Heartfelt Reflections: Journeys of Love,
Loss & Renewal
Discover thoughtful writing that speaks to the heart ❤️ stories that inspire growth,
celebrate connection, and remind us of the beauty in change.
Discover Trending Topics
-
ସାନ ଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର
ଭୁବନେଶ୍ୱର:14/10-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ କେନ୍ଦୁଝର ସାନ ଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ…
By
📆
-
ସମୃଦ୍ଧ ଓଡ଼ିଶା ଗଠନ ଯାତ୍ରାରେ ଗଣମାଧ୍ୟମ ହେବ ଅପରିହାର୍ଯ୍ୟ ଅଂଶୀଦାର:ମୁଖ୍ୟମନ୍ତ୍ରୀ
‘ସମାଜ’ର ୧୦୬ ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର:୧୫/୧୦- ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୬ ତମ ସ୍ୱନକ୍ଷତ୍ର ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମାଜ ପରିବାର ସହ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ…
By
📆
-
ସମାଜସେବୀ ବୈକୁଣ୍ଠନାଥ ମାର୍ଥାଙ୍କ ପରଲୋକ
ଭୁବନେଶ୍ୱର:୧୫/୧୦-ଓଡ଼ିଶା ସଚିବାଳୟ ସେବାର ଅବସରପ୍ରାପ୍ତ କର୍ମଚାରୀ, ଜଣାଶୁଣା ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନ ଭୈରବୀ କ୍ଲବର ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ନରଣଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ମାର୍ଥାଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ…
By
📆
-
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର:16/10- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ…
By
📆
-
ଆଦି କର୍ମଯୋଗୀ ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଓଡ଼ିଶା ସମ୍ମାନିତ
ଭୁବନେଶ୍ୱର, ୧୭/୧୦- ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧିନରେ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସମ୍ମାନିତ ହୋଇଛି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ…
By
📆
-
ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର-ମୁଖ୍ୟମନ୍ତ୍ରୀ
-୪୭୧ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ -ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଭୁବନେଶ୍ୱର:୧୯/୧୦-ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ଟି…
By
📆
-
ସାଇବର ସୁରକ୍ଷା ପାଇଁ ୧୧୨୭ ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ନିଯୁକ୍ତି ଦିଆଯିବ- ମୁଖ୍ୟମନ୍ତ୍ରୀ
ମାସେ ଚାଲିବ ସାଇବର ସୁରକ୍ଷା ସଚେତନତା ଅଭିଯାନ ଭୁବନେଶ୍ୱର:୧୯/୧୦-ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା…
By
📆
-
‘ସାରସ୍ୱତ ସମାଜ’ର ସ୍ଵନକ୍ଷତ୍ର ଉତ୍ସବ
୧୯ ତାରିଖରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ସାରସ୍ୱତ ସମାଜ’ର ୧୫ ତମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି
By
📆
-
ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ୧୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର:୨୦/୧୦-୭୧-ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଧାର୍ଯ୍ୟ ସମୟ ସୁଦ୍ଧା ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ…
By
📆
-
ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଜସ୍ୱ ଅଧିକାରୀମାନେ ବିବେକ ଅନୁଯାୟୀ ନିଷ୍ପତ୍ତିି ନିଅନ୍ତୁ:ରାଜସ୍ୱ ମନ୍ତ୍ରୀ
-ରାଜସ୍ୱ ବିଭାଗର ଭିତ୍ତିଭୂମି ଉନ୍ନତି କରାଯିବ ସହ ଖାଲି ପଦବୀ ପୂରଣ କରାଯିବ -ରାଜସ୍ୱ ବିଭାଗକୁ ଏକ ମଡେଲ ବିଭାଗରେ ପରିଣତ କରାଯିବ ଭୁବନେଶ୍ୱର:୧୯/୧୦-ରାଜସ୍ୱ ଆଇନ କେତେଦୂର ଠିକ ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ଦରକାର। ଯଦି…
By
📆
-
ପୀତବାସଙ୍କ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାକୁ ପଚରାଉଚୁରା
ଭୁବନେଶ୍ୱର:୨୨/୧୦- ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରାଉଚରା କରାଯାଇଛି। ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇ ପଚରା ଉଚୁରା ଚଳାଇଛି।…
By
📆
-
ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତ ଦୁର୍ନୀତିର ସି.ବି.ଆଇ ତଦନ୍ତ ନିଷ୍ପତ୍ତି
ଭୁବନେଶ୍ୱର:୨୨/୧୦- ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି। ଏଥିରେ ଆନ୍ତ-ରାଜ୍ୟ ଅପରାଧୀ ସଂଗଠନଙ୍କ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି। ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇକୁ ଅର୍ପଣ…
By
📆
-
ଦୁଇଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ
ଭୁବନେଶ୍ୱର:୨୪/୧୦-ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ-୨୦୨୫ ରାଜ୍ୟବ୍ୟାପୀ ସ୍ଥାୟୀ ଏବଂ ଲୋକ-କୈନ୍ଦ୍ରିକ ସହର ନିର୍ମାଣ କରିବା ଲାଗି ଏକ ସାମୂହିକ ସଂକଳ୍ପ ସହିତ ସମାପ୍ତ ହୋଇଛି। ଏହି ଅବସରରେ ଉଦବୋଧନ ଦେଇ ବିଭାଗର…
By
📆
-
ନୂଆପଡା ବିଧାନସଭା ଉପ ନିର୍ବାଚନ, ୧୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
ଭୁବନେଶ୍ୱର:୨୪/୧୦- ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି। ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭାରତୀୟ ଜନତା…
By
📆
-
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ‘ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୬.0’ ଅଭିଯାନ ଉପଲକ୍ଷେ ପଦଯାତ୍ରା
ଭୁବନେଶ୍ୱର:25/10- ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୬.0 ଅଭିଯାନର ଅଂଶ ରୂପେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଦ୍ୱାରା ୨୫ ଅକ୍ଟୋବର ୨୦୨୫ ଦିନ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କ ନିକଟରେ ‘ସ୍ୱଚ୍ଛତା ଓ ଫିଟନେସ’ ର ବାର୍ତ୍ତା ପହଞ୍ଚାଇବା…
By
📆
-
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ
୧୫ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଭୁବନେଶ୍ୱର:୨୫/୧୦-ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ଶ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ…
By
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.




