Heartfelt Reflections: Journeys of Love,
Loss & Renewal
Discover thoughtful writing that speaks to the heart ❤️ stories that inspire growth,
celebrate connection, and remind us of the beauty in change.
Discover Trending Topics
-
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଭୋଟ ଭୁବନେଶ୍ୱର:୨୨/୧-ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ଓଡ଼ିଶା ସମେତ ୧୦ଟି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତର ନିର୍ବାଚନ କମିଶନ ପ୍ରସ୍ତାବ ମାଗିଛନ୍ତି। ଆସନ୍ତା ଏପ୍ରିଲରେ…
By
📆
-
ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି
ଏଣିକି ପାଇବେ ୨,୫୦୦ ଟଙ୍କା ଭୁବନେଶ୍ୱର:୨୨/୧- ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀମାନେ ମାସିକ ଭତ୍ତା ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପାଇବେ। ଏଥି ସହିତ…
By
📆
-
୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ
ଭୁବନେଶ୍ୱର:୨୨/୧-ଓଡ଼ିଶାର ସର୍ବ ବୃହତ ମହିଳା କୈନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର ସହାୟତା ରାଶି ପ୍ରାୟ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଦାନ କରିଛନ୍ତି। ସେ…
By
📆
-
ରାଜ୍ୟରେ ଗୁଟଖା ଉତ୍ପାଦନ ଓ ବିକ୍ରି ଉପରେ କଟକଣା
ଭୁବନେଶ୍ୱର:୨୨/୧-ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ। ଏହାର ଉତ୍ପାଦନ, ବିକ୍ରି ଉପର କଟକଣା କରାଯାଇଛି। ଗତ ୨୧ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ…
By
📆
-
ଲୋକସେବା ଭବନରେ ଅନ୍ଲାଇନ ସେବା
ଭୁବନେଶ୍ୱର:୨୩/୧-ରାଜ୍ୟରେ ଅନ୍ଲାଇନ ସେବା କିପରି ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ଲୋକସେବା ଭବନ ସ୍ଥିତ ଗୃହ ବିଭାଗ । ଲୋକସେବା ଭବନରେ ଏହି ସେବା କିଭଳି ଉପଲବ୍ଧ ହେଉଛି ତାହା ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଖବର…
By
📆
-
କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜମୁଦାରଙ୍କ ପରଲୋକ
ଭୁବନେଶ୍ୱର: ୨୬/୧-ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦେଶକ ଅଭିଜିତ ମଜମୁଦାରଙ୍କ ପରଲୋକ ଘଟିଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫୪ ବର୍ଷୀୟ ଅଭିଜିତ ମଜୁମଦାରଙ୍କୁ ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସ ୪…
By
📆
-
ଚାରିଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର: ୨୬/୧-ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦ୍ର ସରକାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ ୧୩୧ଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ଚାରିଜଣ ଓଡ଼ିଆ ଅଛନ୍ତି । କଳା, ସାହିତ୍ୟ ଓ…
By
📆
-
-୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ
ଭୁବନେଶ୍ୱର:୨୬/୧-ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ…
By
📆
-
ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବିଭିନ୍ନ ଯୋଜନା କରିଛନ୍ତି: ମୁଖ୍ୟମନ୍ତ୍ରୀ
କଟକ:୨୬/୧- ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି…
By
📆
-
ସାମ୍ବାଦିକଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ସ୍ପଷ୍ଟ କଲେନି ସରକାର କେବେ ଦେବେ ପେନ୍ସନ କହିଲେ ସମସ୍ୟା ବିଚାରାଧୀନ ରହିଲେ ଭଲ ଭୁବନେଶ୍ୱର:୨୬/୧- ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୬ତରିଖ ଅପରାହ୍ଣରେ ରାଜ୍ୟପାଳଙ୍କ ଆଟ୍ ହୋମ ସମାରୋହରେ ଅଲ ଓଡ଼ିଶା ମିଡିଆ ଆସୋସିଏସନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟପାଳ…
By
📆
-
ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି
ଭୁବନେଶ୍ୱର:୨୭/୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୪ ତାରିଖରେ ପୁରୀ ଯିବେ। ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ସେ ୪ ତାରିଖ ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ଡ…
By
📆
-
ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ପରଲୋକ
ଭୁବନେଶ୍ୱର: ୨୮/୧-ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏନସିପି ନେତା ସ୍ୱର୍ଗତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ…
By
📆
-
ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଧାନ ସଂଗ୍ରହ ବହୁତ ପଛରେ-ବିଜେଡି
ଭୁବନେଶ୍ୱର: ୨୯/୧-ବିଜୁ ଜନତା ଦଳ ସାରା ଓଡ଼ିଶାରେ ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜଡି କହିଛି, ଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଯାହା ଓଡ଼ିଶାର ଇତିହାସରେ…
By
📆
-
୧୭ରୁ ବିଧାନସଭା, ୨୦ରେ ବଜେଟ
ଭୁବନେଶ୍ୱର: ୩୦/୧-ଆସନ୍ତା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହା ଏପ୍ରିଲ ୮ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ। ଅଧିବେଶନରେ ୨୮ ଟି କାର୍ଯ୍ୟଦିବସ ରହିଛ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪…
By
📆
-
ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର :୩୦/୧-ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାସଭବନରୁ ତାଙ୍କ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ । ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା…
By
📆
-
ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ୩୧/୧- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ,…
By
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.




