Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ଭୋଟ ଚୋର, ଗାଦି ଛାଡ ପ୍ରସଙ୍ଗରେ ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

    ଭୁବନେଶ୍ୱର:୧୫/୯-ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସରେ ‘ଭୋଟ୍ ଚୋର ଗାଦି ଛାଡ’ ସ୍ଲୋଗାନ ଦେଇ ମଶାଲ ଶୋଭାଯାତ୍ରା ଓ ରାଲି ପରି କାର୍ଯ୍ୟକ୍ରମମାନ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ବଳରେ ପ୍ରାୟ ସବୁ ଜିଲ୍ଲାରେ ସଫଳ ହୋଇଛି। ତେବେ ଏହି ଭୋଟ ଚୋରି ପ୍ରସଙ୍ଗକୁ ଏକ ଅର୍ଥପୂର୍ଣ୍ଣ ଉପସଂହାରରେ ପହଞ୍ଚାଇବା ପାଇଁ ଏଆଇସିସି ପକ୍ଷରୁ…

    , , ,

    📆

  • କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ

    -ତିନିବର୍ଷ ପାଇଁ ଦାୟିତ୍ୱ ତୁଲାଇବେ -ଖୁବ୍‌ଶୀଘ୍ର ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ୱର:୧୪/୯-ଓଡିଶାର ଅନ୍ୟତମ ରାଜନୈତିକ ଦଳ କଳିଙ୍ଗ ସେନାର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଉପ ସଭାପତି ଭାବେ ଅଧିବକ୍ତା ସବ୍ୟସାଚୀ ମହାପାତ୍ର, ଅବ୍‌ଦୁଲ କୟୁମ୍ ଖାନ, ଉମାକାନ୍ତ ଜେନା, ହିମାଂଶୁ ନାୟକ, ହେମନ୍ତ ସିଂ, ଅଧିବକ୍ତା ତୁଳସୀ ନାରାୟଣ ଦାସ, ଗୌରାଙ୍ଗ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ…

    , , ,

    📆

  • ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ

    ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ ଏହି ଚଢ଼ାଉ ହୋଇଛି । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ।ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଜାନୁଆରୀ ୨୦୨୩ରେ ତାଙ୍କ ଘରକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଟାଚ…

    , ,

    📆

  • ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଏସ ଟପ୍ପର ବାମରା ତହସିଲଦାର ଏବଂ ନୟାଗଡ଼ ଶ୍ରମ ଅଧିକାରୀ

    ଭୁବନେଶ୍ୱର: 13/9-ଲାଞ୍ଚ ନେବା ସମୟରେ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ହେଉଛନ୍ତି ୨୦୧୯ରେ ଓଏଏସ ଟପ୍ପର ହୋଇଥିବା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ଏବଂ ଅନ୍ୟ ଜଣେ ହେଉଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ। ବାମରା ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଏହି…

    , ,

    📆

  • ମୋହନ ସରକାରରେ ଏମିତି ଚାଲିଛି କାମ

    ବର୍ଷେ ବିତିଲାଣି, ପୁରସ୍କୃତ ଛାତ୍ରୀଙ୍କୁ ମିଳିଲାନି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅର୍ଥ ଭୁବନେଶ୍ୱର:୧୧/୯-ବର୍ଷେ ବିତିଲାଣି । ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ୨୦୨୪ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ନିମାପଡ଼ା ଜଗବନ୍ଧୁ ରାୟତସିଂ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରିୟା ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ପୁରସ୍କାର ବାବଦ ଅର୍ଥରାଶି(ପଚାଶ ହଜାର ଟଙ୍କା)ମିଳିଲା ନାହିଁ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ…

    , , ,

    📆

  • ଚାଲିଛି ମେଣ୍ଢା ଲଢେଇ, ତାଳିମାରୁଛନ୍ତି ଜନତା

    -ବିଜଡିରୁ ଭାସ୍କର ରାଓ, ଲାଲବିହାରୀ ଓ ଗଙ୍ଗାଧରଙ୍କ ଇସ୍ତଫା ଭୁବନେଶ୍ୱର:୧୧/୯- ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲା। ଯେଉଁ ପ୍ରମୁଖ କାରଣ ପାଇଁ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା ତାହା ସମସ୍ତେ ଜାଣନ୍ତି। ତେବେ ଏହାକୁ ସାମ୍ନାସାମ୍ନି ବିରୋଧ କରିବାକୁ ଦଳରେ କାହାର ସାହସ ନାହିଁ। ଯୁଦ୍ଧ କ୍ଷେତ୍ରକୁ ନ ଆସି ପଛୁଆ ଆକ୍ରମଣ…

    , ,

    📆

  • ସିପି ରାଧାକ୍ରିଷ୍ଣନ ଉପ ରାଷ୍ଟ୍ରପତି ନିର୍ବାଚିତ

    ଭୁବନେଶ୍ୱର: ୯/୯-ଭାରତର ନୂଆ ଉପ ରାଷ୍ଟ୍ରପତି ଭାବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଭୋଟରେ ହରାଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ୍ ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବି.ସୁଦର୍ଶନ ରେଡ୍ଡୀ ୩୦୦ ପ୍ରଥମ ପସନ୍ଦ…

    , , ,

    📆

  • ଉପ ରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବ ବିଜେଡି

    ସମଦୂରତା ବଜାୟ ରଖିବ ଭୁବନେଶ୍ୱର:୮/୯- ଆସନ୍ତାକାଲି ଅନୁଷ୍ଠିିତ ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିଜୁ ଜନତା ଦଳ ବିରତ ରହିବ ବୋଲି ନିଷ୍ପତ୍ତି ନେଇଛି । ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଦଳର ପିଏସି ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।…

    , ,

    📆

  • ସାକ୍ଷାତକାର ମାର୍କ ଦେବାକୁ ଓଡ଼ିଶା ଲୋକସେବା ଆୟୋଗକୁ ସୂଚନା କମିଶନଙ୍କ ନିର୍ଦ୍ଦେଶ

    ଭୁବନେଶ୍ୱର:୮/୯-ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନ ଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ। ବିଜ୍ଞାପନ…

    , ,

    📆

  • ଜିଏସଟି ହ୍ରାସ ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ

    -୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ -ଦୁଗ୍ଧ ଏବଂ ପନିର ଉପରେ କୌଣସି ଜିଏସଟି ନାହିଁ, ବଟର ଏବଂ ଘିଅ ଉପରେ ୫% ଜିଏସଟି -ସୁଲଭ ଦୁଗ୍ଧ ଉତ୍ପାଦ ପୋଷଣ ସୁରକ୍ଷା ବୃଦ୍ଧି କରିବ ଏବଂ ଦୁଗ୍ଧ ସମବାୟ ସଂସ୍ଥାକୁ ଲାଭ ଦେବ -ପନିର, ପାସ୍ତା, ନମକିନ, ଜାମ୍, ଜେଲି, ଫଳ ପଲ୍ପ ଏବଂ ଜୁସ୍-ଆଧାରିତ ପାନୀୟ ଭଳି ସମବାୟ ସଂସ୍ଥା ଦ୍ୱାରା ପ୍ରକ୍ରିୟାକରଣ କରାଯାଉଥିବା ଖାଦ୍ୟ…

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.