Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ସିଏମ୍ ଟ୍ରଫି, ଲୋଗୋ ଓ ଆନ୍‌ଥେମ୍‌ ଉନ୍ମୋଚିତ

    ଭୁବନେଶ୍ୱର:୨୫/୫- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍‌ସିପ୍‌-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ ଆନ୍‌ଥେମ୍‌ ଉନ୍ମୋଚନହୋଇଛି । ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍‌ସିପ୍‌ର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ମାସ ୧୬ ତାରିଖରୁ ଏପ୍ରିଲ…

    📆

  • ନାଟକ ଓ ନୃତ୍ୟ ମାଧ୍ୟମରେ କ୍ୟାନସର ସଚେତନତା

    ଭୁବନେଶ୍ୱର:୨୫/୫-ସ୍ଥାନୀୟ ରୋଟାରି ଭବନ ପରିସରରେ କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ଏକ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଏମ୍. ଡି. କ୍ରିଏସନ୍ସ ଏବଂ ଗୃପ ଦ୍ୱାରା କ୍ଷୁଦ୍ର ନାଟକ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଲୋକମାନଙ୍କ ମଧ୍ୟରେ କ୍ୟାନସର ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏବଂ ଏହାକୁ ତୁରନ୍ତ ଚିହ୍ନଟ କରିବା ସହ ଚିହ୍ନଟ ବ୍ୟକ୍ତିଙ୍କର କିପରି ଚିକିତ୍ସା କରାଯାଇ ପାରିବ…

    , ,

    📆

  • ସଡ଼କ ଦୁର୍ଘଟଣା ହ୍ରାସ ଓ ସୁରକ୍ଷିତ ପରିବହନ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

    ଭୁବନେଶ୍ୱର : ୨୫।୫- ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ପରିବହନ କମିଶନର ଅମିତାଭ ଠାକୁର ଏବଂ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା ପରାମର୍ଶଦାତା ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ସଡ଼କ ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା ଏବଂ ସମୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା…

    , ,

    📆

  • ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ

    ଭୁବନେଶ୍ୱର:24/5- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ ହୋଇଛନ୍ତି। ହିନ୍ଦୋଳ ବନାଞ୍ଚଳରେ ବନ୍ୟପ୍ରାଣୀ ଶିକାର କରିବାକୁ ଯୋଜନା ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ସଦଳବଳେ ଗତକାଲି ବିଳମ୍ବିତ ରାତି ୧୧ରୁ ୧୨ଟା ସମୟରେ ଚଢ଼ାଉ ପାଇଁ ଯାଇଥିଲେ । ହିନ୍ଦୋଳ ଏନଏସିର ୱାର୍ଡନଂ ୧୪ ଅନ୍ତର୍ଗତ କଇ ଜଙ୍ଗଲ ମଝିରେ ଏକ ବଗିଚାରେ ଥିବା ଘରକୁ ଘେରାଉ କରିଥିଲେ। ସେଠାରେ ବନ୍ଧୁକସହ…

    , ,

    📆

  • ଭୁବନେଶ୍ୱରରେ ଜଳ ପରିଚାଳନା ସମେତ ଜବରଦଖଲ ଉଚ୍ଛେଦ ଓ ଜଳାଶୟ ବିକାଶ ଉପରେ ଗୁରୁତ୍ୱ

    ଗଙ୍ଗୁଆ ନାଳ ଓ ଦୟା ପଶ୍ଚିମ କେନାଲ ପରିଦର୍ଶନ କଲେ ପ୍ରମୁଖ ସଚିବ   ଭୁବନେଶ୍ୱର:24/5- ସହରାଞ୍ଚଳ ବନ୍ୟା ଆହ୍ୱାନର ମୁକାବିଲା କରିବା ଏବଂ ଭୁବନେଶ୍ୱରରେ ଜଳାଶୟଗୁଡ଼ିକର ସ୍ଥାୟୀ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ.) ଅଧୀନରେ ଥିବା ଗାଙ୍ଗୁଆାନାଳ…

    , ,

    📆

  • ଏମିତି ଚାଲିଛି ସରକାର, ଏଭଳି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

    -ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ତଥ୍ୟ ଦେଉନାହାନ୍ତି ଅଫିସର -କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ପ୍ରଶାସନିକ ଅଧିକାରୀ -ଲୋକଙ୍କ ସମସ୍ୟା ପ୍ରତି ଦିଆଯାଉନି ଦୃଷ୍ଟି ଭୁବନେଶ୍ୱର:23/5-ଶୈଳଶ୍ରୀବିହାରର ଓଇଆରସି ଗୋଲେଇ ଛକରୁ ସାଇମନ୍ଦିର ପର୍ଯ୍ୟନ୍ତ ନୂଆ ପ୍ରଶସ୍ତ ରାସ୍ତା ନିର୍ମିତ ହେଲା। ଟ୍ରାଫିକ୍ ଭିଡ ହ୍ରାସ ଏବଂ ଯାନବାହାନ ଚଳାଚଳରେ ହେଉଥିବା ସମସ୍ୟା ସୁଧାରିବା ଥିଲା ଏହାର ଲକ୍ଷ୍ୟ। ନୂଆ ରାସ୍ତାକାମ ଶେଷ ପର୍ଯ୍ୟାୟରେ। ଯାନବାହାନ ଚଳାଚଳ କଲାଣି। ପାଖରେ ଥିବା ପୂର୍ତ୍ତ…

    , ,

    📆

  • ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ

    ଭୁବନେଶ୍ୱର:୨୩/୫-ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍‍ସ ପକ୍ଷରୁ ଏକ SIT ଗଠନ କରାଯାଇଛି। ପୂର୍ବରୁ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀ ମାନଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି…

    , ,

    📆

  • ଆଜିର ଗଳ୍ପ ସମାଜନିଷ୍ଠ ଅନୁଭବର ପ୍ରତିଲିପି : ବିଶ୍ୱଭୂଷଣ

    ବିଜୟାନନ୍ଦଙ୍କ ‘ଅଶେଷ ଅନୁରାଗ’ ଉନ୍ମୋଚିତ ଭୁବନେଶ୍ୱର:୨୩/୫-‘ଓଡ଼ିଶା ବୁକ୍ ଷ୍ଟୋର୍‌’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ ‘ଅଶେଷ ଅନୁରାଗ’କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ସଂଧ୍ୟାରେ ଉନ୍ମୋଚନ କରିଛନ୍ତିି। ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପ ଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ। ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟିଭଙ୍ଗିରେ ରଚିତ…

    , , ,

    📆

  • ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

    ଭୁବନେଶ୍ୱର :23/5-ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ଗତ ଏପ୍ରିଲ ୨୨ତାରିଖରୁ ଅତିରିକ୍ତ ଦାୟିତ୍ୱରେ ଥିବା ଦେବପ୍ରସାଦ ଦାଶଙ୍କୁ ହଟାଇ ଦିଆଯାଇଛି। ଶ୍ରୀ ଦାଶ ଏବେ ରାଜ୍ୟ ଭାଷା,ସାହିତ୍ୟ…

    , ,

    📆

  • କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ

    ଭୁବନେଶ୍ୱର:୨୨/୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କରିଛନ୍ତି। ସେ ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର…

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.