଏବଂ ନଭେମ୍ବର ୧୧ତାରିଖ ଉଭୟ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
📆
-
ବିଧାନସଭାର ଶୀତ ଅଧିବେଶନ ୨୬ରୁ
By
💬
ଭୁବନେଶ୍ବର : 31.10 ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିବ। ପ୍ରଥମ ଦିନ ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ ଏବଂ ଡିସେମ୍ବର ୫ତାରିଖରେ ବିନିଯୋଗ ବିଲ୍ ଉପସ୍ଥାପନ ହେବ ।ବିଧାନସଭା ପକ୍ଷରୁ ଅଧିବେଶନ ସଂକ୍ରାନ୍ତ କ୍ୟାଲେଣ୍ଡର ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୨୦ ଦିନ ଏବଂ ବେସରକାରୀ…
📆
-
ଜନ୍ମ ମାଟିରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ
By
💬
ଭୁବନେଶ୍ୱର: ୩୧ ଅକ୍ଟୋବର ୨୦୨୪ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ଦୀପାବଳୀ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ କାଳୀଙ୍କ ଆରାଧନା ନିମନ୍ତେ ନିଜ ଜନ୍ମମାଟି ରାଇକଳାଠାରେ ସୋହରାଇ ପୂଜାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ମିଶି ପାରମ୍ପରିକ ବାଦ୍ୟ ମାଦଳ ବଜାଉଛନ୍ତି ।
📆
-
ଏକ ନମ୍ବର ହାଟ ଫୁଟପାଥରୁ ଦୀପ, ସଳିତା, ତେଲ ଓ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ
By
💬
ଭୁବନେଶ୍ୱର: ୩୧ ଅକ୍ଟୋବର ୨୦୨୪ ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ଫୁଟପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ବିକ୍ରି ହୁଏ। ଆଜି ସେହି ଦୋକାନୀମାନଙ୍କ ପାଇଁ ଥିଲା ଏକ ଆନନ୍ଦର ଦିନ। ଦୀପାବଳି ପାଇଁ ଲୋକଙ୍କ ଗହଣରେ ଦୋକାନୀମାନେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା…
📆
-
ସଙ୍କଟମୟ ସ୍ଥିତିରେ ଗଣମାଧ୍ୟମ : ପ୍ରଭୁ ଚାୱଲା
By
💬
-ଗଣତନ୍ତ୍ରର ତୃତୀୟ ନୟନ ହେଉ ଗଣମାଧ୍ୟମ: ସୌମ୍ୟରଞ୍ଜନ ଭୁବନେଶ୍ୱର: ୩୦ା୧୦: ଚାରି ଦଶନ୍ଧି ଭିତରେ ଗଣମାଧ୍ୟମରେ ଅନେକ ପରିବର୍ତ୍ତନ ଘଟିଛି l ଛାପା ଗଣମାଧ୍ୟମରୁ ବୈଦ୍ୟୁତିକ ଗଣମାଧ୍ୟମ ଓ ପରେ ସାମାଜିକ ଗଣମାଧ୍ୟମରେ ପହଞ୍ଚିଛି ଗଣମାଧ୍ୟମ ସଂସ୍ଥା l ପରିବର୍ତ୍ତୀତ ପରିସ୍ଥିତିରେ ଖବରକାଗଜର ପାଠକ ସଂଖ୍ୟା ହ୍ରାସ ପାଉଥିବା ବେଳେ ଟେଲିଭିଜନର ଦର୍ଶକ ସଂଖ୍ୟା ପ୍ରାୟ ୮୦ ଭାଗ ହ୍ରାସ ପାଇ ସାରିଲାଣି l ତଥାପି ଆଞ୍ଚଳିକ ଗଣମାଧ୍ୟମର ଆବଶ୍ୟକତା…
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.

